Latest Odisha News

BREAKING NEWS

ସାମୀଙ୍କୁ ନେଇ ଚୟନ କମିଟିଙ୍କ ୟୁ ଟର୍ଣ୍ଣ, ଖେଳି ପାରନ୍ତି ନ୍ୟୁଜିଲାଣ୍ଡ ବିପକ୍ଷ ସିରଜ

ନୂଆଦିଲ୍ଲୀ: ଭାରତର ସିନିୟର ପେସ ବୋଲର ମହମ୍ମଦ ସାମୀଙ୍କୁ ନେଇ ବିସିସିଆଇ ଚୟନ କମିଟି ୟୁ ଟର୍ଣ୍ଣ ନେଇପାରେ । ସାମୀଙ୍କ ଫିଟନେସକୁ ନେଇ ଚୟନ କମିଟି ପକ୍ଷରୁ ବାରମ୍ବାର ପ୍ରଶ୍ନ ଉଠା ଯାଉଥିଲା । ତେବେ ସାମୀ ଫିଟ ରହିବା ସହ ଘରୋଇ କ୍ରିକେଟର ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛନ୍ତି । ବିଜୟ ହଜାରେ…

‘ବ୍ୟାଟଲ୍ ଅଫ୍ ଗାଲୱାନ୍’ ଟିଜର ରିଲିଜ୍; ଚିହିଁକିଲା ଚୀନ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଆଗାମୀ ଫିଲ୍ମ "ବ୍ୟାଟଲ୍ ଅଫ୍ ଗାଲୱାନ୍"  ଟିଜର ରିଲିଜ୍ ହେବା ପରେ ଚୀନ୍‌ରେ ହଇଚଇ ସୃଷ୍ଟି। ସେଠାକାର ସରକାର ଏଥିରେ କ୍ରୋଧ ପ୍ରକାଶ କରି  ତଥ୍ୟକୁ ବିକୃତ ଭାବରେ ଫିଲ୍ମରେ ଦର୍ଶାଯାଇଥିବା ଦାବି କରିଛି। ଏହି ଫିଲ୍ମଟି ପୂର୍ବ ଲଦାଖର ଗାଲୱାନ୍…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ: ବାଂଲାଦେଶର ମୟମନସିଂ ଜିଲ୍ଲାରେ ଏକ ଫ୍ୟାକ୍ଟ୍ରିରେ ଗୁଳି ମାଡରେ ସୋମବାର ସନ୍ଧ୍ୟାରେ ଜଣେ ୪୦ ବର୍ଷୀୟ ହିନ୍ଦୁ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି। ମୈମନସିଂର ଭାଲୁକା ଉପ-ଜିଲ୍ଲାର ମେହରାବାରି ଅଞ୍ଚଳର ସୁଲତାନା ସ୍ୱେଟର୍ସ ଲିମିଟେଡରେ ଏହି ଘଟଣା…

January 2026 Five Rare Rajyog:ଜାନୁଆରୀରେ ୫ଦୁର୍ଲଭ ରାଜଯୋଗ;ଏହି ରାଶିମାନଙ୍କ ଫିଟିବ ଭାଗ୍ୟ

ଭୁବନେଶ୍ବର: ଜ୍ୟୋତିଷ ଦୃଷ୍ଟିକୋଣରୁ ୨୦୨୬ ମସିହାର ଆରମ୍ଭ ବହୁତ ଖାସ୍ ହେବାକୁ ଯାଉଛି। ଜାନୁଆରୀ ୨୦୨୬ରେ ଗ୍ରହ ସ୍ଥିତି ଏପରି ସୃଷ୍ଟି ହେଉଛି ଯେ ସେମାନେ ଗୋଟିଏ ନୁହେଁ ପାଞ୍ଚଟି ଦୁର୍ଲଭ ଏବଂ ଶୁଭ ରାଜଯୋଗ (ଉପକାରୀ ଗ୍ରହ ମିଶ୍ରଣ) ସୃଷ୍ଟି କରିବେ। ଜାନୁୟାରୀ ୨୦୨୬ରେ ମାଲବ୍ୟ ରାଜଯୋଗ,…

ତାମିଲନାଡୁରେ ଓଡ଼ିଆଙ୍କ ମୃତ୍ୟୁ; ତଦନ୍ତ ପାଇଁ ଅଧିକାରୀଙ୍କୁ ପଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କ ଉପରେ ହୋଇଥିବା ନିର୍ମମ ଆକ୍ରମଣ ପରେ ଓଡ଼ିଶା ସରକାର ତଦନ୍ତ ପାଇଁ ଦକ୍ଷିଣ ରାଜ୍ୟରେ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି। ଏଥିସହିତ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିନ୍ତା ପ୍ରକାଶ କରିଛନ୍ତି। ତାମିଲନାଡୁରେ ଜଣେ ଓଡ଼ିଆ…

