ମଧ୍ୟାହ୍ନର ମେଘ
ମଧ୍ୟାହ୍ନର ମେଘ
ପ୍ରତାପ ବିଶ୍ୱାଳ
ତାକୁ ଆଉ କିଛି ପଚାରନ୍ତୁ ନାହିଁ । ନୀରବତା ଏବେ ତାର ଅବଲମ୍ବନ । ମୌନତା ଶିଖି ନେଇଛି ସେ କେଉଁ ପାହାଡ଼ଠାରୁ । ନିଜେ ସେ ଭାଂଗି ଦେଇଛି ତା ବାଇଚଢେ଼ଇର ବସା । ସଂପର୍କ ଫେଣାର ଟୋପି ଟୋପି ସାଇତା ମହୁ ଆଜି ଶୂନ୍ୟ । ଜୀବନ ଲାଗୁଛି ଖାଁ-ଖାଁ । ଆଉ କାହାକୁ…