Latest Odisha News

BREAKING NEWS

ଛାଡ଼ପତ୍ର ମାମଲା: ହାଇକୋର୍ଟ ଗଲେ ଅନୁଭବ

କଟକ: ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପିୟଦର୍ଶିନୀଙ୍କ ଛାଡ଼ପତ୍ର ମାମଲା ଏବେ ପୁଣିଥରେ ଚର୍ଚ୍ଚାରେ। କେତେବେଳେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ ଆଉ କେତେବେଳେ କୋର୍ଟଙ୍କ ରାୟ ପରେ ଛାଡ଼ପତ୍ର ମାମଲା ଚର୍ଚ୍ଚାକୁ ଆସୁଛି। ଏସବୁ ମଧ୍ୟରେ ଆଉଥରେ…

ସରକାରଙ୍କ ନିର୍ବାଚନୀ ଥୋପ: ଏଇ ରାଜ୍ୟରେ ମିଳିବ ବର୍ଷକୁ ୨ ମାଗଣା ସିଲିଣ୍ଡର

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟବାସୀଙ୍କୁ ଦୀପାବଳିରେ ଏକ ବଡ ଉପହାର ଦେବେ । ସରକାରୀ ସ୍ତରରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଗଲାଣି । ଭାରତୀୟ ଜନତାପାର୍ଟି ବିଧାନସଭା ନିର୍ବାଚନ ସମୟରେ ନିଜ ଘୋଷଣାପତ୍ରରେ ମହିଳାଙ୍କ ପାଇଁ ପ୍ରତିବର୍ଷ ୨ଟି ମାଗଣା…

ନବରାତ୍ରୀ ୨୦୨୩: ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜେ ପୁରୀର ଗୋଷାଣୀ ଯାତ

ପୁରୀ: ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା । ଆଉ କିଛି ଦିନ ପରେ ଧରାପୃଷ୍ଠରେ ଅବତରଣ କରିବେ ଶକ୍ତି ସ୍ବରୂପିଣୀ ମା' ଦୁର୍ଗା । ଶ୍ରୀକ୍ଷେତ୍ର ପୁରୀରେ ଗୋଷାଣୀ ପୂଜାକୁ ନେଇ ପ୍ରସ୍ତୁତି ଆଗେଇ ଚାଲିଛି । ଶାରଦୀୟ ଦୁର୍ଗାପୂଜାରେ ଦେବୀ ଦୁର୍ଗାଙ୍କୁ ସବୁଆଡ଼େ ଆରାଧନା କରାଯାଉଥିବା ବେଳେ…

ମଧୁମେହରେ କେଉଁ ଡାଲି ଖାଇବା ଲାଭଦାୟକ ? ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ: ଖରାପ ଜୀବନଶୈଳୀ ଏବଂ ଖାଦ୍ୟାଭ୍ୟାସ କାରଣରୁ ଅଧିକାଂଶ ଲୋକ ଏବେ ମଧୁମେହରେ ପୀଡିତ। ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି  । ବର୍ତ୍ତମାନ ସମୟରେ ଘରେ ଘରେ ଡାଇବେଟିସ ରୋଗୀ।  ମଧୁମେହ ପ୍ରଭାବରୁ ମୁକ୍ତି ପାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନୁହେଁ, ବରଂ…

ବିଏମସିର ବଡ ପଦକ୍ଷେପ: ଭିକାରୀମୁକ୍ତ ହେବ ରାଜଧାନୀ ଭୁବନେଶ୍ଵର, ଟିଜିଙ୍କ ଲାଗି ନିର୍ମାଣ ହେବ ପୁନର୍ବାସ ଗୃହ

ଭୁବନେଶ୍ଵର: ବିଏମସିର ବଡ଼ ପଦକ୍ଷେପ । ଏଣିକି ରାଜରାସ୍ତାରେ ଭିକ ମାଗିପାରିବେନି ଭିକାରୀ । ଭିକାରୀ ମୁକ୍ତ ହେବ ରାଜଧାନୀ ଭୁବନେଶ୍ଵର। ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ରାସ୍ତା କଡ଼ କିମ୍ବା ମନ୍ଦିର ସାମ୍ନାରେ ଆଉ ଭିକ ମାଗିପାରିବେନି…

