Latest Odisha News

BREAKING NEWS

କୋହଲିଙ୍କ ପାଇଁ ଏବେ ବି ସମ୍ଭବ ଅଛି କି ୧୦୧ ଶତକ

ଭାରତୀୟ କ୍ରିକେଟର ମହାନ ଖେଳାଳି ବିରାଟ କୋହଲି ପୂନର୍ବାର ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ସେ ସମ୍ପୂର୍ଣ୍ଣ ଭାବେ ଲୟରେ ଥିଲେ । ସେ ଶତକ ହାସଲ କରି ବିଶ୍ୱରେକର୍ଡ କରିଛନ୍ତି । ସଚିନ ତେନ୍ଦୁଲକରଙ୍କ ୫୧ ଶତକ ସେ ଅତିକ୍ରମ କରିଛନ୍ତି । ଟେଷ୍ଟ…

ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପ୍ ୨୦୨୫; ଓଡ଼ିଶା ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ଶ୍ରୀଲଙ୍କାର କଲମ୍ବୋରେ ଆୟୋଜିତ ପ୍ରଥମ ଦୃଷ୍ଟିହୀନ ମହିଳା T20 ବିଶ୍ୱକପରେ ନେପାଳକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି ଭାରତୀୟ ମହିଳା। ଏହି ବିଶ୍ଵକପ ଦଳରେ ଓଡ଼ିଶାରୁ ୪ ଜଣ ପ୍ରତିନିଧିତ୍ବ କରିଥିଲେ। ସେମାନେ ହେଲେ ବାଲେଶ୍ୱରର ଫୁଲ ସୋରେନ, ମୟୂରଭଞ୍ଜର ପାର୍ବତୀ…

କୋଣାର୍କ ମହୋତ୍ସବ ପାଇଁ ପୁରୀରେ ଟ୍ରାଫିକ୍ କଟକଣା, ଜାଣନ୍ତୁ କେଉଁ ପଟେ ଯିବେ…

ପୁରୀ: କୋଣାର୍କ ମହୋତ୍ସବର ୩୬ତମ ସଂସ୍କରଣ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଯାହାକୁ ନଜରରେ ରଖି ପୁରୀ ଜିଲ୍ଲା ପୋଲିସ ଯାନବାହାନର ସୁଗମ ଗତିବିଧି ସୁନିଶ୍ଚିତ କରିବା ପାଇଁ ପାଞ୍ଚ ଦିନିଆ କାର୍ଯ୍ୟକ୍ରମ ପାଇଁ ଏକ ବିସ୍ତୃତ ଟ୍ରାଫିକ୍ ପରାମର୍ଶ ଜାରି କରିଛି। କୋଣାର୍କ ମହୋତ୍ସବ…

ଡ୍ରେସିଂ ରୁମରେ ଗୌତମ ଓ ରୋହିତଙ୍କ ଗମ୍ଭୀର ଆଲୋଚନା, ଚିନ୍ତାରେ ପ୍ରଶଂସକ

ରାଂଚୀ: ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୧୭ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ମ୍ୟାଚ ପରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ କୋଚ ଗୌତମ ଗମ୍ଭୀରଙ୍କ ଗୁରୁତର ଆଲୋଚନା ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ଉଭୟ କେଉଁ ବିଷୟରେ କଥା ହେଉଥିଲେ ତାହା ଜଣାପଡି…

ଆଶାରାମଙ୍କୁ ୬ ମାସର ଜାମିନ; ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ପୀଡିତା 

ନୂଆଦିଲ୍ଲୀ: ଆତ୍ମଘୋଷିତ ଧର୍ମଗୁରୁ ଆଶାରାମଙ୍କୁ ଛଅ ମାସର ଜାମିନ ମଞ୍ଜୁର ପରେ ଜଣେ ନାବାଳିକା ଦୁଷ୍କର୍ମ ପୀଡିତା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପୀଡିତା ଆଶାରାମଙ୍କ ଜାମିନ ଖାରଜ ପାଇଁ ଆବେଦନ କରିଛନ୍ତି। ଆଶାରାମ ୨୦୧୩ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।…

ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତନ କରିବେ କି ନାହିଁ ସ୍ପଷ୍ଟ କଲେ କୋହଲି

ରାଂଚୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆକର୍ଷଣୀୟ ଶତକ ହାସଲ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ପୂର୍ବରୁ କୋହଲିଙ୍କ ଟେଷ୍ଟ ପ୍ରତ୍ୟାବର୍ତନ ନେଇ ଆଲୋଚନା ଜୋର ଧରିଥିଲା । ବିସିସିଆଇ ଏହା ନେଇ…

୪୯ ଜଣଙ୍କୁ ବଂଲାଦେଶ ପଠାଗଲାଣି,୯ ଜେଲରୁ ୧୩ କଏଦୀ ଫେରାର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନ। ଗୃହରେ ବିଭିନ୍ନ ପ୍ରସଙ୍ଗରେ ହେଉଛି ଆଲୋଚନା । ରାଜ୍ୟରୁ ଏଯାବତ ତଡିପାର ହୋଇଛନ୍ତି ୪୯ଜଣ ବାଂଲାଦେଶୀ । ଏନେଇ ବିଧାନସଭାରେ ଆଜି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ନୂଆ ସରକାର ଆସିବା…

କାହାର ବଧୂ ସାଜିଲେ ଅଭିନେତ୍ରୀ ସାମନ୍ଥା ରୁଥ୍, ଫଟୋ ଭାଇରାଲ…

ଚେନ୍ନାଇ: ନାଗା ଚୈତନ୍ୟଙ୍କ ଠାରୁ ଛାଡପତ୍ରର ପ୍ରାୟ ଚାରି ବର୍ଷ ପରେ ସାମନ୍ଥା ରୁଥ୍ ପ୍ରଭୁ ନିଜ ଜୀବନର ନୂଆ ଆରମ୍ଭ କରିଛନ୍ତି। ସେ ଡିସେମ୍ବର ୧ ତାରିଖ ସୋମବାର ଦିନ ରାଜ ନଦିମୋରୁଙ୍କୁ ବିବାହ କରିଥିବା ନେଇ ରିପୋର୍ଟରୁ ଜଣାପଡିଛି। ସାମନ୍ଥା ଏବଂ ରାଜ ନଦିମୋରୁ ଦୀର୍ଘ ଦିନ ଧରି ଡେଟିଂ…

କାହିଁକି ଅବଶୋଷ କରୁଛନ୍ତି ଡ୍ରିମ୍ ଗାର୍ଲ୍ ହେମା…

ମୁମ୍ବାଇ: ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ନଭେମ୍ବର ୨୪ ତାରିଖରେ ହୋଇଥିଲା। ଏହି ସମୟରେ ପରିବାର ତାଙ୍କ ଅନ୍ତିମ ସଂସ୍କାର ବ୍ୟକ୍ତିଗତ ଭାବରେ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହାକୁ ନେଇ ତାଙ୍କ ପ୍ରଶଂସକମାନେ ନିରାଶ ହୋଇଥିଲେ। ଚଳଚ୍ଚିତ୍ର ନିର୍ମାତା ହମାଦ ଅଲ୍ ରିଆମି ଏବେ…

ରେଳ ଷ୍ଟେସନରେ ଅଘଟଣ: ଚଳନ୍ତା ଟ୍ରେନରୁ ଖସିଯାଇ ଚାଲିଗଲା ଶିକ୍ଷକଙ୍କ ଜୀବନ

ଝାରସୁଗୁଡା: ଝାରସୁଗୁଡା ରେଳ ଷ୍ଟେସନରେ ଅଘଟଣ। ଆଜି ସକାଳୁ ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଏକ ଅଘଟଣ ଘଟି ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବରଗଡ଼ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ନୂଆପାଲିର ଏକ ବିଦ୍ୟାପୀଠରେ ଗୁରୁଜୀ ଭାବେ କାମ କରୁଥିବା ଛତିଶଗଡ଼ ରାୟପୁରର ବି.ଶିବଶଙ୍କର…