ବିଜୟ ସହ ଅଭିଯାନ ଆରମ୍ଭ କଲା ଅଷ୍ଟ୍ରେଲିଆ
କଲମ୍ବୋ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଅଷ୍ଟ୍ରେଲିଆ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଆୟର୍ଲାଣ୍ଡ ବିପକ୍ଷକ୍ଷହ ଗ୍ରୁପ ବି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୮୨ ରନ କରିଥିଲା । ମାର୍କସ ଷ୍ଟୋଇନିସ ସର୍ବାଧିକ ୪୫ ରନ କରିଥିବା ବେଳେ ଜୋଶ ଇଂଲିଶ…