ଜଗତଜନନୀଙ୍କୁ ସ୍ଵାଗତ ଜଣାଇବା ପାଇଁ ୫ ହଜାର ଲେମ୍ବୁରେ ମା’ ଦୁର୍ଗାଙ୍କ ପ୍ରତିମା

ପୁରୀ: ଆସୁଛନ୍ତି ମା' । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ବିଜେ କରିବେ ଜଗତଜନନୀ ମା' ଦୁର୍ଗା । ବିଭିନ୍ନ ଥିମ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଜଗତଜନନୀଙ୍କୁ ସ୍ଵାଗତ ଜଣାଇବା ପାଇଁ ୫ ହଜାର ଲେମ୍ବୁରେ ମା' ଦୁର୍ଗାଙ୍କ ପ୍ରତିମା କରିଛନ୍ତି ।…

ନବରାତ୍ରୀ ୨୦୨୩: ମାଁ ଭଣ୍ଡାରଘରଣୀଙ୍କ ପୀଠରେ ନବରାତ୍ରୀ ପୂଜା

ନବରଙ୍ଗପୁର: ବାଜାବାଜଣା, ଶଙ୍ଖ ଧ୍ବନି ସହିତ ଭକ୍ତ ମାନଙ୍କ ଜୟକାର ଧ୍ୱନିରେ ପ୍ରକମ୍ପିତ ହେଉଛି ନବରଙ୍ଗପୁର ସହରର ମା ଭଣ୍ଡାରଘରଣୀଙ୍କ ପୀଠ । ମନ୍ଦିର ପ୍ରାଙ୍ଗଣ ଚଳଚଞ୍ଚଳ ହୋଇଉଠିବା ସହ ଆରମ୍ଭ ହୋଇଛି ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀଙ୍କ  ପୀଠରେ ନବରାତ୍ରୀ ପୂଜା । ନବରାତ୍ରୀ ପୂଜାର…

ଅନୁଗୁଳ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ, ୩ ଗିରଫ

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ ସଫଳାତା । ଏକ ବଡ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଅନୁଗୁଳ ପୋଲିସ । ପୂର୍ବରୁ ଅନେକ ଲୁଟ, ଛିନତାଇ ମାମଲାରେ ଏହି ଲୁଟେରା ମାନେ ସମ୍ପୃକ୍ତ ଥିବା ବେଳେ ଚଳିତ ମାସ ୧୨ ତାରିଖରେ ଦୁଇଜଣ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ କରିଥିଲେ । ପୋଲିସ ସେମାନଙ୍କୁ…

କବିତା : ସବୁଠି ବେଦୀ ସବୁଠି ଦେବୀ

ସତ୍ୟନାରାୟଣ ଗନ୍ତାୟତ ସବୁଠି ବେଦୀ ସବୁଠି ଦେବୀ ହୃଦୟର ବେଦୀ କିନ୍ତୁ ଶୂନ୍ୟ ବାହାରେ ପୂଜିଲେ ଯେତେ ଆଡମ୍ବରେ ଶୂନ୍ୟ ହୃଦୟ କି ହୋଇଥାଏ ପୂର୍ଣ୍ଣ ? ଶରତ ଆକାଶ ଦିଶଇ ତୋଫା ଆଉ ତୋରା ତା' ତଳେ କି ଅସ୍ୱଚ୍ଛ ଲାଗେ ଆମ ଏଇ ଧରା ନିରିମଳ କଲେ ସିନା ଆମରି ମନକୁ ଉଭା ହେବେ ମାଆ ଆସି…

ସିଜିମାଳି ବକ୍ସାଇଟ୍ ଖଣି ପ୍ରକଳ୍ପ: ଲୋକଙ୍କ ବିରୋଧ ସତ୍ତ୍ବେ ଜନଶୁଣାଣି ସଫଳ କହିଲା ପ୍ରଶାସନ

ରାୟଗଡା/ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରସ୍ତାବିତ ସିଜିମାଳି ବକ୍ସାଇଟ୍ ଖଣି ପ୍ରକଳ୍ପକୁ ନେଇ ସୋମବାର ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକଳ୍ପ ବିବାଦୀୟ, ପରିବେଶ ପ୍ରଭାବ ଓ ବିସ୍ଥାପନକୁ ନେଇ ଚିନ୍ତା ଯୋଗୁଁ କିଛି ସ୍ଥାନୀୟ ଲୋକ ଏହାକୁ ବିରୋଧ…