Latest Odisha News

BREAKING NEWS

India becomes world’s 4th largest economy: ନୂଆବର୍ଷ ପୂର୍ବରୁ ଖୁସି ଖବର:ଜାପାନକୁ ପଛରେ ପକାଇ ବିଶ୍ୱର…

ନୂଆଦିଲ୍ଲୀ:ନୂତନ ବର୍ଷ ପୂର୍ବରୁ ଦେଶ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ହେଲା ଭାରତ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଭାରତ ୪.୧୮ ଟ୍ରିଲିୟନ ଡଲାରର ଜିଡିପି ସହ ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ…

ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ପଦୋନ୍ନତି

ଭୁବନେଶ୍ୱର: ଓଡ଼ିଶା ସରକାର ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ମଙ୍ଗଳବାର ଦିନ ପଦୋନ୍ନତି ଦେଇଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ୨୦୦୧ ବ୍ୟାଚ୍ ଆଇପିଏସ ଅଧିକାରୀ ସାଇନି ଏସଙ୍କୁ ଜାନୁଆରୀ ୧, ୨୦୨୬ ରୁ ପେ ମାଟ୍ରିକ୍ସର ସ୍ତର-୧୫ରେ…

ହାତୀରେ ବସି ଧନୁଯାତ୍ରାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ; ବରଗଡ଼କୁ ଦେଲେ ୧୩୬୨ କୋଟିର ଭେଟି 

ଭୁବନେଶ୍ୱର: ବିଶ୍ଵର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ଆଜି ସପ୍ତମ ଦିନରେ ଦର୍ଶକମାନେ ଏକ ନିଆରା ଦୃଶ୍ୟ ଦେଖିବାକୁ ପାଇଥିଲେ । କଂସ ମହାରାଜଙ୍କ ଦରବାରରେ ହାତୀରେ ବସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚିଥିଲେ। ଏହି ଅବସରରେ ବରଗଡ଼ର ଉନ୍ନତି ପାଇଁ ପ୍ରାୟ ୧୩୬୨…

୭୯ ଲକ୍ଷ ଟଙ୍କା ହେରଫେର୍ ମାମଲାରେ ଯମନକିରା ଲ୍ୟାମ୍ପସର ପୂର୍ବତନ ଏମ୍‌ଡି ଗିରଫ

ଭୁବନେଶ୍ୱର: ୭୯ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହେରଫେର ମାମଲାରେ ସମ୍ବଲପୁରର ଜମନକିରା ଲାର୍ଜ-ସାଇଜ୍ ଏଗ୍ରିକଲ୍ଚରାଲ୍ ମଲ୍ଟି-ପର୍ପଜ୍ କୋଅପରେଟିଭ୍ ସୋସାଇଟି (ଲ୍ୟାମ୍ପସ) ଲିମିଟେଡ୍‌ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଫଣିନ୍ଦ୍ର କୁମାର ସାହୁଙ୍କୁ ଭିଜିଲାନ୍ସ ମଙ୍ଗଳବାର ଗିରଫ କରିଛି।…

ସାମୀଙ୍କୁ ନେଇ ଚୟନ କମିଟିଙ୍କ ୟୁ ଟର୍ଣ୍ଣ, ଖେଳି ପାରନ୍ତି ନ୍ୟୁଜିଲାଣ୍ଡ ବିପକ୍ଷ ସିରଜ

ନୂଆଦିଲ୍ଲୀ: ଭାରତର ସିନିୟର ପେସ ବୋଲର ମହମ୍ମଦ ସାମୀଙ୍କୁ ନେଇ ବିସିସିଆଇ ଚୟନ କମିଟି ୟୁ ଟର୍ଣ୍ଣ ନେଇପାରେ । ସାମୀଙ୍କ ଫିଟନେସକୁ ନେଇ ଚୟନ କମିଟି ପକ୍ଷରୁ ବାରମ୍ବାର ପ୍ରଶ୍ନ ଉଠା ଯାଉଥିଲା । ତେବେ ସାମୀ ଫିଟ ରହିବା ସହ ଘରୋଇ କ୍ରିକେଟର ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛନ୍ତି । ବିଜୟ ହଜାରେ…

