Latest Odisha News

BREAKING NEWS

ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ, ପରେ ଅନ୍ୟ ଟ୍ରେନରେ ବି ହେବ ଉପଲବ୍ଧ…

ଭୁବନେଶ୍ବର: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ରେଳ ଭବନରେ ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକ କରିଥିଲେ । କେନ୍ଦ୍ରମନ୍ତ୍ରୀ ଅଧିକାରୀମାନଙ୍କୁ ବନ୍ଦେ ଭାରତ ଟ୍ରେନରେ ସ୍ଥାନୀୟ ଖାଦ୍ୟ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍ଥାନୀୟ ଖାଦ୍ୟ ପରିବେଷଣ ଦ୍ୱାରା…

ଆଇପିଏଲ: ୯ ଖେଳାଳିଙ୍କୁ ନିଲାମ ତାଲିକାରୁ ବାଦ ଦେଲା ବିସିସିଆଇ

ନୂଆଦିଲ୍ଲୀ: ଡିସେମ୍ବର ୧୬ରେ ହେବାକୁ ଥିବା ଆଇପିଏଲ ନିଲାମ ପୂର୍ବରୁ ବିସିସିଆଇ ହଠାତ ୯ଜଣ ଖେଳାଳିଙ୍କୁ ତାଲିକାରୁ ବାଦ ଦେଇଛି । ପୂର୍ବରୁ ୩୫୦ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଏହା ପରେ କିଛି ଖେଳାଳିଙ୍କୁ ବିସିସିଆଇ ପରେ ସାମଲ କରିଥିଲେ ମଧ୍ୟ ଏବେ ସେମାନଙ୍କୁ ବାଦ ଦେଇଛି…

Farmers request: ଧାନ ବିକ୍ରି ପାଇଁ ଜିଲ୍ଲାପାଳଙ୍କୁ ମୁଣ୍ଡିଆ ମାରି ନେହୁରା ହେଲେ ଚାଷୀ

ବରଗଡ଼: ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇ ପାରି ନାହିଁ । ଏବେ ଚିନ୍ତାରେ ଚାଷୀ । ଶେଷରେ ବରଗଡ଼ ଜିଲ୍ଲାପାଳଙ୍କୁ ମୁଣ୍ଡିଆ ମାରି ନେହୁରା ହେଲେ ପଦ୍ମପୁର ଚାଷୀ । ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପଦ୍ମପୁର ଗଲାବେଳେ ନେହୁରା ହେଲେ ଚାଷୀ । ରାଜବୋଡାସମ୍ବର କୃଷକ…

ଅବୈଧ ବୋଲିଂ ଆକ୍ସନ ତାଲିକାରେ ଦୀପକ ହୁଡା

ନୂଆଦିଲ୍ଲୀ: ଆବୁଧାବୀରେ ଆଇପିଏଲ ୨୦୨୬ ପାଇଁ ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ଏଥର ୩୫୦ ଖେଳାଳିଙ୍କ ପାଇଁ ଫ୍ରାଂଚାଇଜରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ତେବେ ଏହା ମଧ୍ୟରେ ରିପୋର୍ଟ ଅନୁସାରେ ବିସିସିଆଇ ଦୀପକ ହୁଡାଙ୍କ ବୋଲିଂ ଆକ୍ସନ ସନ୍ଦେହ ଘେରରେ ରହିଥିବା ସମସ୍ତ ଫ୍ରାଂଚାଇଜଙ୍କୁ…

Naveen Patnaik Writes to CM: ମୋର ବର୍ଦ୍ଧିତ ଦରମା ଗରିବଙ୍କ ପାଇଁ: ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବଡ଼ ଘୋଷଣା । ତାଙ୍କର ବର୍ଦ୍ଧିତ ଦରମା ଗରିବଙ୍କ ପାଇଁ ବିନିଯୋଗ କରିବାକୁ ଚିଠିରେ ଲେଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ବର୍ଦ୍ଧିତ ଦରମା ନନେବାକୁ ନିଷ୍ପତ୍ତି ନେଇଛନ୍ତି । ନିଜର ବର୍ଦ୍ଧିତ ଦରମାକୁ…

