Bus Accident: ଘାଟିରୁ ଖସିଲା ଯାତ୍ରୀବାହୀ ବସ୍; ୭ ମୃତ, ୧୨ ଆହତ
ଡେରାଡୁନ: ମଙ୍ଗଳବାର ସକାଳେ ଉତ୍ତରାଖଣ୍ଡର ଆଲମୋଡା ଜିଲ୍ଲାର ସଲ୍ଟ ଭିକିଆସେନ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭିକିଆସେନ-ବିନାୟକ ରାସ୍ତାରେ ଦ୍ୱାରହାଟରୁ ରାମନଗର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ଏକ ଗଭୀର ଖାଇକୁ ଖସି ପଡ଼ିଥିଲା।
ଆଲମୋଡା…