Latest Odisha News

BREAKING NEWS

ଭୂକମ୍ପରେ ବଢୁଛି ମୃତ୍ୟୁ ସଂଖ୍ୟା, ଏବେ ବି ମାଟି ତଳେ ଚାପି ହୋଇଛନ୍ତି ଅନେକ ଲୋକ

ନୂଆଦିଲ୍ଲୀ : ତିବ୍ବତରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୯୫କୁ ବୃଦ୍ଧି ପାଇଛି। ଶତାଧିକ ଲୋକ ଆହତ ହୋଇଥିବା ବେଳେ ମାଟି ତଳେ ଅନେକ ଲୋକ ଦବିଥିବା ସନ୍ଦେହ କରାଯାଉଛି । ତେଣୁ ମୃତ୍ୟୁସଂଖ୍ୟା ଆହୁରି…

କେଉଁ ବୟସର ଲୋକଙ୍କ ପାଇଁ ବିପଦ HMPV ଭାଇରସ୍‌ ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ଚାଲିଯିବା ପରେ ସାରା ବିଶ୍ବରେ ଲୋକେ ଏକପ୍ରକାର ଆଶ୍ବସ୍ତ ହୋଇଥିଲେ ଯେ ସବୁଠାରୁ ବଡ଼ ବିପଦ ଟଳିଗଲା । କିନ୍ତୁ ଏବେ ପୁଣି HMPV ଭାଇରସ୍‌ ଚିନ୍ତାର କାରଣ ହେଲାଣି । କୋଭିଡ ଭଳି ଏହି ଭାଇରସ ବି ଚୀନ୍‌ରୁ ଆସିଛି । ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି ଏହି ଭାଇରସ୍‌ ୮…

ଦିଲ୍ଲୀ ରାଜନୀତିର ଭିତିରି ଖେଳ, କଂଗ୍ରେସ ହେବ କିଙ୍ଗ୍‌ମେକର ?

ନୂଆଦିଲ୍ଲୀ : ବାଜିଲା ଦିଲ୍ଲୀ ନିର୍ବାଚନର ବିଗୁଲ । ଆସନ୍ତା ଫେବ୍ରୁଆରି ୫ ତାରିଖରେ ହେବ ନିର୍ବାଚନ । ହେଲେ ଏହାରି ଭିତରେ ଆରମ୍ଭ ହୋଇଛି ଭିନ୍ନ ଭିନ୍ନ ଆକଳନ । ଏଥର କାହା ସପକ୍ଷରେ ରହିଛି ଦିଲ୍ଲୀ ଭୋଟ ? ୨୦୧୫ରୁ ଏଠି ଆମ୍ ଆଦମୀ ପାର୍ଟିର ସରକାର ଚାଲିଥିବା ବେଳେ ୨୭ ବର୍ଷ ପରେ ଦିଲ୍ଲୀ ଦଖଲ…

ଅନ୍ୟ ଦେଶର ନାଗରିକତା ନେଉଛନ୍ତି ପାକିସ୍ତାନ ପ୍ରଶାସନିକ ଅଧିକାରୀ, ବିପଦରେ ଦେଶର ସୁରକ୍ଷା

ନୂଆଦିଲ୍ଲୀ : ଘୋର୍ ଆର୍ଥିକ ବିପର୍ଯ୍ୟୟ ଭିତରେ ଗତି କରୁଛି ପାକିସ୍ତାନ । ଯୁଆଡ଼େ ଦେଖିବ ଭୋକର ବିକଳ ଚିତ୍ର । ଦେଶରେ ଦେଖାଦେଲାଣି ଟଙ୍କାର ଅଭାବ। କେବଳ ଆର୍ଥିକ ବିପର୍ଯ୍ୟୟ ନୁହେଁ ରାଜନୈତିକ ଅସ୍ଥିରତା ଓ ଆତଙ୍କବାଦୀ ସମସ୍ୟା ମଧ୍ୟ ପାକିସ୍ତାନକୁ ପଛୁଆ କରି ରଖିଛି । ଏହାରି ଭିତରେ…

ଗୁପଚୁପ ବିକାଳିଙ୍କୁ ଆସିଲା ଜିଏସଟି ନୋଟିସ୍, ସୋସିଆଲ ମିଡିଆରେ ଲୋକେ କହିଲେ…

ନୂଆଦିଲ୍ଲୀ : ଗୁପଚୁପ ବିକାଳିଙ୍କୁ ଆସିଲା ଜିଏସଟି ନୋଟିସ୍ । ତାମିଲନାଡୁର ଜମେ ଗୁପଚୁପ ବିକାଳିଙ୍କୁ ଏହି ନୋଟିସ୍ ଜାରି ହୋଇଛି । ଜିଏସଟି ଆଇନର ଧାରା ଧାରା ୭୦ ଅନୁସାରେ ତାଙ୍କୁ ଏହି ନୋଟିସ୍ ଜାରି ହୋଇଛି। ଗତବର୍ଷ ସଂପୃକ୍ତ ଗୁପଚୁପ ବିକାଳି ୪୦ ଲକ୍ଷ ଟଙ୍କା ରୋଜଗାର କରିଥିବା କାରଣରୁ…

