Latest Odisha News

BREAKING NEWS

ପୂର୍ବତନ ପ୍ରେମିକାଙ୍କ ଅଫିସ ନିକଟରେ ‘ଅଫିସ୍ ସ୍ପେସ୍‌’ କିଣିଲେ କାର୍ତ୍ତିକ

ମୁମ୍ବାଇ: ପୂର୍ବତନ ପ୍ରେମିକାଙ୍କ ଅଫିସ ନିକଟରେ ‘ଅଫିସ୍ ସ୍ପେସ୍‌’ କିଣିଲେ ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ସେ ମୁମ୍ବାଇରେ ୧୦ କୋଟି ଟଙ୍କାର ଏକ ‘ଅଫିସ୍ ସ୍ପେସ୍‌’ କିଣି ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । କାର୍ତ୍ତିକ ତାଙ୍କ ପୂର୍ବତନ ପ୍ରେମିକା ସାରା ଅଲ୍ଲୀ ଖାନ୍‌ଙ୍କ ଅଫିସ୍‌କୁ…

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଶାହାରୁଖଙ୍କ ‘ଯବାନ’

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବଲିଉଡ଼ର କିଙ୍ଗ୍ ଖାନ ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ଯବାନ । ଏହି ଫିଲ୍ମ ଏବେ ସାରା ବିଶ୍ୱରେ ଧମାଲ କରୁଛି । ଏହା ଗତ ୭ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଆଡଭାନ୍ସ ବୁକିଂରେ ଭଲ ଆୟ କରିବା ପରେ ରିଲିଜ୍‌ର…

ଦାନ ବାକ୍ସରୁ ମିଳିଲା ମାନବ ଖପୁରୀ, ଲୋକେ ଦେଖି ଭୟଭୀତ

ନ୍ୟୁୟର୍କ: ଦୁନିଆରେ ଦାତାମାନଙ୍କର କୌଣସି ଅଭାବ ନାହିଁ । ଲୋକମାନେ ଟଙ୍କା, ସୁନା-ରୂପା, ପୋଷାକ, ଜମି ଆଦି ଅନେକ ଜିନିଷ ଦାନ କରିଥାନ୍ତି । ସେହିପରି ଆମେରିକାରେ ଏକ ଦାନ ବାକ୍ସ ଖୋଲା ଯାଇଛି । ଯେଉଁଠାରେ ଦାନ କରାଯାଇଥିବା ଜିନିଷଗୁଡ଼ିକ ଗରିବ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରାଯାଏ । କିନ୍ତୁ…

ଦୁନିଆର ସବୁଠୁ ଦାମୀ ଜୋତା, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଇଟାଲି:ଅଧିକାଂଶ ମହିଳା ବିଭିନ୍ନ ପ୍ରକାର ଜୋତା ପିନ୍ଧିବାକୁ ବହୁତ ପସନ୍ଦ କରିଥାନ୍ତି । ଅନେକ ମହିଳା ଭିନ୍ନ ଭିନ୍ନ ଡ଼ିଜାଇନକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଅଧିକ ଦାମ୍‌ର ପିନ୍ଧିବାକୁ ପସନ୍ଦ କରିଥାନ୍ତି । ତେବେ ଦୁନିଆରେ ଏପରି ଏକ ଜୋତା ଅଛି, ଯାହା ଦେଖିବାକୁ ବହୁତ ସୁନ୍ଦର । ହେଲେ…

ଦକ୍ଷ ଅଭିନେତ୍ରୀଙ୍କ ମଧ୍ୟରୁ କଙ୍ଗନା ଅନ୍ୟତମ: ପ୍ରଶଂସା କଲେ ଜ୍ୟୋତିକା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏଥର ବଲିଉଡର ବିବାଦୀୟ ରାଣୀ ତାଙ୍କ ଆଗାମୀ କମେଡି ଫିଲ୍ମ ‘ଚନ୍ଦ୍ରମୁଖୀ ୨'କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ ରିଲିଜ୍ ପୂର୍ବରୁ ଏବେ ସେ ଏହାର ପ୍ରଚାର…

