Latest Odisha News

BREAKING NEWS

ଇନଷ୍ଟାଗ୍ରାମରେ ଯୁବତୀଙ୍କୁ ପ୍ରେମ ନିବେଦନ କରି ଟଙ୍କା ଲୁଟିବା ଅଭିଯୋଗରେ ଯୁବକ ଗିରଫ

ରାଉରକେଲା: ଇନଷ୍ଟାଗ୍ରାମରେ ଯୁବତୀଙ୍କୁ ପ୍ରେମ ନିବେଦନ କରି ଟଙ୍କା ଲୁଟିବା ଅଭିଯୋଗରେ ଜଣେ ଯୁବକ ଗିରଫ। ସୋମବାର ରାଉରକେଲା ରେଳ ଷ୍ଟେସନରୁ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି। ଉକ୍ତ ଯୁବକ ତେଲେଙ୍ଗାନାର ବାସିନ୍ଦା ହୋଇଥିବା ବେଳେ ଅଭିଯୁକ୍ତ ଜଣକ କଦମ ସଦାସିବ ବୋଲି ଜଣାପଡିଛି।…

ଆଦିବାସୀଙ୍କୁ ସେମାନଙ୍କ ହକ୍ ମିଳିବା ଦରକାର: ରାହୁଲ ଗାନ୍ଧୀ

ଭୋପାଲ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜି ମଧ୍ୟପ୍ରଦେଶର ସେଓନିରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ କହିଛନ୍ତି ଯେ, ଆଦିବାସୀଙ୍କୁ ସେମାନଙ୍କ ସ୍ଵାଧିନତା ମିଳିବା ନିହାତି ଆବଶ୍ୟକ । ପହଞ୍ଚିଥିଲେ ଅର୍ଥାତ୍ 8 ଏପ୍ରିଲରେ। ସେ କହିଛନ୍ତି ଯେ ଆଦିବାସୀ ଏକ ବିଚାରଧାର ।…

ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ଅଧିକ, କଂଗ୍ରେସ ଜାରି କଲା ତଥ୍ୟ

ନୂଆଦିଲ୍ଲୀ: ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ଏହାରି ଭିତରେ ସୋସିଆଲ ମିଡିଆରେ ରାଜନୈତିକ ଦଳ ମଧ୍ୟରେ ବାକ୍ ଯୁଦ୍ଧ ମଧ୍ୟ ଚାଲିଛି। ସୋସିଆଲ ମିଡିଆରେ ଲୋକପ୍ରିୟତା ସମ୍ପର୍କରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଚାଲିଛି ତଥ୍ୟଯୁଦ୍ଧ। ଏହି ସମୟରେ କଂଗ୍ରେସର…

ସୋ-କଜ୍ ନୋଟିସର ଉତ୍ତର ଦେଲେ ସୁର, କହିଲେ ମୁଁ ଗୋଟା ପଣେ କଂଗ୍ରେସର

ଭୁବନେଶ୍ଵର: ମୁଁ ଗୋଟା ପଣେ କଂଗ୍ରେସର, ମଲା ପର୍ଯ୍ୟନ୍ତ ବି କଂଗ୍ରେସରେ ରହିବି । କଂଗ୍ରେସ ତରଫରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଛନ୍ତି ବିଧାୟକ ସୁର ରାଉତରାୟ । ସୁର କହିଛନ୍ତି ଯେ, ମୁଁ କୌଣସି ଦଳ ପାଇଁ ପ୍ରଚାର କରିନାହିଁ । କୌଣସି ଦଳର ରାଲି କିମ୍ବା ସଭାକୁ ମଧ୍ୟ…

‘କ୍ଷମତାକୁ ଆସିଲେ ଲୋକଙ୍କୁ କମ୍ ଦାମରେ ଦେବି କ୍ୱାଲିଟି ମଦ’

