Latest Odisha News

କର୍ଣ୍ଣାଟକରେ ଓଡ଼ିଆ ପର୍ଯ୍ୟଟକଙ୍କୁ ହତ୍ୟା, ଇସ୍ରାଏଲୀ ମହିଳାଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ:କର୍ଣ୍ଣାଟକରେ ଅତ୍ୟନ୍ତ ଅଭାବନୀୟ ଘଟଣା । ଜଣେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ବେଳେ ସାଥିରେ ଥିବା ଜଣେ ଓଡ଼ିଆ ପର୍ଯ୍ୟଟକଙ୍କୁ କେନାଲକୁ ଠେଲି ଦିଆଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ଓଡ଼ିଆ ପର୍ଯ୍ୟଟକଙ୍କ ପରିଚୟ ମିଳିଛି, ତାଙ୍କ ନାଁ ହେଲା ବିଭାସ ।…

ଏହି ମନ୍ଦିରକୁ ଥରେ ଗଲେ ହୋଇଯିବେ ମାଲାମାଲ, ଯିଏ ଯାଇଛି ସେ ପାଇଛି …

ଭାରତରେ ବହୁ ଦେବଦେବୀଙ୍କ ମନ୍ଦିର ରହିଛି। ପ୍ରତିଟି ମନ୍ଦିରର ନିଜସ୍ବ ଇତିହାସ ଓ କିମ୍ବଦନ୍ତୀ ମଧ୍ୟ ରହିଛି। ହେଲେ ଆପଣମାନେ ଜାଣିଛନ୍ତି କି ଏମିତି ଏକ ମନ୍ଦିର ଅଛି ଯେଉଁଠାକୁ ଭକ୍ତମାନେ ଗଲେ ତାଙ୍କର ଧନର ଅଭାବ ରୁହେ ନାହିଁ । ଏମିତି ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନା , ହେଲେ ଏହା…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭାଉଜଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଲା ପିଏ, ପୋଲିସ ପହଞ୍ଚିଲା ବେଳକୁ….

ରାଞ୍ଚି:  ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ତଥା ବିଜେପି ନେତ୍ରୀ ସୀତା ସୋରେନଙ୍କ ଉପରେ ଆକ୍ରମଣ। ସୀତା ସୋରେନ ତାଙ୍କ ପରିବାର ସହ ଏକ ବିବାହ ସମାରୋହକୁ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ସରୟାଢେଲା ସ୍ଥିତ ଏକ ହୋଟେଲରେ ସୀତାଙ୍କ ପିଏ ଦେବାଶିଷ…

ୟୁଟ୍ୟୁବରେ ଭିିଡିଓ ଅପଲୋଡ୍ କରୁଥିଲେ ସାବଧାନ ! 48 ଲକ୍ଷ ଚ୍ୟାନେଲ ହେଲା ବ୍ୟାନ

ନୂଆଦିଲ୍ଲୀ: ଯଦି ଆପଣ ୟୁଟ୍ୟୁବରେ ଭିଡିଓ ଅପଲୋଡ୍ କରୁଛିନ୍ତି ତେବେ ସାବଧାନ ହୋଇଯାନ୍ତୁ। କାହିଁକି ନା ୟୁଟ୍ୟୁବ ତାର କମ୍ୟୁନିଟି ଗାଇଡଲାନ ଆହୁରି କଠୋର କରିଛି। ଏହା ବିରୋଧରେ ଯେଉଁମାନେ କଣ୍ଟେଟ ପ୍ରସ୍ତୁତ କରୁଛନ୍ତି  ୟୁ୍ଟ୍ୟୁବ ସେଗୁଡିକୁ ଡିଲିଟ କରୁଛି। ଭାରତର ବିଭିନ୍ନ ଚ୍ୟାନେଲର 30…

Champions Trophy: ବଦଳିଗଲା କି ଫାଇନାଲର ସମୟ ? ଜାଣନ୍ତୁ ଦୁବାଇରେ କେତେବେଳେ ଆରମ୍ଭ ହେବ ମ୍ୟାଚ୍

ନୂଆଦିଲ୍ଲୀ: ବିଗ୍‌ ଫାଇଟ୍‌ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଦୁଇ ଟିମ୍ ପ୍ରସ୍ତୁତି ଜୋରଦାର୍ କରୁଛନ୍ତି । ଏହି ମ୍ୟାଚ ଦୁବାଇ ଇଣ୍ଟରନେସନାଲ ଷ୍ଚାଡିୟମରେ…