ବିହାରରେ ଆହୁରି ତୀବ୍ର ହେଉଛି ଆନ୍ଦୋଳନ, ଅନଶନରେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : BPSC ପରୀକ୍ଷାରେ ଅନିୟମିତତା ପ୍ରତିବାଦରେ ଏବଂ ସାନି ପରୀକ୍ଷା ଦାବିରେ ବିହାରରେ ଜାରି ରହିଥିବା ଛାତ୍ର ଆନ୍ଦୋଳନ ୨୦ ଦିନରେ ପହଞ୍ଚିଛି । ପାଟନା ଗାନ୍ଧି ମୈଦାନରେ ଶହ ଶହ ଛାତ୍ରଛାତ୍ରୀ ଧାରଣାରେ ଏବେ ବି ବସିଛନ୍ତି । ପ୍ରଗତି ଯାତ୍ରାରେ ବ୍ୟସ୍ତ ଥିବା ମୁଖ୍ୟମନ୍ତ୍ରୀ ନୀତୀଶ…

ପୁଣି ନବୀନଙ୍କୁ ମୋହନଙ୍କ ସିଧା ଟାର୍ଗେଟ, କହିଲେ…

ଭୁବନେଶ୍ୱର : ନବୀନଙ୍କୁ ପୁଣି ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ସିଧା ନବୀନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଆଦିବାସୀମାନେ ନବୀନଙ୍କୁ ଉଚିତ୍ ଜବାବ ଦେଇଛନ୍ତି । ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ଆଦିବାସୀ ମେଳାର ଉଦ୍‌ଘାଟନ ବେଳେ ସେ ଏପରି କହିଛନ୍ତି ।…

ବିଜେପି ନେତାଙ୍କ ବିବାଦୀୟ ବୟାନ, ପ୍ରିୟଙ୍କାଙ୍କୁ କହିଲେ…

ନୂଆଦିଲ୍ଲୀ : ଦିଲ୍ଲୀ ରାଜନୀତି ଏବେ ଉଠୁଛି ପଡୁଛି । ନେତାଙ୍କ ବୟାନ ଅଧିକ ରାଜନୀତିକୁ ସରଗରମ କରାଉଛି। ଏହି କ୍ରମରେ ଜଣେ ବିଜେପି ନେତାଙ୍କ ବୟାନ ଏବେ ଦିଲ୍ଲୀ ରାଜନୀତିକୁ ଆହୁରି ହଲଚଲ କରାଇଛି। ବିଜେପି ନେତା ରମେଶ ବିଧୁଡ଼ି ପ୍ରିୟାଙ୍କା ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ପ୍ରକାଶ ପାଇଛି…

ପୁଣି ଭୟଙ୍କର ଯୁଦ୍ଧ, ଇସ୍ରାଏଲର ଆଖିବୁଜା ରକେଟ ମାଡ଼

ନୂଆଦିଲ୍ଲୀ : ଇସ୍ରାଏଲ ଓ ହମାସ ଭିତରେ ଆହୁରି ଭୟଙ୍କର ହେଲା ଯୁଦ୍ଧ । ଦୀର୍ଘ ଦେଢ଼ ବର୍ଷ ଧରି ଏହି ଦୁଇ ଦେଶ ମଧ୍ୟରେ ଲାଗି ରହିଛି ଯୁଦ୍ଧ । ଏବେ ଯୁଦ୍ଧ ପୂରା ଶୀର୍ଷରେ ପହଞ୍ଚିଛି । ଇସ୍ରାଏଲ ବାୟୁସେନା କହିଛି ଯେ ସେମାନେ ରବିବାର ହମାସର ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ସଫା କରିଛନ୍ତି ।…

ଦିଲ୍ଲୀରେ ତ୍ରିମୁଖୀ ଲଢ଼େଇ, କେଜ୍ରିୱାଲଙ୍କୁ ଘେରିଲେ ଶାହ

ନୂଆଦିଲ୍ଲୀ : ଏଥର ଦିଲ୍ଲୀରେ ଜୋରଦାର ହେବାକୁ ଯାଉଛି ତ୍ରିମୁଖୀ ଲଢ଼େଇ । ଆମ୍ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବ ଦିଲ୍ଲୀ । ଶୁକ୍ରବାର ଦିଲ୍ଲୀରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ବେଳେ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରକୁ ଆପଦା ସରକାର ବୋଲି…