Latest Odisha News

BREAKING NEWS

ଇଭିଏମ ଏପରି ହେରଫେର ହୋଇପାରିବ, ଖୁବଶୀଘ୍ର ରହସ୍ୟ ଉନ୍ମୋଚନ କରିିବି: ସାମ୍ ପିଟ୍ରୋଡା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ପ୍ରତିଥର ଭଳି ଏଥର ମଧ୍ୟ ଇଭିଏମକୁ ନେଇ ପ୍ରଶ୍ନ ଉଠାଉଥିବା ବେଳେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ବିଶ୍ୱସ୍ତ ତଥା ଓଭରସିଜ କଂଗ୍ରେସ ସଭାପତି ସାମ୍ ପିଟ୍ରୋଡା ଇଭିଏମ୍ କୁ ନେଇ ପ୍ରଶ୍ନ ଉଠାଇବା ସହ ଖୁବ୍ ଶୀଘ୍ର ଏହାକୁ…

ହୃଦ୍ ରୋଗୀଙ୍କ ପାଇଁ ରାମବାଣ

ନୂଆଦିଲ୍ଲୀ : ଶୀତଦିନେ ଆମେ ସାଧରଣତଃ ବିଭିନ୍ନ ପ୍ରକାର ଫ୍ରେସ୍ ପନିପରିବା ଖାଇଥାଉ  । ସେଥିମଧରୁ ଏକ ପରିବା ହେଉଛି ଭେଣ୍ତି  । ଯାହାକୁ ଅଧିକାଂଶ ଲୋକେ ଖାଇବାକୁ ଭଲ ପାଆନ୍ତି। ଏହା ବଜାରରେ ଅତି ସହଜରେ ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି , ଏହି ଭେଣ୍ତି ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ…

ଇଣ୍ଡିଆ ମେଣ୍ଟରେ ସାମିଲ ହେବ ବିଏସପି ! ମୁ୍ହଁ ଖୋଲିଲେ ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ୪ର୍ଥ ବୈଠକ ପରେ ବହୁଜନ ସମାଜପାର୍ଟି ସାମିଲ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟ ଜୟନ୍ତ ଚୌଧୁରୀ ବିଏସପିକୁ ଇଣ୍ଡିଆ ମେଣ୍ଟରେ ସାମିଲ କରବା ଖବର ଉପରେ ପ୍ରତିକ୍ରିୟା ରଖିଛନ୍ତି ଏବଂ କହିଛନ୍ତି, ମେଣ୍ଟ ଦଳ…

ବଡ଼ଦିନରେ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ବଡ଼ଭିଡ଼

ପୁରୀ: ନୂଆବର୍ଷ ପାଖେଇ ଆସୁଥିବା ବେଳେ ଆଜି ବଡ଼ଦିନ। ସରକାରୀ କାର୍ଯ୍ୟାଳୟଠୁ ଆରମ୍ଭ କରି ସ୍କୁଲ କଲେଜ ଛୁଟି ରହିଥିବାରୁ ଲୋକେ ପୁରୀ ଆସି କାଳିଆ ଠାକୁରର ଆଶୀର୍ବାଦ ନେବାକୁ ଭିଡ ଜମାଇଛନ୍ତି। ୨୦୨୩କୁ ବିଦାୟ ଦେବା ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆଶୀର୍ବାଦ ନେବାକୁ ଆଗ୍ରହୀ…

ଜୟପୁରର ଏକ ସ୍କୁଲରେ ହୃଦଘାତରେ ୧୪ ବର୍ଷୀୟ ବାଳକର ମୃତ୍ୟୁ!

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଘରୋଇ ସ୍କୁଲରେ ଏକ ଦୁଃଖଦ ଘଟଣା ଘଟିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ୧୪ ବର୍ଷର ବାଳକ ଯୋଗେଶ ସିଂହ ହୃଦଘାତରେ ପ୍ରାଣ ହରାଇଛନ୍ତି। ଡିସେମ୍ବର ୧୯ ତାରିଖ ସକାଳେ ଯୋଗେଶ ନିଜ କ୍ଲାସରୁମକୁ ଯାଇଥିଲେ। କ୍ଲାସରୁମ୍ କବାଟ ନିକଟରେ ପହଞ୍ଚିବା…

