ପୁଅ ନହେବାରୁ ପତ୍ନୀ ସମେତ ୫ ଝିଅଙ୍କୁ ଘରୁ ତଡ଼ିଲେ ସ୍ବାମୀ…
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାର ମୁରୁଗା ଗାଁରେ ପୁତ୍ର ସନ୍ତାନ ଜନ୍ମ ନ କରିପାରିବାରୁ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ୧୫ ଦିନର ନବଜାତ ଶିଶୁ ସମେତ ପାଞ୍ଚ ଝିଅଙ୍କୁ ଘରୁ ବାହାର କରି ଦେଇଥିବା ଖବର ମିଳିଛି।
ପୀଡ଼ିତା ସୁଲୋଚନା…