ଥାଇଲ୍ୟାଣ୍ଡରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ କଲେ ଗୁହାରି
ଭୁବନେଶ୍ବର: ଥାଇଲ୍ୟାଣ୍ଡରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଏବଂ ଭଦ୍ରକ ଜିଲ୍ଲାର ଚାନ୍ଦବାଲିର ଛଅ ଜଣ ଶ୍ରମିକ ଫସି ରହିଛନ୍ତି। ଆଉ ଏବେ ସେମାନଙ୍କୁ ସୁରକ୍ଷିତ ଭାବରେ ଓଡ଼ିଶା ଫେରାଇ ଆଣିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଏକ ପ୍ଲାଏଉଡ୍ କାରଖାନାରେ ପ୍ରତ୍ୟେକଙ୍କୁ ୨୫,୦୦୦…