ଖ୍ରୀଷ୍ଟମାସରେ ଗାଜା ଶରଣାର୍ଥୀ ଶିବିରରେ ଭୟଙ୍କର ବୋମାମାଡ: ୭୦ ମୃତ

ନୂଆଦିଲ୍ଲୀ:ଇସ୍ରାଏଲ-ହମାସ ଯୁଦ୍ଧର ୮୦ ବିତିଗଲାଣି । ଆଜି ଖ୍ରୀଷ୍ଟମାସରେ ଗାଜାରେ ଏୟାର ଷ୍ଟ୍ରାଇକ କରାଯାଇଛି ।  ଏହି ଆକ୍ରମଣରେ ଶିଶୁଙ୍କ ସମେତ ୭୦ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଗାଜା ପଟ୍ଟିରେ ଏହି ଆକ୍ରମଣ ସବୁଠାରୁ ଭୟଙ୍କର ଆକ୍ରମଣ ବୋଲି କୁହାଯାଉଛି । ରବିବାର…

ବ୍ୟାପକ ସୁରକ୍ଷା ବଳୟ ମଧ୍ୟରେ ଖ୍ରୀଷ୍ଟମାସ ଓ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ପ୍ରସ୍ତୁତ ଭୁବନେଶ୍ବର

ଭୁବନେଶ୍ୱର: ଖ୍ରୀଷ୍ଟମାସ ଓ ଜିରୋ ନାଇଟ୍ ସେଲିବ୍ରେସନକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କମିଶନରେଟ୍ ପୁଲିସ ପକ୍ଷରୁ ସହରବାସୀଙ୍କ ସୁରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ…

ଟ୍ରାଫିକରେ ରୁନ୍ଧି ହୋଇଗଲେ ଲୋକେ, ଗାଡ଼ି ଧୂଆଁ ଭିତରେ ତିନି ଘଣ୍ଟା ଛିଡ଼ା ହେଲେ ଲୋକେ

ବେଙ୍ଗାଲୁରୁ: ଖ୍ରୀଷ୍ଟମାସ ସାଙ୍ଗକୁ ରବିବାର ଭାବିପାରୁଥିବେ ସହର ମଝିରେ ହେଉ ଅବା ଜାତୀୟ ରାଜପଥର ଦୃଶ୍ୟ କେମିତି ଥିବ ଅନୁମାନ କରିପାରୁଥିବେ। ଯାହ ଦେଖିବାକୁ ମିଳିଥିଲା ଦେଶର ଆଇଟି ସିଟି ବେଙ୍ଗାଲୁର ରାସ୍ତାରେ।  ଏସିଆର ଫିନିକ୍ସ ମଲରେ ଲୋକେ ଭିଡ଼ ଜମାଉଥିବା ବେଳେ ୧୦୦ ଫୁଟ ଉଚ୍ଚତାରେ ଠିଆ…

ସ୍ବାସ୍ଥ୍ୟ ବୀମାର ସୁବିଧା ପାଇବାକୁ ହସ୍ପିଟାଲରେ ୨୪ ଘଣ୍ଟା ରହିବା ନିତାନ୍ତ ଜରୁରୀ କି?

ନୂଆଦିଲ୍ଲୀ: ଜାତୀୟ ଉପଭୋକ୍ତା ଆୟୋଗ ବୀମା କଭରେଜ୍ ପାଇଁ ସର୍ବନିମ୍ନ ୨୪ ଘଣ୍ଟିଆ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତାକୁ ନେଇ ଚିନ୍ତା ପ୍ରକଟ କରିଥିବାରୁ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଏଥିରେ ହସ୍ତକ୍ଷେପ କରିଛି। ଡାକ୍ତରୀ ଜ୍ଞାନକୌଶଳର ଉନ୍ନତି ଯୋଗୁଁ କିଛି ଘଣ୍ଟା ମଧ୍ୟରେ ଅନେକ…

ଖ୍ରୀଷ୍ଟମାସ ମଧ୍ୟ ରାତ୍ରିରେ ଯୀଶୁଙ୍କ ଆଗମନକୁ କ୍ୟାରୋଲ୍ ଏବଂ ଲୋକଙ୍କ ଗହଳିରେ ସ୍ୱାଗତ

ଭୁବନେଶ୍ୱର: ବିଶ୍ୱବ୍ୟାପୀ ଖ୍ରୀଷ୍ଟିଆନମାନଙ୍କ ପାଇଁ ଅତ୍ୟନ୍ତ ଧାର୍ମିକ ମହତ୍ତ୍ୱର ପର୍ବ ଖ୍ରୀଷ୍ଟମାସ ଯୀଶୁଙ୍କ ଅବତାରକୁ ସ୍ମରଣ କରେ। ଯାହା ପରମେଶ୍ୱରଙ୍କ ପ୍ରେମ ଏବଂ ମୁକ୍ତିକୁ ସୂଚିତ କରେ । ତଥାପି ଏହା ଧାର୍ମିକ ସୀମା ଅତିକ୍ରମ କରି ସୁଖ, ଉଦାରତା ଏବଂ ଦାନ କାର୍ଯ୍ୟ ଦ୍ୱାରା ପରିଚିତ ଏକ…