Latest Odisha News

BREAKING NEWS

ମହିଳାଙ୍କୁ ଲୁଟ୍ କରି ତାଙ୍କ ପ୍ରେମରେ ପଡ଼ିଗଲା ଚୋର: ଡ଼େଟ୍‌ରେ ଯିବାକୁ ଦେଲା ମେସେଜ୍

ନ୍ୟୁୟର୍କ: ଘରେ କେହି ଥାଆନ୍ତୁ ବା ନ ଥାଆନ୍ତୁ ଚୋରମାନେ ଘରେ ପଶି ଚୋରି କରିଥାନ୍ତି । ଘରେ ଚୋର ପଶିବା ଦେଖି ଲୋକେ ଭୟଭୀତ ହୋଇପଡ଼ନ୍ତି । କିନ୍ତୁ ଆପଣ କେବେ ଶୁଣିଛନ୍ତି କି, ଚୋରି କରିବାକୁ ଆସି ଚୋର ପ୍ରେମରେ ପଡ଼ିବା । ନିକଟରେ ଆମେରିକାରେ ଏକ ଚୋର ସହିତ ଏପରି ଘଟଣା ଘଟିଛି । ଯିଏ ଜଣେ…

ସ୍ୱାମୀଙ୍କଠାରୁ ଅଲଗା ହେବେ କି ଅସିନ୍ : ନିଜର ପ୍ରତିକ୍ରିୟା ରଖିଲେ

ମୁମ୍ବାଇ: ଅଭିନେତ୍ରୀ ଅସିନ୍ ତାଙ୍କ ସ୍ୱାମୀ ରାହୁଲଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି । ଏହାକୁ ନେଇ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ୍ ଚର୍ଚ୍ଚା । ବିବାହ ପରେ ଅସିନ୍ ଅଭିନୟ ଦୁନିଆରୁ ନିଜକୁ ଦୂରେଇ ରଖିଥିଲେ ।  ଏନେଇ ସୋସିଆଲ ମିଡ଼ିଆରେ ନିଜେ ଅସିନ୍ ନିଜର ପ୍ରତିକିୟା ରଖିଛନ୍ତି ।  ସେ…

ନୂଆ ପ୍ରଜାତିର ବୁଢ଼ିଆଣୀ ଠାବ, ଯାହା ଡ଼େଇଁ ଡ଼େଇଁ ଶୀକାର କରେ

ମୁମ୍ବାଇ: ଦୁନିଆରେ ଅନେକ ଜୀବଜନ୍ତୁ ଅଛନ୍ତି । ସେଥିମଧ୍ୟରୁ ଆମେ କିଛି ସମ୍ପର୍କରେ ଜାଣିଥିବା ବେଳେ ଆଉ ଅନେକ ଜୀବଜନ୍ତୁଙ୍କ ବିଷୟରେ ଜାଣି ନ ଥାଉ । ନିକଟରେ ମୁମ୍ବାଇରେ ଏକ ନୂଆ ପ୍ରଜାତିର ବୁଢିଆଣୀ ଠାବ କରାଯାଇଛି, ଯାହା ଡ଼େଇଁ ଡ଼େଇଁ ଶୀକାର କରିଥାଏ । ଏହାକୁ ଦେଖି ଅନୁସନ୍ଧାନକାରୀମାନେ…

କାମାକ୍ଷ ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କଲେ କଙ୍ଗନା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ ଯେକୌଣସି ପ୍ରସଙ୍ଗରେ ନିଜ ସ୍ପଷ୍ଟ ମତ ଦେବା ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି । କଙ୍ଗନା ବୁଧବାର ଗୁଆହାଟୀସ୍ଥିତ କାମାକ୍ଷ ଦେବୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । କିଛି ଦିନ ହେବ ସେ ବିଭିନ୍ନ ଧାର୍ମିକ ସ୍ଥାନ ଦର୍ଶନ…

