ଅଧା ଆକାଶର ଈଶ୍ୱରୀ
ଅଧା ଆକାଶର ଈଶ୍ୱରୀ
ପ୍ରଜ୍ଞାଶ୍ରୀ ରଥ
ମୋର ଇଚ୍ଛା ଇଚ୍ଛାମୟ!
ମୁଁ ତୁମକୁ ଗଢ଼ନ୍ତି ନିଜ ଇଚ୍ଛାମତେ...
ଦିଅନ୍ତି ତୁମକୁ ପାହୁନଥିବା ରାତିର ଅନ୍ଧାରରଙ୍ଗ
ଫିକା ଆକାଶର ନୀଳକପାଳ
ଲିଭାଇ ଦିଅନ୍ତି ମୋ ଭାଗ୍ୟରେଖା
ଖାସ୍ ତମ ପାଇଁ ଆଙ୍କିବାକୁ
ଦିଗ୍ବଳୟର ଭ୍ରୂଲତା...
ସବୁ…
BREAKING NEWS