Latest Odisha News

BREAKING NEWS

ବିଜେଡିରୁ ଇସ୍ତଫା ଦେଲେ ସନ୍ଧ୍ୟାବତୀ ପ୍ରଧାନ, କହିଲେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଁଚିପାରୁନି ତାଙ୍କ ବାର୍ତ୍ତା

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସ୍ ସିପିସିଆର)ର ପୂର୍ବତନ ଅଧ୍ୟକ୍ଷା ତଥା ବରିଷ୍ଠ ନେତା ସନ୍ଧ୍ୟାବତୀ ପ୍ରଧାନ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଇସ୍ତଫା ପତ୍ରରେ…

ପଶ୍ଚିମବଙ୍ଗ ଓ ଛତିଶଗଡ଼ ସହ ଆନ୍ତଃରାଜ୍ୟ ସୀମା ସହଯୋଗ ବୈଠକ: ତିନି ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଅନୁରୋଧ

ଭୁବନେଶ୍ୱର: ଅବକାରୀ କମିଶନର, ଓଡ଼ିଶା ନରସିଂହ ଭୋଳ ଆଜି ପଶ୍ଚିମବଙ୍ଗ ଓ ଛତିଶଗଡ଼ ସହ ଆନ୍ତଃରାଜ୍ୟ ସୀମା ସହଯୋଗ ବୈଠକ କରିଛନ୍ତି। ଏହି ବୈଠକରେ ପଶ୍ଚିମବଙ୍ଗର ଅବକାରୀ କମିଶନର ଶ୍ରୀ କୌଶିକ ଭଟ୍ଟାଚାର୍ଯ୍ୟ, ଛତିଶଗଡ଼ର ଅବକାରୀ ସଚିବ ତଥା କମିଶନର ଶ୍ରୀମତୀ ଆର ସଙ୍ଗୀତା ଯୋଗ ଦେଇଥିଲେ ।…

ସୁରକ୍ଷା ଯୋଗାଇବାକୁ ମନା କଲା କୋଲକାତା ପୋଲିସ: କେକେଆର-ରାଜସ୍ଥାନ ମ୍ୟାଚ ଘୁଂଚିପାରେ

କୋଲକାତା: ସୁରକ୍ଷା ଦୃଷ୍ଟିକୋଣରୁ ଚଳିତ ଆଇପିଏଲରେ ଏପ୍ରିଲ ୧୭ରେ ହେବାକୁ ଥିବା କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚ କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇପାରେ । ଅବଶ୍ୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ରାମନବମୀକୁ ଆଖି ଆଗରେ ରଖି ସ୍ଥାନୀୟ ପୋଲିସ…

ଆଇପିଏଲ ଅଧାରୁ ନାମ ବଦଳାଇଲେ ବଟଲର

ନୂଆଦିଲ୍ଲୀ: ଇଂଲଣ୍ଡର ଷ୍ଟାର ଖେଳାଳି ତଥା ଦିନିକିଆ ଓ ଟି୨୦ର ଅଧିନାୟକ ଜୋସ ବଟଲର ତାଙ୍କ ନାମ ବଦଳାଇ ଦେଇଛନ୍ତି । ଚଳିତ ଆଇପିଏଲ ଅଧାରୁ ସେ ବିଧିବଦ୍ଧ ଭାବେ ଏ ନେଇ ଘୋଷଣା କରିଛନ୍ତି । ମୋ ନାମ ସର୍ବଦା ଭୁଲ ଉଚ୍ଚାରଣ ହୋଇ ଆସୁଥିଲା । ଶେଷରେ ଏହାକୁ ଅଫିସିଆଲ ଭାବେ ବଦଳାଇବାକୁ ନିଷ୍ପତି…

