Latest Odisha News

BREAKING NEWS

BSNLର ଧମାକା ଅଫର ! ମାତ୍ର ଏତିକି ଟଙ୍କାରେ ଅନ୍‌ଲିମିଟେଡ୍ କଲ୍ ଓ 2.5GB ଡେଟା

ନୂଆଦିଲ୍ଲୀ: ବିଏସ୍‌ଏନ୍‌ଏଲ୍ ନିଜର ୨୫ତମ ପୂର୍ତ୍ତି ଅବସରରେ ଏକ ବିଶେଷ ସିଲଭର ଜୁବିଲି ପ୍ରିପେଡ୍ ପ୍ଲାନ୍ ଉନ୍ମୋଚନ କରିଛି, ଯେଉଁଥିରେ କମ୍ ମୂଲ୍ୟରେ ଅନେକ ପ୍ରିମିୟମ୍ ସୁବିଧା ଦିଆଯାଉଛି। ପୂର୍ବ କିଛି ସମୟ ଧରି ବିଏସ୍‌ଏନ୍‌ଏଲ୍ ଲଗାତାର କିମ୍ ମୂଲ୍ୟର ଚମତ୍କାର ପ୍ଲାନ୍ ଲଞ୍ଚ କରୁଛି, ଯାହା…

ସରକାରୀ ବ୍ୟାଙ୍କରେ ଚାକିରିର ବଡ଼ ସୁଯୋଗ, ଅନେକ ପଦ ରହିଛି ଖାଲି ! ଏହି ଦିନଠୁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ବରୋଦା ଏହି ବର୍ଷ ବିଭିନ୍ନ ବିଭାଗରେ ୧୦୦ରୁ ଅଧିକ ପଦବୀରେ ବଡ଼ ଧରଣର ନିଯୁକ୍ତି ଘୋଷଣା କରିଛି। ଆବେଦନ ପ୍ରକ୍ରିୟା ୧୭ ନଭେମ୍ବର ୨୦୨୫ରୁ ଆରମ୍ଭ ହେବ ଏବଂ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍‌କୁ ଯାଇ ସହଜରେ ଅନଲାଇନ୍ ଆବେଦନ କରିପାରିବେ। ବ୍ୟାଙ୍କ ଏଥର…

ହାରିବାରେ ବାପା ଲାଲୁଙ୍କୁ ଟକ୍କର ଦେଉଛନ୍ତି ତେଜସ୍ୱୀ. କେବେ ରହିଥିଲା RJDର ସବୁଠୁ ଖରାପ ପ୍ରଦର୍ଶନ

ନୂଆଦିଲ୍ଲୀ: ଗତ ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା। କିନ୍ତୁ ଏଥର ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଥିବା ଆରଜେଡିର ପ୍ରଦର୍ଶନ ଫିକା ପଡ଼ିଯାଇଛି। ୧୪୦ ଆସନରେ ଦଳ ନିର୍ବାଚନ ଲଢ଼ି ମାତ୍ର ୨୫ ଆସନରେ ଜିତି ପାରିଛି।…

ଅଫିସ୍‌ ରମାନ୍ସରେ ଭାରତ ଆଗରେ, ରୋଚକ ସର୍ଭେ

ନୂଆଦିଲ୍ଲୀ: ଆଜିକାଲି ଆମ ସମସ୍ତଙ୍କ ଜୀବନର ବଡ଼ ଅଂଶ ଅଫିସ୍‌ରେ ହିଁ କଟିଯାଏ। ଲମ୍ବା ଘଣ୍ଟା, ଟିମ୍‌ ଓ୍ୱାର୍କ, ନିରନ୍ତର କଥାବାର୍ତ୍ତା ଏବଂ ଏକାଠି କାମ କରିବା ଯୋଗୁ ଅନେକ ଥର ରିଲେସନଶିପ୍‌ର ଦୂରତ୍ୱ କମିଯାଏ। ଏଭଳି ପରିବେଶ ଅନେକ ଥର ଲୋକଙ୍କୁ ପରସ୍ପର ନିକଟକୁ ଆଣିଦିଏ, ଏବଂ ଏହି କାରଣରୁ…

ଯଦି ବିହାରର ସବୁ ବିରୋଧୀ ବିଧାୟକ ଦିଅନ୍ତି ଇସ୍ତଫା ତେବେ କ’ଣ ହେବ ? ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ୨୦୨୫ରେ ଏନଡିଏ ୨୪୩ରୁ ୨୦୨ ଆସନ ହାସଲ କରିଛି ଏବଂ ମହାଗଠବନ୍ଧନ ପାଖରେ କେବଳ ୩୫ ଆସନ ହିଁ ରହିଛି। ଏହାରି ଭିତରେ ଏକ ପ୍ରଶ୍ନ ଉଠୁଛି ଯେ ଯଦି ସମସ୍ତ ବିରୋଧୀ ବିଧାୟକ ଏକାଠି ଇସ୍ତଫା ଦିଅନ୍ତି ତେବେ କ’ଣ ହେବ? ବିଧାନସଭା ଚାଲିବ ନା ଶାସନ ସମ୍ପୂର୍ଣ୍ଣ…

