ପ୍ରଥମ ଦିନିକିଆ କ୍ରିକେଟ: ଚୂଡାନ୍ତ ଏକାଦଶ ନେଇ ସୂଚନା ଦେଲେ ରାହୁଲ
ରାଂଚୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ ନଭେମ୍ବର ୩୦ରୁ ଆରମ୍ଭ ହେବ । ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପସ୍ଥିତି ଦଳକୁ ମଜଭୁତ କରିଛି । ଶୁଭମନ ଗିଲ ଖେଳୁ ନ ଥିବାରୁ କେଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ରାହୁଲ ପ୍ରଥମ ଦିିନିକିଆରେ…