ଏଆଇ କ୍ୟାମେରା ସାହାଯ୍ୟରେ ୩ ଶିକାରୀ ଗିରଫ, ୫ ବନ୍ଧୁକ ଜବତ

ନୀଳଗିରି: ପୁଣି ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟବେତେଇ ଜଙ୍ଗଲରେ ବନବିଭାଗ ପକ୍ଷରୁ ଗଛ ଉପରେ ଏଆଇ କ୍ୟାମେରା ଲଗାଯାଇଥିଲା । ଶିକାର କରିବାକୁ ୩ ଜଣ ଶିକାରୀ ଯାଇଥିବାବେଳେ, ସେମାନଙ୍କୁ କ୍ୟାମେରା ସାହାଯ୍ୟରେ ଗିରଫ…

ବଡ଼ବିଲରେ ନବ ନିର୍ମିତ ୧୦ ଏମଭିଏ ଯୁକ୍ତ ସବଷ୍ଟେସନର ଉଦଘାଟିତ

ବାଲେଶ୍ଵର: ଟିପିଏନଓଡିଏଲ୍ ପକ୍ଷରୁ ଯୋଡ଼ାରେ ଏଚଟି ଓ ଇଏଚ୍‌ଟିର ପ୍ରମୁଖ ଉପଭୋକ୍ତାମାନଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଟିପିଏନଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଗଜାନନ କାଲେ, ବାଣିଜ୍ୟ ଓ ବିଇ ମୁଖ୍ୟ ଜୟଦୀପ ରୟ, ପରିଚାଳନା ମୁଖ୍ୟ ନିଲେଶ…

ମାଲକାନଗିରିରେ ଇଣ୍ଟରନେଟ୍ କଟକଣା ଆଉ ୩୬ ଘଣ୍ଟା ବୃଦ୍ଧି, ହଟିଲା BNSS ୧୬୩

ମାଲକାନଗିରି: ଏମଭି ୨୬ ଗାଁରେ ଧିରେ ଧିରେ ଶାନ୍ତି ଫେରୁଛି। ଜିଲ୍ଲା ପ୍ରଶାସନ ତରଫରୁ କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିବା ବେଳେ ରନ୍ଧା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଛି। ଗାଁରେ ବିଦ୍ୟୁତ ସଂଯୋଗ କରିବା ପାଇଁ ବିଦ୍ୟୁତ ବିଭାଗ ଓ ପାଣି ପାଇପ ମରାମତି କରିବା ପାଇଁ…

Maoists surrender: ୨ ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ;୨୦ବର୍ଷ ଧରି ସଂଗଠନରେ ଥିଲେ ସକ୍ରିୟ

ରାୟପୁର: ଛତିଶଗଡ଼ରେ ନକ୍ସଲମାନେ କ୍ରମାଗତଭାବେ ଆତ୍ମସମର୍ପଣ କରୁଛନ୍ତି। ଶନିବାର ଦିନ ଗରିଆବନ୍ଦରେ ଜଣେ ମହିଳା ଏବଂ ଜଣେ ପୁରୁଷ ସମେତ ଦୁଇଜଣ ନକ୍ସଲ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତକୁ ଫେରିଛନ୍ତି । ଉଭୟ ନକ୍ସଲଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା। ଉଭୟ ୨୦ ବର୍ଷରୁ ଅଧିକ ସମୟ…

ଟି୨୦: କୋହଲିଙ୍କ ରେକର୍ଡ ଭାଙ୍ଗିବା ପାଇଁ ଅଭିଷେକଙ୍କୁ ଆବଶ୍ୟକ ୮୨ ରନ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦ରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଆକର୍ଷଣୀୟ ପ୍ରଦର୍ଶନ ଜାରୀ ରଖିଛି । ଅବଶ୍ୟ ସେ ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ସେ ଖେଳାଯାଇଥିବା ୨ଟି ଟି୨୦ରେ ୧୭ ଓ ୧୭ ରନ କରିଛନ୍ତି । ତେବେ…