ଏମିତି ଏକ ମୋବାଇଲ: ଯାହାର ଉଚ୍ଚତା ୮ ଫୁଟ, ଲୋକେ ଦେଖି ଆଶ୍ଚର୍ଯ୍ୟ

ଦିନ ଥିଲା କାଁ ଭାଁଙ୍କ ଘରେ ଲ୍ୟାଣ୍ଡଲାଇନ୍ ଫୋନ ରହୁଥିଲା । ସମୟ ବଦଳିବା ସହ ଦୁନିଆକୁ ଆସିଲା ମୋବାଇଲ ଫୋନ । ଏହାର ଆକାର ଖୁବ୍ ଛୋଟ ହେବା ସହ ସୁନ୍ଦର ବି ଲାଗୁଥିଲା । କିଛି ଫୋଲ୍ଡିଂ ଫୋନ ମଧ୍ୟ ବଜାରକୁ ଆସିଲା । ପରେ ଧୀରେ ଧୀରେ ଏହି ଫୋନଗୁଡିକର ଆକାର ମଧ୍ୟ ବଢିିବାକୁ ଲାଗିଲା । ସ୍ମାର୍ଟ…

ଗୋଡ଼ିରେ ନିର୍ମିତ ବିଲେଇର ଚମତ୍କାର କଳାକୃତି

ବିଟେନ୍‌: ସୋସିଆଲ ମିଡିଆରେ ଆପଣ ଅନେକ ବାଲୁକା କଳା ଦେଖିଥିବେ । ବାଲୁକା ଶିଳ୍ପୀମାନେ ବାଲିରେ ବିଭିନ୍ନ ପ୍ରକାରର କଳାକୃତି ତିଆରି କରିଥାନ୍ତି । କିନ୍ତୁ ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଡ଼ିରେ ସୁନ୍ଦର କଳାକୃତି ତିଆରି କରାଯାଇଛି । ଲୋକମାନେ…

ଦୁନିଆର ସବୁଠାରୁ ଅସୁନ୍ଦର କୁକୁର: ଦେହରେ ଗୋଟିଏ ବି ଲୋମ ନାହିଁ, ଗୋଡ ତାର ଓଲଟା

କାଲିଫର୍ଣ୍ଣିଆ: ସାଧାରଣତଃ କୁକୁରମାନେ ମଣିଷର ନିକଟତମ ପ୍ରାଣୀ ଅଟନ୍ତି । ଅନେକ କୁକୁର ପ୍ରେମୀ ସେମାନଙ୍କୁ ନିଜ ସନ୍ତାନ ପରି ରଖନ୍ତି । କିଛି ଲୋକ ଦାମୀ କୁୁକୁର ରଖିବାକୁ ପସନ୍ଦ କରିଥାନ୍ତି । କାରଣ ତାକୁ ଯିଏ ଦେଖିବ ତାର ପ୍ରଂଶସା କରିବ । କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି, ଯାହାଙ୍କ…

‘ଦ କେରଲା ଷ୍ଟୋରି’କୁ କିଣିବାକୁ ରାଜି ହେଉନି ଓଟିଟି

ମୁମ୍ବାଇ: ଗତ ମେ ମାସରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଦ କେରଲା ଷ୍ଟୋରି’ । ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ପରଠୁ ବିବାଦ ଦେଖାଦେଇଥିଲା । ଏହି ଫିଲ୍ମକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯିବା ସହ କେତେକ ସ୍ଥାନରେ ନିଷେଧ ମଧ୍ୟ କରାଯାଇଥିଲା । ହେଲେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ ଏହାକୁ…

ଏମିତି ଏକ ମାଛ: ଯାହା ଦେଖିବାକୁ ଠିକ୍ ପାଚିଲା ଆମ୍ବ ପରି

ସାଧାରଣତଃ ଗ୍ରୀଷ୍ମ ଋତୁରେ ବିଭିନ୍ନ ପ୍ରକାରର ଆମ୍ବ ମିଳିଥାଏ । କଲମ୍ବୀ, ଲାଙ୍ଗଡାଠାରୁ ଆରମ୍ଭ କରି ଦୁସେହେରୀ ଆମ୍ବ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି,ଯେଉଁଥିରେ ଆମ୍ବ ପରି ଏକ ମାଛ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ…

ବିବାଦୀୟ ସଂଳାପ ଲେଖିଥିବାରୁ ମନୋଜଙ୍କୁ ନୋଟିସ: ସପ୍ତାହକ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ହେଲେ ଫିଲ୍ମ ରିଲିଜ୍ ହେଉ ହେଉ ବିବାଦ…