Latest Odisha News

BREAKING NEWS

ଆଇସିସି ମହିଳା ର‌୍ୟାଙ୍କିଙ୍ଗ: ସ୍ମୃତି ଶୀର୍ଷରୁ ହଟିଲେ, ଦୀପ୍ତି ହେଲେ ୧ ନମ୍ବର ବୋଲର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ପକ୍ଷରୁ ମହିଳା ର‌୍ୟାଙ୍କିଙ୍ଗ ଜାରୀ କରାଯାଇଛି । ଭାରତର ଷ୍ଟାର ଅଲରାଉଣ୍ଡର ଦୀପ୍ତି ଶର୍ମା ଟି୨୦ ବୋଲିଂ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ଏହି ସଫଳତା ହାତେଇଛନ୍ତି । ଅଷ୍ଟ୍ରେଲିଆର ଏନାବେଲ…

Odisha Vigilance: ଗିରଫ ହେଲେ ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ

ବାଲେଶ୍ବର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହେଲେ ସିଭିଲ ସପ୍ଲାଏ ଅଫିସ୍ ର ଜୁନିଅର ଆକାଉଣ୍ଟାଣ୍ଟ ରବୀନ୍ଦ୍ର କୁମାର ବାରିକ । ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ସୁନ୍ଦରଗଡ଼ ଶ୍ରୀରାମ ନଗରସ୍ଥିତ ଭଡ଼ାଘର ସହ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା ।…

MLA Salary Hike case: ବିଧାୟକଙ୍କ ଦରମା ବୃଦ୍ଧି ମାମଲା ଗ୍ରହଣ କଲେନି ହାଇକୋର୍ଟ

କଟକ: ବିଧାୟକଙ୍କ ଦରମା ବୃଦ୍ଧି ମାମଲା । ହାଇକୋର୍ଟରେ ବିଧାୟକଙ୍କ ଦରମା ବୃଦ୍ଧି ମାମଲା ଗ୍ରହଣ ହେଲା ନାହିଁ । AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ ଯୁକ୍ତି ପରେ ଗ୍ରହଣ କଲେନି ହାଇକୋର୍ଟ । ପ୍ରିମାଚ୍ୟୁର କହି ମାମଲାକୁ ଗ୍ରହଣ କଲେନି ହାଇକୋର୍ଟ । ବିଧିବଦ୍ଧ ବିଜ୍ଞପ୍ତି ହୋଇ ନଥିବା ଦର୍ଶାଇ…

ଟ୍ରାକ୍ଟରକୁ ଧକ୍କା ଦେଲା ପିକନିକ୍ ବସ; ୨୦ ଛାତ୍ର ଆହତ

ଭୁବନେଶ୍ୱର: ସୋନପୁର ଡୁଙ୍ଗୁରିପାଲି ନିକଟରେ ଜାତୀୟ ରାଜପଥ ୧୨୬(A)ରେ ମଙ୍ଗଳବାର ସ୍କୁଲ ପିକନିକ୍ ପାଇଁ ଯାଉଥିବା ଗୋଟିଏ ବସ୍ ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଯାହାଫଳରେ ଅତି କମରେ ୧୯ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଇନ୍ଦୁରେଖା ରାଇସ୍ ମିଲ୍ ନିକଟରେ ସାଲେପାଲି ଗାଁ ନିକଟରେ ଏହି…

ରାଜ୍ୟରେ ଗତ ୭ ବର୍ଷ ଭିତରେ ନିଖୋଜ ହୋଇଛନ୍ତି ୨୫ ହଜାରରୁ ଅଧିକ ଶିଶୁ, ସର୍ବାଧିକ ରହିଛନ୍ତି ନାବାଳିକା…

ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଉଛି ଶିଶୁ ନିଖୋଜ ସଂଖ୍ୟା । ଗତ ୭ ବର୍ଷରେ କେତେ ଶିଶୁ ନିଖୋଜ ହୋଇଛନ୍ତି ସେନେଇ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ଗତ ୭ ବର୍ଷ ଭିତରେ ରାଜ୍ୟରେ ୨୫ ହଜାର ୪୩୮ ଜଣ ଶିଶୁ ନିଖୋଜ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ନାବାଳିକା ଅଛନ୍ତି ।…

