Latest Odisha News

BREAKING NEWS

ଇରାନର ମିସାଇଲ ସୋ’, ତାଜୁବ ହେଲା ପୂରା ଦୁନିଆ

ନୂଆଦିଲ୍ଲୀ : ଇରାନ ଦେଖାଇଲା ମିସାଇଲ ସୋ' । ଯାହାକୁ ଦେଖି ଏବେ ପୂରା ଦୁନିଆ ଛାନିଆ । ମାଳ ମାଳ ନୂଆ ମିସାଇଲ ଆଉ ଅତ୍ୟାଧୁନିକ ଡ୍ରୋନରେ ତିଆରି ହୋଇଯାଇଛି ଇରାନର ମିସାଇଲ ସିଟି । ଯାହା ଦେଖିଲା ବେଳକୁ ଆଚମ୍ବିତ ଲାଗୁଛି । ଇସ୍ରାଏଲ ସହ ତିକ୍ତତା ଭିତରେ ମିସାଇଲ ସିଟିର ଭିଡିଓ ସାମ୍ନାକୁ…

ତାମିଲନାଡୁ ଓ କେନ୍ଦ୍ର ସରକାର ମୁହାଁମୁହିଁ, ରେଳ ପ୍ରକଳ୍ପକୁ ନେଇ ବିବାଦ

ନୂଆଦିଲ୍ଲୀ : ତାମିଲନାଡୁ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆହୁରି ତୀବ୍ର ହୋଇଛି । ମଦୁରାଇ-ଥୁଟିକୁଡ଼ି ରେଳ ପ୍ରକଳ୍ପକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ସରକାର । ଶୁକ୍ରବାର ଚେନ୍ନାଇ ICFରେ ଅମୃତ ବାରତ ଓ ବନ୍ଦେ ଭାରତ ଏକ୍ସପ୍ରେସର ସ୍ଲିପର୍ କୋଚ୍ ଅନୁଧ୍ୟାନ ବେଳେ…

ଦିଲ୍ଲୀ ରାଜନୀତିରେ ବଡ଼ ହଲଚଲ ! ପୁଣି ଅଡୁଆରେ ପଡ଼ିଲା ଆପ୍, ଘେରିଲା ବିଜେପି

ନୂଆଦିଲ୍ଲୀ : ଦିଲ୍ଲୀରେ ଜୋରଦାର ହେଉଛି ନିର୍ବାଚନୀ ପ୍ରଚାର। କଂଗ୍ରେସ, ବିଜେପି ଓ ଆମ ଆଦମୀ ପାର୍ଟି ଭିତରେ ଆରୋପ ପ୍ରତ୍ୟାରୋପ ବି ତୀବ୍ର ହେଉଛି। ହେଲେ ଏହାରି ଭିତରେ ଦିଲ୍ଲୀର ରାଜନୈତିକ ପାଣିପାଗକୁ ସରଗରମ କରିଦେଇଛି CAG ରିପୋର୍ଟ। ନିର୍ବାଚନୀ ପ୍ରଚାର ଭିତରେ ବହୁ ଚର୍ଚ୍ଚିତ ଅବକାରୀ…

ସ୍ୱାମୀଙ୍କ ଆତ୍ମହତ୍ୟା ଖବର ଶୁଣି ସ୍ତ୍ରୀ ବି ଚାଲିଗଲେ, ଘରୋଇ ଝଗଡ଼ା ହେଲା କାଳ

ନୂଆଦିଲ୍ଲୀ : ଘରୋଇ ଝଗଡ଼ାରୁ ଭୟଙ୍କର ସ୍ଥିତି । ଆତ୍ମହତ୍ୟା କରିଦେଲେ ସ୍ବାମୀ-ସ୍ତ୍ରୀ। ପ୍ରଥମେ ସ୍ବାମୀ ଆତ୍ମହତ୍ୟା କଲେ, ଆଉ ସ୍ବାମୀଙ୍କ ମୃତ୍ୟୁ ଖବର ମିଳିବା ପରେ ସ୍ତ୍ରୀ ମଧ୍ୟ ଆତ୍ମହତ୍ୟା କରିଛନ୍ତି । ୩୨ ବର୍ଷୀୟ ବିଜୟ ପ୍ରତାପ ଚୌହାନ ଏବଂ ତାଙ୍କ ୨୮ ବର୍ଷୀୟ ସ୍ତ୍ରୀ ଶିବାନୀ…

ଆପ ବିଧାୟକଙ୍କ ମୃତ୍ୟୁ, ଆତ୍ମହତ୍ୟା ନା ହତ୍ୟା ବଢୁଛି ସସ୍‌ପେନ୍ସ

ନୂଆଦିଲ୍ଲୀ : ପଞ୍ଜାବର ଆମ୍ ଆଦମୀ ପାର୍ଟି ବିଧାୟକ ଗୁରୁପ୍ରୀତ ଗୋଗିଙ୍କ ମୃତ୍ୟୁ । ୫୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଗୁରୁମିତ ଗୋଗି ଆତ୍ମହତ୍ୟା କରିଛନ୍ତି ନା ଦୁର୍ଘଟଣାବଶତଃ ପିସ୍ତଲ ଫାୟାରିଂ ହୋଇ ତାଙ୍କର ମୃତ୍ୟୁ ହୋଇଛି, ତାର ତଦନ୍ତ ଚାଲିଛି । ଲୁଧିଆନା ୱେଷ୍ଟ ଆସନରୁ ଆମ୍…

ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ, ସାଭରକର ଟିପ୍ପଣୀ ମାମଲାରେ ହୋଇଥିଲା ଏଫଆଇଆର

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ । ସାଭରକରଙ୍କ ଉପରେ ରାହୁଲ ଦେଇଥିବା ଟିପ୍ପଣୀକୁ ନେଇ କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏହି ମାମଲାରେ ପୁଣେର ସ୍ୱତନ୍ତ୍ର କୋର୍ଟ ରାହୁଲଙ୍କୁ ଜାମିନ ଦେଇଛନ୍ତି। ବିନାୟକ ଦାମୋଦର ସାଭରକରଙ୍କ ଉପରେ କଥିତ ଆପତ୍ତିଜନକ…

ଉତ୍ତରପ୍ରଦେଶରେ ଚାଞ୍ଚଲ୍ୟ, ବନ୍ଦ ଘରୁ ମିଳିଲା ୫ ମୃତଦେହ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମିରଟରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ବନ୍ଦ ଘରୁ ୫ଟି ମୃତଦେହ ଉଦ୍ଧାର କରିଛି ପୋଲିସ । ଏମାନଙ୍କ ଭିତରୁ ବକ୍ସ ଖଟ ଭିତରୁ ମିଳିଛି ୩ ଝିଅଙ୍କ ମୃତଦେହ । ଆଉ ଖଟ ପାଖରେ ଦମ୍ପତି ଓ ଖଟ ଭିତରୁ ଝିଅଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ୫ ଜଣଙ୍କ ଶରୀରର ବିଭିନ୍ନ…

ଜଳୁଛି ଆମେରିକା ! କେଇ ଘଣ୍ଟାରେ ପାଉଁଶ ହୋଇଗଲା ସବୁ

ନୂଆଦିଲ୍ଲୀ :ଜଳୁଛି ଆମେରିକା । କାଲିଫର୍ଣ୍ଣିଆର ଲସ୍ ଆଞ୍ଜେଲସରେ ଲାଗିଥିବା ନିଆଁ ଏବେ ବି ଜଳୁଛି । ବୁଧବାର ରାତିରୁ ଲାଗିଥିବା ଏହି ନିଆଁ ନା ଲିଭୁଛି ନା ନିୟନ୍ତ୍ରଣ ହେଉଛି, ବରଂ ଅଧିକରୁ ଅଦିକ ବ୍ୟାପରିବାରେ ଲାଗିଛି । ବୁଧବାର ରାତିରେ ଲସ୍ ଆଞ୍ଜେଲସ୍ ଆଲ୍‌ଟାଡେନା ଜଙ୍ଗଲରେ ଲାଗିଥିଲା…

‘ଡ୍ରଗ୍‌ସ ନିଅନ୍ତି ଏଲନ ମସ୍କ’, ଆବ୍ରମସନ୍ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ : ଏଲନ୍ ମସ୍କଙ୍କ ବାବଦରେ ବଡ଼ ଖୁଲାସା । ମସ୍କଙ୍କ ଆତ୍ମଜୀବନୀ ଲେଖିଥିବା ସେଠ୍ ଆବ୍ରମସନ୍ ଏହି ଖୁଲାସା କରିଛନ୍ତି । ମସ୍କ ଜଣେ ପାଗଳ, ଖୁବ ଶୀଘ୍ର ସେ ଆହୁରି ପାଗଳ ହୋଇଯାଇପାରନ୍ତି । ଅତ୍ୟଧିତ ଡ୍ରଗ୍‌ସ ଖାଇ ଖାଇ ତାଙ୍କ ମାନସିକ ସ୍ଥିତି ଆଦୌ ଭଲ ନାହିଁ ବୋଲି ଆବ୍ରସନ କହିଛନ୍ତି…

ଭୁବନେଶ୍ୱରରେ ଖେଳାଯିବ ଅଲିମ୍ପିକ ? ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ନୂଆଦିଲ୍ଲୀ : ଭୁବନେଶ୍ୱରରେ ଖେଳାଯିବ ଅଲିମ୍ପିକ ! ଆଉ ଅଲିମ୍ପିକ ଆୟୋଜନର ମୁଖ୍ୟ ହେବ ଅହମ୍ମଦାବାଦ । କେବଳ ଭୁବନେଶ୍ୱର ନୁହେଁ ପୁଣେ, ଭୋପାଳ ଏବଂ ମୁମ୍ବାଇରେ ଅଲିମ୍ପିକ ଇଭେଣ୍ଟ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି ଯେ ଯଦି ଭାରତକୁ ୨୦୩୬ରେ ଅଲମ୍ପିକ ଆୟୋଜନ…