“ଓଡ଼ିଶାର ସର୍ବବୃହତ ଆଉଟଲାଇନ୍ ମାନଚିତ୍ର” ସୃଷ୍ଟି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ କଲା ସରକାରୀ…
ଭୁବନେଶ୍ବର: "ଓଡ଼ିଶାର ସର୍ବବୃହତ ଆଉଟଲାଇନ୍ ମ୍ୟାପ୍" ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ଏକ ସମ୍ମାନଜନକ ସ୍ଥାନ ହାସଲ କରିଛି ଓଡ଼ିଶାର ଭୁବନେଶ୍ୱରସ୍ଥିତ ସରକାରୀ ପଲିଟେକ୍ନିକ୍ । ଏହି ଉଲ୍ଲେଖନୀୟ ସଫଳତା ପ୍ରତିଷ୍ଠାନର ସ୍ଥାୟୀତ୍ୱ, ନବସୃଜନ ଏବଂ ବୈଷୟିକ ଉତ୍କର୍ଷତା ପ୍ରତି…