ବିଶାଖାପାଟନମ୍: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ । ସରଗରମ ହେଲାଣି ରାଜନୈତିକ ମାହୋଲ । ଆରମ୍ଭ ହୋଇଗଲାଣି ରାଜନୈତିକ କସରତ । ନେତା ମନ୍ତ୍ରୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପନ୍ଥା ଆପଣଉଛନ୍ତି । ଏହାରି ଭିତରେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ…

ଭୋଟ୍ ପାଇଁ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ, ନିର୍ବାଚନରେ ଭୋଟ ଦେବାକୁ ବାପା-ମା’ଙ୍କୁ ଚିଠି ଜରିଆରେ କଲେ ନିବେଦନ

ମାଲକାନଗିରି: ଲୋକସଭା ଓ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଭୋଟ୍ ପାଇଁ ଅଭିନବ ପ୍ରୟାସ। ଭୋଟ୍ ପାଇଁ ପିଲାଙ୍କ ଅପିଲ। ନିର୍ବାଚନରେ ଭାଗ ନେବା ପାଇଁ ପତ୍ର ମାଧ୍ୟମରେ ବାପା-ମାଆଙ୍କୁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ । ମାଲକାନଗିରି ଜିଲ୍ଲାର ଜବାହାର ନବୋଦୟ ବିଦ୍ୟାଲୟାର ଛାତ୍ରମାନେ…

‘ହିନ୍ଦୁଙ୍କୁ ହତ୍ୟା କରିବାକୁ ତାଲିକା ପ୍ରସ୍ତୁତ କରୁଥିବା ପିଏଫଆଇକୁ ସମର୍ଥନ କରୁଛନ୍ତି ରାହୁଲ’

ନୂଆଦିଲ୍ଲୀ: ଦେଶରେ ଏପ୍ରିଲ ୧୯ ତାରିଖରୁ ଜୁନ୍ ୧ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଦେଶର ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଆରମ୍ଭ ହୋଇଯାଇଛି ନିର୍ବାଚନୀ ପ୍ରଚାର । ଏହା ଭିତରେ ଦଳୀୟ ପ୍ରାର୍ଥୀ ପାଇଁ ଭୋଟ ଭିକ୍ଷା କରିବା ସହ ପ୍ରଚାର ମୈଦାନରୁ କାଦୁଅ…

ବିଜେଡିରେ ମିଶିଲେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଜନପ୍ରତିନିଧି

ଭୁବନେଶ୍ବର: ବିଜେଡିରେ ମିଶିଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଭାଗିରଥୀ ମଲ୍ଲିକ । ସେ ପେସାରେ ଜଣେ ଓକିଲ । ଶତାଧିକ ଲୋକଙ୍କ ସହ ଭାଗିରଥୀ ଆଜି ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା, ବିରୋଧି ଆବେଦନକାରୀଙ୍କୁ ଝଟକା

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧିଙ୍କୁ ଲାଗିଲା ବଡ ଝଟକା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ କରାଯାଇଥିବା ଦାବିକୁ ନେଇ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ । ହାଇକୋର୍ଟ କହିଛନ୍ତି ଯେ, ଏସବୁ ନିର୍ବାଚନୀ ପ୍ରଚାର ପାଇଁ…

ଇଡିରେ ପହଞ୍ଚିଲେ ଆପ୍ ନେତା ଦୁର୍ଗେଶ ପାଠକ, ସେପଟେ କେଜ୍ରିଓ୍ବାଲଙ୍କ ସଚିବ ବିଭବଙ୍କୁ ଚାଲିଛି ଜେରା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନିତୀ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଆମ୍ ଆଦମୀ ପାର୍ଟି (ଆପ୍) ନେତା ଦୁର୍ଗେଶ ପାଠକଙ୍କ ନିକଟକୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ସମନ ପାଇବା ପରେ ଦୁର୍ଗେଶ ଇଡିରେ ପହଞ୍ଚିଥିବାବେଳେ, ଏବେ ତାଙ୍କୁ ପଚରାଉଚରା ଜାରି ରହିଛି ।…