ପୁଣି ଆଉ ଜଣେ ଭାରତୀୟଙ୍କୁ ୧୫ ଘଣ୍ଟା ଅଟକ ରଖିଲା ଚୀନ, ଖାଇବାକୁ ବି ଦେଲାନି…
ନୂଆଦିଲ୍ଲୀ: ଚୀନ ଅନନ୍ତ ମିତ୍ତଲ ନାମକ ଜଣେ ଭାରତୀୟ ବ୍ଲଗରଙ୍କୁ ପ୍ରାୟ ୧୫ ଘଣ୍ଟା ପାଇଁ ଅଟକ ରଖିଥିବା ସୂଚନା ମିଳିଛି। ଏହି ସମୟ ମଧ୍ୟରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯିବା ସହ ଖାଦ୍ୟ ଏବଂ ପାଣି ମଧ୍ୟ ପ୍ରଦାନ କରାଯାଇନଥିଲା।
ବ୍ଲଗର ଜଣକ ଏନେଇ ତାଙ୍କ ସୋସିଆଲ ମିଡିଆରେ ଭିଡିଓ ସେୟାର…