ପ୍ରାର୍ଥୀ ହେବାପରେ କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ବିଶାଳ ରୋଡ ଶୋ, କହିଲେ ୪୦୦ରୁ ଅଧିକ ଆସନ ଜିତିବ ଦଳ
କେନ୍ଦ୍ରାପଡା: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୨୦୨୪ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ୪୦୦ରୁ ଅଧିକ ଆସନ ହାସଲ କରିବା ନେଇ ଆଶାବାଦୀ ଅଛନ୍ତି।
ଭଗବାନ ବଳଦେବ ଜୀଉଙ୍କ ଆଶୀର୍ବାଦ ନେଇ କେନ୍ଦ୍ରାପଡ଼ାରେ ଏକ ଭବ୍ୟ ରୋଡ୍ ସୋ'…