ଧୂରନ୍ଧରର ସଫଳତା ପରେ ବର୍ଡରରେ ଅଭିନୟ କରିବେ ଅକ୍ଷୟ
ମୁମ୍ବାଇ: ଧୂରନ୍ଧର ଫିଲ୍ମରେ ଅକ୍ଷୟ ଖାନ୍ନାଙ୍କ ଭୂମିକା ବେଶ ଚର୍ଚ୍ଚାର କାରଣ ସାଜିଛି । ରହେମାନ ଡକୈତ ଭୂମିକାରେ ସେ ଚମତ୍କାର ଅଭିନୟ କରିଛନ୍ତି । ଏବେ ତାଜା ଖବର ଅନୁସାରେ ବର୍ଡର ୨ରେ ମଧ୍ୟ ଅକ୍ଷୟ ଅଭିନୟ କରିବାକୁ ଯାଉଛନ୍ତି । ଏଥିସହ ସେ ୨୮ ବର୍ଷ ପରେ ସନୀ ଦେଓଲଙ୍କ ସହ ପୂର୍ନବାର…