ବାଂଲାଦେଶରେ ରିଲିଜ ହେଲାନି ‘ଯବାନ’, ନିରାଶ ହେଲେ ପ୍ରଶଂସକ

ମୁମ୍ବାଇ: ବଲିଉଡର କିଙ୍ଗଖାନ ଶାହାରୁଖ ଖାଁଙ୍କ ଅଭିନୀତ ଫିଲ୍ମ ‘ଯବାନ’ ଏବେ ସାରା ବିଶ୍ୱରେ ଧମାଲ କରୁଛି । ଏହି ଫିଲ୍ମ ଗତ ୭ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ରିଲିଜ୍‌ର ପ୍ରଥମ ଦିନରେ ଫିଲ୍ମ ବ୍ୟବସାୟରେ ବକ୍ସ ଅଫିସରେ ରେକର୍ଡ଼ ଭାଙ୍ଗିଛି । କେବଳ…

ଏମିତି ଗାଁ, ଯେଉଁଠି ୪୫ ବର୍ଷ ହେଲାଣି ଗୋଟିଏ ବି ମାମଲା ଥାନାରେ ହୋଇନି

ବିହାର: ଏମିତି ଏକ ଗାଁ ଯେଉଁଠି ମଦ ପ୍ରସ୍ତୁତ ହୁଏ ନାହିଁ କିମ୍ବା କେହି ପିଅନ୍ତି ବି ନାହିଁ । ଦୋକାନ ବି ନାହିଁ । ବର୍ଷେ କି ୫ ବର୍ଷ ନୁହେଁ, ଦୀର୍ଘ ୪୫ ବର୍ଷ ହେଲାଣି ଏହି ଗ୍ରାମରୁ ଗୋଟିଏ ମାମଲା ମଧ୍ୟ ଥାନାକୁ ଯାଇନାହିଁ । ଏମିତି କି ଏହି ଗାଁରେ କେହି ସରପଞ୍ଚଏବଂ ୱାର୍ଡ ସଦସ୍ୟ ଭାବେ…

ବସ୍‌ରେ ଯିବା ବେଳେ ପ୍ରଶଂସକଙ୍କ ମନ ଜିଣିଲେ ରାଘବ-ପରିଣୀତି

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମପି ରାଘବ ଚଢ଼ା । ଏହାକୁ ନେଇ ସେମାନେ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଗତ ମେ’ ମାସରେ ଉଭୟଙ୍କ ନିର୍ବନ୍ଧ ଆୟୋଜିତ ହୋଇଥିଲା । ନିର୍ବନ୍ଧ ପରଠାରୁ ଦୁହେଁ ଅଧିକାଂଶ ସମୟ ଏକାଠି…

ମହିଳା ଡ଼ାକ୍ତର ନିଜେ ନିଜର କଲେ ଏଣ୍ଡୋସ୍କୋପି

ନୂଆଦିଲ୍ଲୀ: ସାଧାରଣତଃ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଲେ ଏଣ୍ଡୋସ୍କୋପି କରିବାକୁ ଡ଼ାକ୍ତରମାନେ ପରାମର୍ଶ ଦେଇଥାନ୍ତି । କାରଣ ଏଣ୍ଡୋସ୍କୋପି ଦ୍ୱାରା ବିଭିନ୍ନ ରୋଗ ସହଜରେ ଚିହ୍ନଟ ହୋଇପାରିଥାଏ । ଏଣ୍ଡୋସ୍କୋପିରେ ଗଳା ବାଟେ ଏକ କ୍ୟାମେରା ଶରୀର ଭିତରକୁ ଯାଇ ଭିତରେ ଥିବା ରୋଗର ଚିହ୍ନଟ…

ଡବିଂ କରୁଥିବା ବେଳେ ଚାଲିଗଲା ବରିଷ୍ଠ ଅଭିନେତାଙ୍କ ପ୍ରାଣବାୟୁ

ମୁମ୍ବାଇ: ଡବିଂ କରୁଥିବା ବେଳେ ଚାଲିଗଲା ତାମିଲର ବରିଷ୍ଠ ଅଭିନେତା ଜି ମାରିମୁଥଙ୍କ ପ୍ରାଣବାୟୁ । ସେ ସବୁଦିନ ଭଳି ଶୁକ୍ରବାର ସକାଳେ ଶୋ ପାଇଁ ଡବିଂ କରୁଥିବା ବେଳେ ହୃଦଘାତର ଶିକାର ହୋଇଥିଲେ । ଫଳରେ ସେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ । ସଙ୍ଗେସଙ୍ଗେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି…