Latest Odisha News

BREAKING NEWS

ବିରଳ ଅସ୍ତ୍ରୋପଚାର: କଟା ହାତକୁ ଜୀବନ୍ତ ରଖିବାକୁ ଗୋଡରେ ଲଗାଇଲେ ଡ଼ାକ୍ତର

ଚୀନ୍‌: ସାଧାରଣତଃ ଡାକ୍ତରମାନଙ୍କୁ ଦୁନିଆରେ ଈଶ୍ୱରଙ୍କ ମାନ୍ୟତା ଦିଆଯାଇଛି । କାରଣ ସେମାନେ ହିଁ ଶେଷ ମୁହର୍ତ୍ତରେ ରୋଗୀର ଜୀବନ ରକ୍ଷା କରନ୍ତି । କିନ୍ତୁ ଚୀନର ଏକ ଡ଼ାକ୍ତରୀଦଳ ଗୋଟିଏ ପାଦ ଆଗକୁ ଯାଇ ଏପରି କିଛି ଚମତ୍କାରିତା କରି ଦେଖାଇଛନ୍ତି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ…

ଅନ୍‌ଲାଇନ୍‌ରୁ ଖାଦ୍ୟ ଅର୍ଡ଼ର କରି ଠକାମୀର ଶିକାର ହେଲେ ଆକାଂକ୍ଷା

ମୁମ୍ବାଇ: ସାଧାରଣତଃ ଲୋକେ ଅନଲାଇନରେ ଅନେକ ଜିନିଷ ଅର୍ଡର କରିଥାନ୍ତି । କାରଣ ଘରେ ବସି ପ୍ରତ୍ୟେକ ଜିନିଷ ହାତପାହାନ୍ତାରେ ପହଞ୍ଚିଯାଏ । ସେଥିଲାଗି ଲୋକେ ଅନ୍‌ଲାଇନ୍‌ରୁ ଡ଼୍ରେସଠାରୁ ଆରମ୍ଭ କରି ତେଜରାତି, ଖାଦ୍ୟ ଆଦି ବିଭିନ୍ନ ଜିନିଷ ଅର୍ଡ଼ର କରନ୍ତି । ଏବେ ଅନ୍‌ଲାଇନରୁ ଅର୍ଡ଼ର କରିବା…

ବୟସ୍କଙ୍କ ପାଇଁ ଏୟାରବ୍ୟାଗ: ଦେବ ତାଙ୍କୁ ସୁରକ୍ଷା , ତଳେ ପଡ଼ିଲେ ଭାଙ୍ଗିବ ନାହିଁ ହାଡ଼

ଚୀନ: ସାଧାରଣତଃ ବୟସ ବଢିଲେ ମଣିଷର ହାଡ ଦୁର୍ବଳ ହୋଇଯାଏ । ମଣିଷ ନିଜ ଉପରେ ନିୟନ୍ତ୍ରଣ ହରାଇଥାଏ । ଯଦି ବାର୍ଦ୍ଧକ୍ୟ ଅବସ୍ଥାରେ କେହି ଅସାବଧାନତା ଯୋଗୁ ତଳେ ପଡ଼ିଯାଆନ୍ତି, ସଙ୍ଗେ ସଙ୍ଗେ ସେମାନଙ୍କର ହାଡ଼ ଭାଙ୍ଗି ଯାଇଥାଏ । ଆଉ ବୃଦ୍ଧାବସ୍ଥାରେ ଏହି ଭଙ୍ଗା ହାଡ଼କୁ ଯୋଡ଼ିବା ପ୍ରାୟତଃ ସମ୍ଭବ…

ପଲକ-ଇବ୍ରାହିମଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା: ଧରା ପକାଇଦେଲା ଜ୍ୟାକେଟ୍‌

ମୁମ୍ବାଇ: ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ୍ ଏବେ ଖୁବ୍ ଚର୍ଚ୍ଚାରେ । ସେ ଅଭିନେତା ସୈଫ ଅଲ୍ଲି ଖାଁଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାଁଙ୍କୁ ଡ଼େଟ କରୁଥିବା ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଛି । ଉଭୟଙ୍କୁ ସବୁବେଳେ ଏକାଠି ଦେଖିବାକୁ ମିଳୁଛି । ଏନେଇ ପଚାରିଲେ ଦୁହେଁ ବନ୍ଧୁ ବୋଲି…

ଦମ୍ପତ୍ତିଙ୍କ ଅଜବ ସଉକ: କାରରେ ୧୧୬ ଟି ଦେଶ ଭ୍ରମଣ କରି କଲେ ବିଶ୍ୱ ରେକର୍ଡ

ନ୍ୟୁୟର୍କ: ସାଧାରଣତଃ ଲୋକଙ୍କର ସଉକ ଭିନ୍ନ ଭିନ୍ନ ହୋଇଥାଏ । କିଏ ପଢିବାକୁ ପସନ୍ଦ କରୁଥିବା ବେଳେ ଆଉ କିଏ ନାଚିବା ବା ଗାଇବାକୁ ପସନ୍ଦ କରିଥାନ୍ତି । ଆଉ କିଏ ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ଭଲ ପାଇଥାନ୍ତି । କିଏ ଫ୍ଲାଇଟ୍‌ରେ ଯିବାକୁ ପସନ୍ଦ କରୁଥିବା ବେଳେ ଆଉ କିଏ ନିଜ କାରରେ…

ବିଗ ବସ୍ ଓଟିଟି-୨ରୁ ବିଦା ହେବେ ଦୁଇ ପ୍ରତିଯୋଗୀ

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ ରିଅଲିଟି ଶୋ ହେଉଛି ‘ବିଗ୍‌ବସ୍‌’ । ଏହା ଟିଭି ପରଦାରେ ହେଉ ବା ଓଟିଟିରେ ସବୁଠି ବିଗ୍‌ବସ୍ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଉଛି । ଏହି ବିବାଦୀୟ ଶୋକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ଏବେ ‘ବିଗ ବସ୍ ଓଟିଟି-୨’ରୁ ଏହି ସପ୍ତାହରେ ଡ଼ବଲ ଆଉଟ୍ ହେବାକୁ…

୪୦ ବର୍ଷ ବୟସରେ ୩ ସନ୍ତାନ: ଆଉ ମାଆ ହେବାକୁ ଚାହୁଁ ନାହାନ୍ତି ଦଲଜିତ୍

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦଲଜିତ୍ କୌର ଗତ ମାର୍ଚ୍ଚରେ ଦ୍ୱିତୀୟ ବିବାହ କରିଥିଲେ । ଲଣ୍ଡନରେ ରହୁଥିବା ବ୍ୟବସାୟୀ ନିଖିଲ ପଟେଲଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଏବେ ସେ ତାଙ୍କ ଜୀବନକୁ ଉପଭୋଗ କରୁଛନ୍ତି । ୪୦ ବର୍ଷ ବୟସରେ ମୋର ୩ଟି ପିଲା ଅଛନ୍ତି । ଆଉ ମାଆ ହେବାକୁ…

ଦୁନିଆର ସବୁଠୁ ବଡ କବରସ୍ଥାନ, ଏଠାରେ ରହିଛି ଲକ୍ଷ ଲକ୍ଷ ସମାଧି

ଇରାକ୍‌: ମଣିଷ ଜନ୍ମ ହୁଏ ଏବଂ ମୃତ୍ୟୁବରଣ କରେ । ଏହି ଦୁଇଟି ଦିଗ ହେଉଛି ଜୀବନର ସତ୍ୟ, ଯାହା କେବେ ବି ପରିବର୍ତ୍ତନ ହୋଇପାରିବ ନାହିଁ । ପରିବାରରେ କାହାର ମୃତ୍ୟୁ ହେଲେ ଘରର ସଦସ୍ୟମାନେ ତାଙ୍କର ଶେଷ ରୀତି ଠିକ୍ ଭାବେ ପାଳନ କରିବାକୁ ଚେଷ୍ଟା କରିଥାନ୍ତି । ଆଉ ଏପରି ସ୍ଥାନରେ କରାଯିବା…

ହସ୍‌ପିଟାଲରୁ ୯ଦିନ ପରେ ଘରକୁ ଫେରିଲେ ମୌନି

ମୁମ୍ବାଇ: ହସ୍‌ପିଟାଲରୁ ୯ଦିନ ପରେ ଚିକିତ୍ସିତ ହୋଇ ଘରକୁ ଫେରିଲେ ଜଣାଶୁଣା ଅଭିନେତ୍ରୀ ମୌନି ରଏ । ଅସୁସ୍ଥତା କାରଣରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏବେ ସୁସ୍ଥ ଅଛନ୍ତି, ଘରକୁ ଫେରିଛନ୍ତି ବୋଲି ସେ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ସେୟାର କରିଛନ୍ତି । ଏହା ଜାଣିବା ପରେ…

ବିରଳ ଧଳା ରଙ୍ଗର ମୟୂର, ଲୋକେ ଦେଖି ଆଶ୍ଚର୍ଯ୍ୟ

ଭାରତର ଜାତୀୟ ପକ୍ଷୀ ହେଉଛି ମୟୂର । ଏହା ଦେଖିବାକୁ ବହୁତ ସୁନ୍ଦର । ମୟୂରକୁ ଦେଖିଲେ ମନ ଖୁସି ହୋଇଯାଏ । ବିଶେଷକରି ଶ୍ରାବଣ ମାସରେ ମୟୁରର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଯାଇଥାଏ । ଯେତେବେଳେ ବର୍ଷା ଆସେ ସେମାନେ ପୁଚ୍ଛ ମେଲାଇ ନାଚିବା ଆରମ୍ଭ କରନ୍ତି । ଆଉ ଏହି ଦୃଶ୍ୟକୁ ଶବ୍ଦରେ ବର୍ଣ୍ଣନା…