ଆଉ ଚାଲିବନି ପେଟ୍ରୋଲ-ଡିଜେଲ୍ ଗାଡ଼ି: ନୀତିନ ଗଡ଼କରୀ
ନୂଆଦିଲ୍ଲୀ: ଦେଶରୁ ମୁକ୍ତ ହେବ ପେଟ୍ରୋଲ ଏବଂ ଡିଜେଲ ଗାଡ଼ି। ଏନେଇ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ପ୍ରତିଶ୍ରୁତି ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲରେ ଚାଲୁଥିବା ଗାଡିରୁ ଭାରତ ମୁକ୍ତ ହୋଇପାରିବ କି ନାହିଁ, ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଏହା ଶତପ୍ରତିଶତ ସମ୍ଭବ।…