ଯୁବକ ତିଆରି କଲେ ଖଟିଆ କାର, ଥରେ ଚାର୍ଜ କଲେ ଯିବ ୬୦ କିଲୋମିଟର
ଭୋପାଳ: ଗ୍ରାମାଞ୍ଚଳରେ ଅଧିକାଂଶ ଲୋକ ଖଟିଆ ବ୍ୟବହାର କରିଥାନ୍ତି । ହେଲେ ଆଧୁନିକତାର ଛାପରେ ଏହା ଧୀରେ ଧୀରେ ଲୋପ ପାଇବାକୁ ବସିଛି । ହେଲେ ଏବେ ମଧ୍ୟପ୍ରଦେଶରେ ଏକ ଖଟିଆ ବେଶ୍ ଚର୍ଚ୍ଚାରେ । କାରଣ ଜଣେ ଯୁବକ ଏକ ଖଟିଆକୁ ଗାଡ଼ିରେ ପରିଣତ କରିଛନ୍ତି । ଯାହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।…