Latest Odisha News

BREAKING NEWS

ମଧ୍ୟାହ୍ନର ମେଘ

ମଧ୍ୟାହ୍ନର ମେଘ ପ୍ରତାପ ବିଶ୍ୱାଳ ତାକୁ ଆଉ କିଛି ପଚାରନ୍ତୁ ନାହିଁ । ନୀରବତା ଏବେ ତାର ଅବଲମ୍ବନ । ମୌନତା ଶିଖି ନେଇଛି ସେ କେଉଁ ପାହାଡ଼ଠାରୁ । ନିଜେ ସେ ଭାଂଗି ଦେଇଛି ତା ବାଇଚଢେ଼ଇର ବସା । ସଂପର୍କ ଫେଣାର ଟୋପି ଟୋପି ସାଇତା ମହୁ ଆଜି ଶୂନ୍ୟ । ଜୀବନ ଲାଗୁଛି ଖାଁ-ଖାଁ । ଆଉ କାହାକୁ…