ଇରାନ-ଇସ୍ରାଏଲ ମହାଯୁଦ୍ଧ ପ୍ରଭାବ: ଚାରି ଦିନରେ ୧୫୦୦ ବିମାନ ବାତିଲ୍
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ଚତୁର୍ଥ ଦିନ ପାଇଁ ବିମାନ ଯାତ୍ରାକୁ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ କରିଛି। ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ବଡ଼ ଅସ୍ଥିରତା ଏହି ଅଞ୍ଚଳର ଅନେକ ଦେଶର ଆକାଶ ମାର୍ଗକୁ ବନ୍ଦ କରିବାକୁ ବାଧ୍ୟ କରିଛି। ଏଥିଯୋଗୁଁ…