ହସିନାଙ୍କ ପାଇଁ ଭାରତ ଓ ବାଂଲାଦେଶ ଟଣା-ଓଟରା, ଢାକା କରୁଛି ବଡ଼ ପ୍ଲାନ
ନୂଆଦିଲ୍ଲୀ: ଭାରତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ଏହାକୁ ନେଇ ଭାରତ ବାଂଲାଦେଶ ମଧ୍ୟରେ ବିବାଦ ଭୟଙ୍କରରୂପ ନେଇଛି । ଏମିତିକି ଶେଖ ହସିନାଙ୍କୁ ନେଇ ଭାରତ ଓ ବାଂଲାଦେଶ ମଧ୍ୟରେ ଟଣା-ଓଟରା ଆରମ୍ଭ ହୋଇଛି । ହସିନାଙ୍କୁ ପ୍ରତ୍ୟାର୍ପଣ କରିବାକୁ ନୂଆଦିଲ୍ଲୀକୁ ଭର୍ବାଲ୍ ଡିପ୍ଲୋମାଟକ୍…