‘ବ୍ୟାଟଲ୍ ଅଫ୍ ଗାଲୱାନ୍’ ଟିଜର ରିଲିଜ୍; ଚିହିଁକିଲା ଚୀନ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଆଗାମୀ ଫିଲ୍ମ "ବ୍ୟାଟଲ୍ ଅଫ୍ ଗାଲୱାନ୍"  ଟିଜର ରିଲିଜ୍ ହେବା ପରେ ଚୀନ୍‌ରେ ହଇଚଇ ସୃଷ୍ଟି। ସେଠାକାର ସରକାର ଏଥିରେ କ୍ରୋଧ ପ୍ରକାଶ କରି  ତଥ୍ୟକୁ ବିକୃତ ଭାବରେ ଫିଲ୍ମରେ ଦର୍ଶାଯାଇଥିବା ଦାବି କରିଛି। ଏହି ଫିଲ୍ମଟି ପୂର୍ବ ଲଦାଖର ଗାଲୱାନ୍…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ: ବାଂଲାଦେଶର ମୟମନସିଂ ଜିଲ୍ଲାରେ ଏକ ଫ୍ୟାକ୍ଟ୍ରିରେ ଗୁଳି ମାଡରେ ସୋମବାର ସନ୍ଧ୍ୟାରେ ଜଣେ ୪୦ ବର୍ଷୀୟ ହିନ୍ଦୁ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି। ମୈମନସିଂର ଭାଲୁକା ଉପ-ଜିଲ୍ଲାର ମେହରାବାରି ଅଞ୍ଚଳର ସୁଲତାନା ସ୍ୱେଟର୍ସ ଲିମିଟେଡରେ ଏହି ଘଟଣା…

January 2026 Five Rare Rajyog:ଜାନୁଆରୀରେ ୫ଦୁର୍ଲଭ ରାଜଯୋଗ;ଏହି ରାଶିମାନଙ୍କ ଫିଟିବ ଭାଗ୍ୟ

ଭୁବନେଶ୍ବର: ଜ୍ୟୋତିଷ ଦୃଷ୍ଟିକୋଣରୁ ୨୦୨୬ ମସିହାର ଆରମ୍ଭ ବହୁତ ଖାସ୍ ହେବାକୁ ଯାଉଛି। ଜାନୁଆରୀ ୨୦୨୬ରେ ଗ୍ରହ ସ୍ଥିତି ଏପରି ସୃଷ୍ଟି ହେଉଛି ଯେ ସେମାନେ ଗୋଟିଏ ନୁହେଁ ପାଞ୍ଚଟି ଦୁର୍ଲଭ ଏବଂ ଶୁଭ ରାଜଯୋଗ (ଉପକାରୀ ଗ୍ରହ ମିଶ୍ରଣ) ସୃଷ୍ଟି କରିବେ। ଜାନୁୟାରୀ ୨୦୨୬ରେ ମାଲବ୍ୟ ରାଜଯୋଗ,…

ତାମିଲନାଡୁରେ ଓଡ଼ିଆଙ୍କ ମୃତ୍ୟୁ; ତଦନ୍ତ ପାଇଁ ଅଧିକାରୀଙ୍କୁ ପଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କ ଉପରେ ହୋଇଥିବା ନିର୍ମମ ଆକ୍ରମଣ ପରେ ଓଡ଼ିଶା ସରକାର ତଦନ୍ତ ପାଇଁ ଦକ୍ଷିଣ ରାଜ୍ୟରେ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି। ଏଥିସହିତ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିନ୍ତା ପ୍ରକାଶ କରିଛନ୍ତି। ତାମିଲନାଡୁରେ ଜଣେ ଓଡ଼ିଆ…

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ

ଭୁବନେଶ୍ୱର: ପିକନିକ୍ ଋତୁରେ ସଡ଼କ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ରାଜ୍ୟ ସାରା ପିକନିକ୍ ସ୍ପଟ୍‌ଗୁଡ଼ିକରେ କଡା କାର୍ଯ୍ୟାନୁଷ୍ଠାନ ନେଇ ଘୋଷଣା କରିଛି। ଏସଟିଏ ଅନୁଯାୟୀ, ସଡ଼କ ଦୁର୍ଘଟଣା ରୋକିବା ପାଇଁ ଡିସେମ୍ବର ୩୦ରୁ ୩୧ ତାରିଖ ପର୍ଯ୍ୟନ୍ତ ନିଶାସକ୍ତ…