ବିଜୟ ହଜାରେ ଟ୍ରଫି: ଚିନ୍ନାସ୍ୱାମୀରେ ଖେଳାଯିବନି ବେଙ୍ଗାଲୁର ମ୍ୟାଚ

ବେଙ୍ଗାଲୁର: ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ହଜାରେ ଟ୍ରଫିର କୌଣସି ମ୍ୟାଚ ଖେଳା ଯିବନି । ଫଳରେ ଏଠାରେ ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିବା ପାଇଁ ଅପେକ୍ଷା କରିଥିବା ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିଛି । ଏବେ ସମସ୍ତ ମ୍ୟାଚ ବେଙ୍ଗାଲୁରର ସେଂଟର ଅଫ ଏକ୍ସିଲେନ୍ସିରେ ଖେଳାଯିବ ।…

ଏଠି ସ୍ୱାଧୀନତା କଥା ଛାଡିଦିଅନ୍ତୁ, ବଞ୍ଚି ରହିବା ବି କଷ୍ଟକର… ବାଂଲାଦେଶରେ ସାମ୍ବାଦିକମାନେ ପ୍ରକାଶ କଲେ ଯନ୍ତ୍ରଣା

ଢାକା: ବାଂଲାଦେଶର ପ୍ରମୁଖ ଖବରକାଗଜର ସମ୍ପାଦକମାନେ କହିଛନ୍ତି ଯେ ଦେଶର ଗଣମାଧ୍ୟମ ବଞ୍ଚିବା ପାଇଁ ଲଢ଼ୁଛି, ଏବଂ ସାମ୍ବାଦିକଙ୍କ ଜୀବନ ବଞ୍ଚିବାର ଅଧିକାର ଏବେ ଅଭିବ୍ୟକ୍ତିର ସ୍ୱାଧୀନତା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଢାକାରେ ପ୍ରଥମ ଆଲୋ ଏବଂ ଦି ଡେଲି ଷ୍ଟାର କାର୍ଯ୍ୟାଳୟ ଉପରେ ଏକ…

୧୪ କୋଟି ଠକେଇ ଅଭିଯୋଗ; ବିଳାସପୂର୍ଣ୍ଣ କାର, ଦାମୀ ସାମଗ୍ରୀ ଜବତ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଅଧିକାରୀଙ୍କ ପରିଚୟ ନେଇ ଏକ ବଡ଼ ଧରଣର ଠକେଇ ରାକେଟର ପର୍ଦ୍ଦାଫାଶ। ଏହି ଘଟଣାରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଗିରଫ ଅଭିଯୁକ୍ତଙ୍କ ବିଳାସପୂର୍ଣ୍ଣ କାର, ଉଚ୍ଚମାନର ମୋବାଇଲ୍ ଫୋନ୍ ଏବଂ ବୃତ୍ତିଗତ ଉପକରଣ ସମେତ ବିଭିନ୍ନ…

ଟ୍ରେନ ଶୌଚାଳୟ ପାଖରେ ଯାତ୍ରା ପ୍ରସଙ୍ଗ: ଖେଳାଳିଙ୍କୁ ଅଣଦେଖାର ତଦନ୍ତ ହେବ

ଭୁବନେଶ୍ବର: ଟ୍ରେନର ଶୌଚାଳୟ ପାଖରେ ବସି ଓଡ଼ିଶାର କୁସ୍ତି ଖେଳାଳି ଉତ୍ତରପ୍ରଦେଶ ଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣାର ସତ୍ୟାସତ୍ୟ ଉପରେ ସରକାର ଅନୁଧ୍ୟାନ କରିବେ।…

ଧୂରନ୍ଧର ଦ୍ୱିତୀୟ ପାର୍ଟରେ ହେବ ଆହୁରି ଧମାକା, ଖୁଲାସା କଲେ ଅଭିନେତା

ମୁମ୍ବାଇ: ଧୂରନ୍ଧର ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିବାରେ ଲାଗିଛି । ଏପରିକି ଏହାର ପ୍ରତ୍ୟେକ ସିନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଥମ ପାର୍ଟର ଜ୍ୱର ପ୍ରଶଂସକଙ୍କ ମନରୁ ବାହାରୁ ନ ଥିବା ବେଳେ ଏବେ ଏହାର ଦ୍ୱିତୀୟ ପାର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର…