ଅଧିନାୟକ ପଦରୁ ଓହରିବା ପରେ ଅଧିକ ଆକ୍ରମଣାତ୍ମକ ହୋଇ ପଡିଛନ୍ତି କୋହଲି
ଦିନିକିଆ କ୍ରିକେଟରେ ବିରାଟ କୋହଲି ପୂନର୍ବାର ନିଜକୁ କିଙ୍ଗ ଭାବେ ସାବ୍ୟସ୍ତ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ କ୍ରମାଗତ ୨ଟି ଶତକ ହାସଲ କରି ସେ ଜବରଦସ୍ତ ଫର୍ମରେ ଅଛନ୍ତି । ଅଧିନାୟକ ପଦରୁ ଓହରିଯିବା ପରେ କୋହଲି ପୂନର୍ବାର ଲୟକୁ ଫେରିଛନ୍ତି । ଏଥର ସେ ଫର୍ମ,…