ନିର୍ବାଚନରେ ବିଜୟ ହେବା ମାତ୍ରେ ପ୍ରଥମ ଦିନରୁ ବିଧାୟକଙ୍କୁ ମିଳେ କି ଦରମା? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ; ବିହାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି, NDA ଏକ ବଡ଼ ବିଜୟ ହାସଲ କରିଛି। ବର୍ତ୍ତମାନ ଏକ ପ୍ରଶ୍ନ ଉଠୁଛି ଯେ, ଜଣେ ପ୍ରାର୍ଥୀ ବିଜୟୀ ହେବା ମାତ୍ରେ ତା’ ପରଦିନ ଠୁ ତାଙ୍କୁ କ’ଣ ବିଧାୟକଙ୍କ ଦରମା ମିଳିବା ଆରମ୍ଭ ହୁଏ କି? ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ଜାଣିବା।…

ଜେଲ୍‌ରେ ରହି ନିର୍ବାଚନ ଜିତିଗଲେ ବିହାରର ଏହି ନେତା, ଏବେ କ’ଣ ସେଇଠୁ ନେବେ ଶପଥ?

ନୂଆଦିଲ୍ଲୀ: ବିହାରର ଶକ୍ତିଶାଳୀ ନେତା ଅନନ୍ତ ସିଂହ, ମୋକାମା ଆସନରେ ସୂରଜ ଭାନ ସିଂହଙ୍କ ପତ୍ନୀ ବୀଣା ଦେବୀଙ୍କୁ ୨୮,୨୦୬ ଭୋଟରେ ପରାସ୍ତ କରିଛନ୍ତି। ତାଙ୍କ ବିଜୟ ଏପରି ସମୟରେ ହୋଇଛି ଯେତେବେଳେ ସେ ଦୁଲାର ଚାନ୍ଦ ଯାଦବଙ୍କ ହତ୍ୟା ଅଭିଯୋଗରେ ଜେଲରେ ଅଛନ୍ତି। ତାଙ୍କ ସମର୍ଥକମାନେ ଉତ୍ସବ…

କେତେ ଆସନ ଜିତିଲେ ବିରୋଧୀଦଳ ନେତା ପଦ ମିଳିପାରିବ, ବିହାର ଫଳାଫଳ ଭିତରେ ଜାଣନ୍ତୁ ଏହି ବଡ଼ ନିୟମ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଫଳାଫଳରେ ଏନଡିଏ ୨୦୦ ସିଟ୍‌ର ସଂଖ୍ୟାକୁ ଅତିକ୍ରମ କରି ଏକ ଦମଦାର ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ମହାଗଠବନ୍ଧନର କେବଳ ୩୫ ସିଟ୍‌ରେ ସୀମିତ ରହିଯାଇଛି। ଏହାରି ଭିତରେ ରାଜନୈତିକ ଆଲୋଚନାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆସିଛି ବିରୋଧୀ ଦଳ ପଦ…

କେତେ ଜୋର୍ ଶୀତ ହେଲେ ପାଣିପାଗ ବିଭାଗ ଚେତାବନୀ ଜାରି କରେ ? କେମିତି ନିଆଯାଏ ନିଷ୍ପତ୍ତି…

ନୂଆଦିଲ୍ଲୀ: ଉତ୍ତର ଭାରତରେ ଶୀତ ଜୋର ଧରିଛି। ଏବେ ସକାଳ ଓ ବିଳମ୍ବିତ ସନ୍ଧ୍ୟାରେ ଥଣ୍ଡାର ପ୍ରଭାବ ସ୍ପଷ୍ଟ ଦେଖାଯାଉଛି। ପୂର୍ବ ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଓ ଛତିଶଗଡ଼ ଭଳି ଅନେକ ଅଞ୍ଚଳରେ ଭାରତୀୟ ପାଣିପାଗ ବିଭାଗ ଶୀତଲହରୀ ଚେତାବନୀ ଜାରି କରିଛନ୍ତି। କିନ୍ତୁ…

ଏହି ଦିନ ମିଳିବ ପିଏମ୍ କିସାନ୍‌ର ଅଷ୍ଟମ କିସ୍ତି ? ଏଥର ମିଳିବ ଏତେ ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ନଭେମ୍ବରରେ ପିଏମ୍ କିସାନ୍ ସମ୍ମାନ ନିଧିର ୨୧ତମ କିସ୍ତ ଜାରି କରିବାକୁ ଯାଉଛନ୍ତି। ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ବର୍ଷକୁ ୬୦୦୦ ଟଙ୍କାର ସିଧାସଳଖ ଆର୍ଥିକ ସହାୟତା ମିଳୁଛି ଏବଂ ପ୍ରତ୍ୟେକ କିସ୍ତ ଜାରି ହେବା ସହ ଲକ୍ଷ ଲକ୍ଷ କୃଷକ…