ବିସିସିଆଇ ହଠାତ ସମସ୍ତ ଆଇପିଏଲ ଫ୍ରାଂଚାଇଜଙ୍କୁ ବୈଠକ ପାଇଁ ଡକାଇଲା

ମୁମ୍ବାଇ: ଆଇପିଏଲ ୨୦୨୪ ସଂସ୍କରଣରେ ୧୩ଟି ମୁକାବିଲା ଖେଳାଯିବା ପରେ ହଠାତ ବିସିସିଆଇ ଟୁର୍ଣ୍ଣାମେଂଟର ସମସ୍ତ ଫ୍ରାଂଚାଇଜଙ୍କୁ ବୈଠକ ପାଇଁ ଡକାଇଛି । ଏପ୍ରିଲ ୧୬ରେ ଏହି ବୈଠକ ଅହମ୍ମଦାବାଦରେ ଆୟୋଜିତ ହେବ । ସେଦିନ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟାନ୍ସ…

ଜ୍ଞାନବାପି ମସଜିଦର ବ୍ୟାସ ବେସମେଣ୍ଟରେ ଜାରି ରହିବ ପୂଜାର୍ଚ୍ଚନା: ସୁପ୍ରିମକୋର୍ଟ

ଲକ୍ଷ୍ନୌ: ଜ୍ଞାନବାପି ମସଜିଦର ବ୍ୟାସ ବେସମେଣ୍ଟରେ ହିନ୍ଦୁମାନଙ୍କର ପୂଜା କରିବାକୁ ବିରୋଧରେ ମସଜିଦ୍ କମିଟିର ଆବେଦନକୁ ଖାରଜ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ମାନ୍ୟବର ସୁପ୍ରିମ୍ କୋର୍ଟ ଜ୍ଞାନବାପିର ବ୍ୟାସ ବେସମେଣ୍ଟରେ ଜାରି ରହିଥିବା ପୂଜା ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା…

ଓଡ଼ିଶା ଦିବସ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ସମ୍ପର୍କିତ ଫଟୋ ଚିତ୍ର ପ୍ରଦର୍ଶନୀ ସ୍ଥାନୀୟ ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ଉଦଘାଟିତ ହୋଇଯାଇଛି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ…

ଉତ୍କଳ ଦିବସ ଅବସରରେ ରମ୍ଭା ପ୍ୟାଲେସର ନବୀକୃତ ରୂପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରୂପାନ୍ତରିକରଣ ହେଲା ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ରାଜବାଟୀ ରମ୍ଭା ରାଜପ୍ରସାଦ। ଉତ୍କଳ ଦିବସ ଅବସରରେ ରମ୍ଭା ପ୍ୟାଲେସର ନବୀକୃତ ରୂପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଞ୍ଜାମ ଜିଲ୍ଲାର ଏହି ପ୍ରାସାଦରେ ହିଁ ‘ଉତ୍କଳ ସମ୍ମିଳନୀ ’ର ପ୍ରଥମ ଅଧିବେଶନ ଅନୁଷ୍ଠିତ…

ଆରବିଆଇର ୯୦ତମ ଜନ୍ମଦିନରେ ଜାରିହେଲା ୯୦ ଟଙ୍କିଆ କଏନ୍

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ୯୦ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସ୍ୱତନ୍ତ୍ର କଏନ୍‌ ବା ମୁଦ୍ରା ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦ ଟଙ୍କିଆ କଏନ ଉନ୍ମୋଚନ କରିଛନ୍ତି । ୯୯.୯୯% ଶୁଦ୍ଧ ରୂପାରେ…

ଏସବିଆଇ ଗ୍ରାହକଙ୍କୁ ବଡ ଝଟକା, କାମ କରୁନି ଏସବିଆଇ ୟୁପିଆଇ ସର୍ଭିସ

ନୂଆଦିଲ୍ଲୀ: ଏସବିଆଇ ଗ୍ରାହକଙ୍କୁ ବଡ ଝଟକା । କାମ କରୁନି ଏସବିଆଇ ୟୁପିଆଇ ସର୍ଭିସ । ଷ୍ଟେଟ ବ୍ୟାଙ୍କର ବିଭିନ୍ନ ଡିଜିଟାଲ ସେବା ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାହକ । ଯାହା ଫଳରେ ବ୍ୟାଙ୍କର କୋଟି କୋଟି ଗ୍ରାହକ ଅନଲାଇନ ଟ୍ରାଞ୍ଜାକ୍ସନ କରି ପାରୁନାହାନ୍ତି । ଏ ନେଇ…