Latest Odisha News

ରାଜଧାନୀରେ ପୁଣି କଳା କାଚ ଧରପଗଡ, ନିୟମ ନମାନିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

ଭୁବନେଶ୍ବର: ରାଜଧାନୀକୁ ପୁଣି ଫେରିଲା କଳା କାଚ ଚେକିଂ ଅଭିଯାନ । ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ କମିଶନରେଟ୍ ପୋଲିସ ପକ୍ଷରୁ ଚେକିଂକୁ କଡ଼ାକଡ଼ି କରାଯାଇଛି । ଟ୍ରାଫିକ ପୋଲିସ ଓ ଆରଟିଓ ପକ୍ଷରୁ ହେଲା ଜଏଣ୍ଟ ରେଡ୍ । ଗାଡ଼ି ଅଟକାଇ କଳା ଜରି ବାହାର କଲେ ପୋଲିସ ବାବୁ । ପୋଲିସ…

ପୁରୀ ବେଳାଭୂମିରେ ଶହ ଶହ ଜେଲିଫିସ୍; ଦୁର୍ଗନ୍ଧରେ ଫାଟି ପଡୁଛି ଅଞ୍ଚଳ, ଅସନ୍ତୋଷ ପର୍ଯ୍ୟଟକ

ପୁରୀ: ପୁରୀ ବେଳାଭୂମିରେ ପଡ଼ିଛନ୍ତି ଶହ ଶହ ଜେଲିଫିସ୍ । ଦିଗବାରେଣୀ ଛକ ବେଳାଭୂମିରେ ଭାସୁଛନ୍ତି ଶହ ଶହ ସଂଖ୍ୟାରେ ଜେଲି ଫିସ । ଏହା ବିଷାକ୍ତ ହୋଇଥିବାରୁ ସମୁଦ୍ରରେ ଗାଧୋଉଥିବା ପର୍ଯ୍ୟଟକଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । ଏହାକୁ ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପର୍ଯ୍ୟଟକ । ତେଣୁ…

କ୍ୟାପଟେନ କୁଲ ଧୋନି ଫୁଣି ଫେରିଲେ ପୂରୁଣା ଅନନ୍ଦାଜରେ

ନୂଆଦିଲ୍ଲୀ: ଗତ ସୋମବାର ଆଇପିଏଲରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ୍-କୋଲକାତା ନାଇଟ୍ ରାଇଡର୍ସ । ଚେନ୍ନାଇ  କେକେଆରକୁ ୭ ୱିକେଟ୍ ରେ ପରାସ୍ତ କରିଥିଲା । ଲଗାତାର ଦୁଇଟି ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗସ୍ ଗତ କାଲି ଟୁର୍ନାମେଣ୍ଟରେ ଜିତିଛି । କୋଲକାତା ନାଇଟ ରାଇଡର୍ସ…

ରବୀନ୍ଦ୍ର ଜାଡେଜାଙ୍କୁ ମିଳିଲା ନୂଆ ନାମ

ଚେନ୍ନାଇ: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଯେତେବେଳେ ବି ଅସୁବିଧାରେ ପଡିଛି ରବୀନ୍ଦ୍ର ଜାଡେଜା ସଙ୍କୋଟମୋଚକ ସାଜିଛନ୍ତି । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ସେ ଦଳକୁ ବିଜୟୀ କରାଇଛନ୍ତି । ସୋମବାର କେକେଆର ବିପକ୍ଷ ମୁକାବିଲାରେ ସେ ୩ଟି ୱିକେଟ ନେଇ ଦଳକୁ ସୁବିଧାଜନକ ସ୍ଥିତିରେ…

ରାଜମୌଲିଙ୍କ ଫିଲ୍ମରେ ନଜର ଆସିବେ ଦଙ୍ଗଲ ହିରୋ

ମୁମ୍ବାଇ: ଦଙ୍ଗଲ ହିରୋ ଏବେ  ବଡ ପରଦାରୁ ଦୂରରେ ଅଛନ୍ତି । ଅମୀର ଖାନ୍ ଲାଲ ସିଂ ଚଢା ଫିଲ୍ମ ଫ୍ଲପ୍ ହେବା ପରଠାରୁ  ଏପର୍ଯ୍ୟନ୍ତ କୌଣସି ଫିଲ୍ମରେ ସାଇନ୍ କରିନାହାଁନ୍ତି । କିନ୍ତୁ ବର୍ତ୍ତମାନ ଯାହା  ଖବର ରହିଛି,  ଅମୀର ଖାନ ପ୍ରତିଷ୍ଠିତ ନିର୍ଦ୍ଦେଶକ ଏସ.ଏସ୍ ରାଜମୌଲିଙ୍କ ଆଗାମୀ…

