ଗୋଟେ ପଟୁଆର ବିପକ୍ଷରେ
ଗୋଟେ ପଟୁଆର ବିପକ୍ଷରେ
ପବିତ୍ର ମୋହନ କର
ଯୁଦ୍ଧର ପ୍ରତିଟି ଗୁଳିରେ
କେହି ଜଣେ ଛେଉଣ୍ଡ ହୁଏ ପୃଥିବୀରେ
ମୁଣ୍ଡ ଉପରୁ ଆକାଶ, ପାଦ ତଳୁ ମାଟି ଖସିଯାଏ
କା'ର ବାପ, ତ କା'ର ପୁଅ ଯାଏ
ଯୁଦ୍ଧର ପ୍ରତିଟି ଗୁଳିରେ
ନାରୀଟିଏ ଜଖମ ହୁଏ ପୃଥିବୀରେ
ତା ନିଶ୍ୱାସରେ ପୋଡ଼ିଯାଏ ବିଶ୍ୱାସ
କ୍ଷୟ…