Latest Odisha News

BREAKING NEWS

ଏସବିଆଇ ଗ୍ରାହକଙ୍କୁ ବଡ ଝଟକା, କାମ କରୁନି ଏସବିଆଇ ୟୁପିଆଇ ସର୍ଭିସ

ନୂଆଦିଲ୍ଲୀ: ଏସବିଆଇ ଗ୍ରାହକଙ୍କୁ ବଡ ଝଟକା । କାମ କରୁନି ଏସବିଆଇ ୟୁପିଆଇ ସର୍ଭିସ । ଷ୍ଟେଟ ବ୍ୟାଙ୍କର ବିଭିନ୍ନ ଡିଜିଟାଲ ସେବା ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାହକ । ଯାହା ଫଳରେ ବ୍ୟାଙ୍କର କୋଟି କୋଟି ଗ୍ରାହକ ଅନଲାଇନ ଟ୍ରାଞ୍ଜାକ୍ସନ କରି ପାରୁନାହାନ୍ତି । ଏ ନେଇ…

ବିଜେପିରେ ମିଶିଲେ ଅନୁଭବ ମହାନ୍ତି, ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଶିବିରରେ ହେଲେ ସାମିଲ

ଭୁବନେଶ୍ୱର: ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଲେ ସାଂସଦ ଅନୁଭବ ମହାନ୍ତି। ୨ଦିନ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି। କିଛି ମାସ ହେଲା ବିଜେଡିର ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ। ପ୍ରଧାନମନ୍ତ୍ରୀ…

ତିହାର ଜେଲରେ କେଜ୍ରିୱାଲଙ୍କ ଡିମାଣ୍ଡ, ଜେଲ୍‌ରେ ମିଳିବ ଏହିସବୁ ସୁବିଧା !

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଜି ବି ରାଉଜ ଆଭେନ୍ୟୁ କୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି । ଇଡିର ରିମାଣ୍ଡ ଅବଧି ଶେଷ ହେବା ପରେ ଆସନ୍ତା ୧୫ ଏପ୍ରିଲ ପର୍ଯ୍ୟନ୍ତ ଜେଲରେ ରହିବାକୁ କୋର୍ଟ ନିର୍ଦ୍ଦେଶ…

“ଯେଉଁମାନେ ଏଥିରେ ନାଚୁଛନ୍ତି ସେମାନେ ଅନୁତାପ କରିବେ”: ନିର୍ବାଚନ ବଣ୍ଡ ତଥ୍ୟକୁ ନେଇ ଏପରି କହିଲେ ପିଏମ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ବଣ୍ଡ ତଥ୍ୟ ଦ୍ଵାରା ତାଙ୍କ ସରକାରଙ୍କୁ ଝଟକା ଲାଗିବା କଥାକୁ ଖାରଜ କରି କହିଛନ୍ତି ଯେ, କୌଣସି ବି ପ୍ରଣାଳି ସମ୍ପୁର୍ଣ୍ଣ ସଠିକ ନୁହେଁ ଏବଂ ଭୁଲ ଧାରଣାକୁ ଦୁର କରାଯିବା ଉଚିତ । ସେ ଏହା ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଏହି…

ଫଟୋ ପରିଚୟପତ୍ର ଦେଖାଇ ଭୋଟ ଦେଇପାରିବେ ଭୋଟର

ଭୁବନେଶ୍ୱର: ଭାରତରେ ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ଭୋଟର ତାଲିକାରେ ନାମ ପଞ୍ଜିକରଣ ହୋଇଥିଲେ ଭୋଟର ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟର ଫଟୋ ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ । ଯଦି ଭୋଟର ଫଟୋ ପରିଚୟ ପତ୍ର ଦେଖାଇବାକୁ ସମର୍ଥ ନହେବେ ତେବେ ଆଧାର କାର୍ଡ, ମହାତ୍ମା ଗାନ୍ଧୀ ଜାତୀୟ…

ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ସକାଳୁଆ ହେଲା ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: ଚଳିତ ବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟ ସମୟକୁ ପରିବର୍ତ୍ତନ କରାଯାଇଛି । ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ନିମନ୍ତେ ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟସମୟକୁ ସକାଳ ୭ଟା ରୁ ୧୧ ଟା ୩୦ ଯାଏ ଧାର୍ଯ୍ୟ କରାଯାଇଛି । ଏନେଇ ମହିଳା…

ଆୟକର ଟିକସ ମାମଲାରେ କଂଗ୍ରେସକୁ ଗୁଡ ନ୍ୟୁଜ୍, ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ନିଆଯିବନି କୌଣସି ଆକ୍ସନ

ନୂଆଦିଲ୍ଲୀ: ଇନକମ୍ ଟ୍ୟାକ୍ସକୁ ନେଇ ସମସ୍ୟାରେ ଥିବା କଂଗ୍ରେସକୁ ମିଳିଛି ଗୁଡ ନ୍ୟୁଜ । ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଏହି ମାମଲାରେ ନିଆଯିବନି କୌଣସି ଆକ୍ସନ। ଏହି ପ୍ରସଙ୍ଗରେ କେନ୍ଦ୍ର ଆଜି ସୁପ୍ରିମକୋର୍ଟଙ୍କୁ କହିଛି ଯେ, ଲୋକସଭା ନିର୍ବାଚନ ଶେଷ ନ ହେବା ପର୍ଯ୍ୟନ୍ତ ଆୟକର ବିଭାଗ…

ଆସାମରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼; ଡଙ୍ଗା ବୁଡି ୩ ମୃତ

ଗୌହାଟି: ରବିବାର ଆସାମର ଗ୍ବାହାଟି ଏବଂ ଜୋରହାଟରେ ଝଡ଼ ଏବଂ ପ୍ରବଳ ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି । ଘୂର୍ଣ୍ଣିଝଡ଼ କାରଣରୁ ବ୍ରହ୍ମପୁତ୍ର ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡିଯିବା କାରଣରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡିଛି । ଅନ୍ୟ ୨୦ ଜଣ…

ଆଜି ବିଜେପିରେ ସାମିଲ ହୋଇପାରନ୍ତି ସାଂସଦ ଅନୁଭବ !

ଭୁବନେଶ୍ବର: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତକ ଚର୍ଚ୍ଚା ସେତିକି ଜୋରଦାର ଚାଲିଛି। ବର୍ତ୍ତମାନ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ରାଜନୈତିକ ପଦକ୍ଷେପକୁ ନେଇ ଚର୍ଚ୍ଚା ଚାଲିଛି। ବିଜୁ ଜନତା ଦଳରୁ ଇସ୍ତଫା ଦେଇ ସାରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଏବେ…

ରାମଲାଲାଙ୍କୁ ଦର୍ଶନ କରିବାକୁ ଆସୁଥିଲେ ସାଙ୍ଗରେ ଆଣନ୍ତୁ ଛତୁଆ: ମନ୍ଦିର ଟ୍ରଷ୍ଟ

ଲକ୍ଷ୍ନୌ: ୨୨ ଜାନୁଆରୀରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରଠାରୁ ରାଜ୍ୟକୁ ଲଗାତର ଭାବରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ପ୍ରତିଦିନ ଦେଢ ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରୁଛନ୍ତି । କିନ୍ତୁ ପବିତ୍ର ରାମ ନବମୀ ଦିନ ମନ୍ଦିରରେ ଭକ୍ତଙ୍କ ସଂଖ୍ୟାରେ ବହୁ…