ଗନ୍ଧମାର୍ଦ୍ଦନ ପର୍ବତରେ ସୁରକ୍ଷାକର୍ମୀ-ମାଓ ମୁହାମୁହିଁ, ଗୁଳି ବିନିମୟ ଜାରି

ବରଗଡ଼: ପୁଣି ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ । ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ ଓ ମାଓ ଗୁଳିବିନିମୟ । ଗତକାଲି ବିଳମ୍ବିତ ରାତିରୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଏହି ଅଞ୍ଚଳରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ମାଓବାଦୀ । ସୂଚନା ମୁତାବକ,…

ବାଲୁକା କଳାରେ ହିନ୍ଦୁ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ହିନ୍ଦୁ ନବ ବର୍ଷ ତଥା ରାଷ୍ଟ୍ରୀୟ ନବ ବର୍ଷ । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା ଚିତ୍ର କଳା ମାଧ୍ୟମରେ ଦେଶବାସୀ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବେଳାଭୂମିରେ ବାଲୁକା ଚିତ୍ର କଳା ରେ…

ଆହତ ଅବସ୍ଥାରେ ପଡିରହିଥିବା ହରିଣକୁ ଉଦ୍ଧାର କଲା ବନ ବିଭାଗ, ଗୋଡ ଓ ମୁଣ୍ଡରେ ଲାଗିଛି ଆଘାତ

ବରଗଡ: ଆହତ ଅବସ୍ଥାରେ ପଡିରହିଥିବା ଜଙ୍ଗଲି ହରିଣକୁ ଉଦ୍ଧାର କଲା ବରଗଡ ବନଖଣ୍ଡ ବିଭାଗ । ବରଗଡ ଜିଲ୍ଲା ଡେବ୍ରିଗଡ ଜଙ୍ଗଲରୁ ପାଣି ଅନୁସନ୍ଧାନରେ ଜଙ୍ଗଲ ବାହାରୁ ବରଗଡ ସହରକୁ ଚାଲିଆସିଥିବା ବେଳେ ଗାଡି ଧକ୍କାରେ ଆହତ ହୋଇ ଜାତୀୟ ରାଜପଥ ନିକଟରେ ପଡିରହିଥିଲା ହରିଣଟି । ଏନେଇ ସ୍ଥାନୀୟ…

ଆଜିଠୁ ମା’ ତାରିଣୀଙ୍କ ଚଇତି ପର୍ବ; ଚଳଚଞ୍ଚଳ ଘଟଗାଁ, ଛୁଟୁଛି ଭକ୍ତଙ୍କ ସୁଅ

କେନ୍ଦୁଝର: ଆଜିଠୁ କେନ୍ଦୁଝରସ୍ଥିତ ମା’ ତାରିଣୀଙ୍କ ପୀଠରେ ଚଇତି ପର୍ବ ଆରମ୍ଭ । ଚଇତି ପର୍ବ ଦିନ ମା’ଙ୍କ ଆବିର୍ଭାବ ହୋଇଥିଲା । ମା’ଙ୍କ ଜନ୍ମ ବାର୍ଷିକୀକୁ ବଡ ଧୁମଧାମରେ ଆଜିଠୁ ବିଷୁବ ପଣା ସଂକ୍ରାନ୍ତି ଯାଏ ପାଳନ କରାଯାଇଥାଏ । ଏହି ସମୟରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା…

ବିଜେଡି ଛାଡିଲେ ନୂଆପଡା ଜିଲ୍ଲା ଯୁବ ବିଜେଡି ସଭାପତି

ନୂଆପଡା: ବିଜେଡି ଛାଡିଲେ ନୂଆପଡା ଜିଲ୍ଲା ବିଜୁ ଜନତା ଦଳର ସଭାପତି ହରିଶ୍ଚନ୍ଦ୍ର ପଣ୍ଡା । ସେ ନିଜ ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବାନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏନେଇ ନିଜେ ହରିଶ୍ଚନ୍ଦ୍ର ସୋସିଆଲ…