Jio Plan: ଆଜି ରିଚାର୍ଜ କଲେ ମିଳିବ ୩୩୬ ଦିନର ଭ୍ୟାଲିଡିଟି, ଫ୍ରିରେ ପାଇବେ…

ନୂଆଦିଲ୍ଲୀ : ଯଦି ଆପଣ ରିଲାଏନ୍ସ ଜିଓର ପ୍ରିପେଡ ସିମ ବ୍ୟବହାର କରନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଦରକାରୀ। ଆଜି ଆମେ ଆପଣଙ୍କୁ ଏପରି ଏକ ଶସ୍ତା ରିଚାର୍ଜ ପ୍ଲାନ ବିଷୟରେ କହିବୁ ଯାହା ୧୮୦୦ ଟଙ୍କାରୁ କମ ମୂଲ୍ୟରେ ୩୩୬ ଦିନର ବୈଧତା ପ୍ରଦାନ କରେ। ଏହି ପ୍ଲାନର ମୂଲ୍ୟ ୧୭୪୮ ଟଙ୍କା,…

ନୂଆ ଢାଞ୍ଚାରେ ହେବ ପିଜି ନାମଲେଖା, ହଟିଲା କ୍ୟାରିଅର ମାର୍କ

ଭୁବନେଶ୍ୱର:ନୂଆ ଢାଞ୍ଚାରେ ପିଜି ନାମଲେଖା । କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଢାଞ୍ଚାରେ ହେବ ପିଜି ନାମଲେଖା । ପ୍ରବେଶିକା ପରୀକ୍ଷାର ମାର୍କ ହିଁ ହେବ ଚୟନ ମାନଦଣ୍ଡ। ଆସନ୍ତା ଶିକ୍ଷାବର୍ଷରୁ କେବଳ ପ୍ରବେଶିକା ପରୀକ୍ଷାକୁ ଗୁରୁତ୍ବ। ଏଥର କ୍ୟାରିଅର ମାର୍କକୁ ଆଉ ବିଚାରକୁ ନିଆଯିବ ନାହିଁ।…

Womens Day 2025: ବିବାହ ପରେ ବି ସୁପରହିଟ୍‌ ହୋଇଛି ଏହି ହସିନାଙ୍କ କ୍ୟାରିଅର, ବଲିଉଡକୁ ଦେଇଛନ୍ତି ବ୍ଲକବଷ୍ଟର…

ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯିବ। ଏପରି ସମୟରେ, ଆମେ ଆପଣଙ୍କ ପାଇଁ ବି-ଟାଉନର ସେହି ଦିଭାମାନଙ୍କ ଏକ ତାଲିକା ଆଣିଛୁ, ଯେଉଁମାନେ ବିବାହ ପରେ ମଧ୍ୟ କ୍ୟାରିଅରରେ ସଫଳତା ପାଇଛନ୍ତି। ବଲିଉଡକୁ ଅନେକ ସୁପରହିଟ ଫିଲ୍ମ ମଧ୍ୟ ଦେଇଛନ୍ତି। ଦୀପିକା…

ପୁଣି ଓଡ଼ିଆଙ୍କୁ ଗୁରୁଦାୟିତ୍ବ, ରାଷ୍ଟ୍ରପତିଙ୍କ ପରାମର୍ଶଦାତା ହେଲେ ଓଡ଼ିଆ ଝିଅ

ଭୁବନେଶ୍ୱର :ପୁଣି ଓଡ଼ିଆଙ୍କୁ ଗୁରୁଦାୟିତ୍ବ । ରାଷ୍ଟ୍ରପତିଙ୍କ ପରାମର୍ଶଦାତା ହେଲେ ବିଜୟଲକ୍ଷ୍ମୀ ମହାନ୍ତି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଝିଅ ତଥା କଟକସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର ନିର୍ଦ୍ଦେଶିକା ପ୍ରାଧ୍ୟାପିକା ଡକ୍ଟର ବିଜୟଲକ୍ଷ୍ମୀ…

ସତରେ କ’ଣ ସୁନାର ରକ୍ଷକ ସାପ ? କ’ଣ କହୁଛି ଧର୍ମ

ସାପ ମାରାତ୍ମକ ବୋଲି ତା’ଠାରୁ ଦୂରେଇ ରହିବାକୁ କୁହାଯାଏ। ଯଦି ଆପଣ କେବେ କୌଣସି ସ୍ଥାନରେ ସାପ ଦେଖନ୍ତି, ସାଙ୍ଗେସାଙ୍ଗେ ଭୟଭୀତ ହୋଇ ଯେକୌଣସି ପ୍ରକାରେ ତାକୁ ଘଉଡ଼ାଇବାକୁ ଚେଷ୍ଟା କରନ୍ତି। କିମ୍ବା ସାପ ଧରାଳିଙ୍କୁ ଡାକି ତାକୁ ଉଦ୍ଧାର କରନ୍ତି। ସାପ ବିଶ୍ୱର ବିଷାକ୍ତ ପ୍ରାଣୀମାନଙ୍କ…