ରାଜଧାନୀରେ ବାଇକକୁ ପିଟିଲା କାର୍; ୫ ଆହତ
ଭୁବନେଶ୍ୱର: ଭୁବନେଶ୍ୱରର ରସୁଲଗଡ଼ ଓଭରବ୍ରିଜ୍ରେ ରବିବାର ସନ୍ଧ୍ୟାରେ ଏକ କାର ଦୁଇଟି ବାଇକକୁ ଧକ୍କା ଦେବାରୁ ଜଣେ ମହିଳା ଏବଂ ତାଙ୍କ ପିଲା ସମେତ ପାଞ୍ଚ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, କଟକରୁ ଭୁବନେଶ୍ୱର ଯାଉଥିବା ସମୟରେ କାରର ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ।…