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ

ଭୁବନେଶ୍ୱର: ପିକନିକ୍ ଋତୁରେ ସଡ଼କ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ରାଜ୍ୟ ସାରା ପିକନିକ୍ ସ୍ପଟ୍‌ଗୁଡ଼ିକରେ କଡା କାର୍ଯ୍ୟାନୁଷ୍ଠାନ ନେଇ ଘୋଷଣା କରିଛି। ଏସଟିଏ ଅନୁଯାୟୀ, ସଡ଼କ ଦୁର୍ଘଟଣା ରୋକିବା ପାଇଁ ଡିସେମ୍ବର ୩୦ରୁ ୩୧ ତାରିଖ ପର୍ଯ୍ୟନ୍ତ ନିଶାସକ୍ତ…

ରଣବୀରଙ୍କ ସ୍ଥାନରେ ହ୍ରିତିକ ହୋଇ ପାରନ୍ତି ଡନ

ମୁମ୍ବାଇ: ଡନ ୩ ଫିଲ୍ମରୁ ରଣବୀର ସିଂ ଆଉଟ ହେବା ପରେ ଏବେ ଏହାର ନିର୍ଦ୍ଦେଶକ ଫରହାନ ଅଖତାର ନୂଆ ଡନ ଖୋଜା ଚାଲିଛି । ରିପୋର୍ଟ ମୁତାବକ ଫରହାନ ଇତି ମଧ୍ୟରେ ହ୍ରିତିକଙ୍କ ସହ ଯୋଗାଯୋଗ କରିଛନ୍ତି । ତେବେ ହ୍ରିତିକ ଡନ ୩ର ମୂଖ୍ୟ ଭୂମିକାରେ ଅଭିନୟ କରିବା ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା…

ଭାରତର ଜିଡିପି ଠାରୁ ଅଧିକ ସୁନା ରହିଛି ଲୋକଙ୍କ ଘରେ…

ନୂଆଦିଲ୍ଲୀ: ଭାରତ ହେଉ କିମ୍ବା ଆନ୍ତର୍ଜାତୀୟ ବଜାର ହେଉ ସବୁଠାରେ ସୁନାର ମୂଲ୍ୟ ଆକାଶ ଛୁଆଁ ହୋଇସାରିଛି। ତେବେ ଆନ୍ତର୍ଜାତିକ ସ୍ତରରେ ସୁନା ମୂଲ୍ୟ ବର୍ତ୍ତମାନ ପ୍ରତି ଆଉନ୍ସ ୪୫୦୦ ଡଲାର ଅତିକ୍ରମ କରିସାରିଛି। ବର୍ତ୍ତମାନ ଭାରତୀୟ ପରିବାରରେ ମୋଟ $୫ ଟ୍ରିଲିୟନ ମୂଲ୍ୟର ସୁନା ଗଚ୍ଛିତ…

ସଚିନଙ୍କ ବିଶ୍ୱରେକର୍ଡ ଭାଙ୍ଗିବାକୁ କୋହଲିଙ୍କୁ ଆବଶ୍ୟକ ୨୫ ରନ

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବିଶ୍ୱରେକର୍ଡ ଭାଙ୍ଗିବା ପାଇଁ ବିରାଟ କୋହଲିଙ୍କୁ ଆଉ ୨୫ ରନର ଆବଶ୍ୟକତା ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷ ଦିିନିକିଆ ସିରିଜରେ ସେ ଏହି ରେକର୍ଡ ଭାଙ୍ଗିବେ ବୋଲି ଆଶା କରାଯାଉଛି । ବିରାଟ ଆନ୍ତର୍ଜାତୀୟ କ୍ରିକେଟରେ ୨୮୦୦୦ ରନ ପୂରଣ କରିବା…

Bangladeshi Fundamentalist Groups: ଉତ୍ତର-ପୂର୍ବକୁ ଅସ୍ଥିର କରିବାର ବଡ଼ ଷଡ଼ଯନ୍ତ୍ର ପଣ୍ଡ…କୁଖ୍ୟାତ JMBର…

ନୂଆଦିଲ୍ଲୀ:ଆସାମରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜମାତ-ଉଲ-ମୁଜାହିଦ୍ଦିନ ବାଂଲାଦେଶ (JMB) ସହିତ ଜଡିତ ଏଗାର ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଆସାମର ଚାରୋଟି ଭିନ୍ନ ଭିନ୍ନ ଜିଲ୍ଲା: ବରପେଟା, ବକ୍ସା, ଚିରଙ୍ଗ ଏବଂ ଦାରାଙ୍ଗରୁ ଏହି ଗିରଫଦାରୀ କରାଯାଇଥିଲା। ରିପୋର୍ଟ ଅନୁଯାୟୀ,…