Latest Odisha News

ICC କ୍ରିକେଟ ମ୍ୟାଚ୍‌ରେ ଅମ୍ପାୟାର ହେବାକୁ ହେଲେ କ’ଣ ଥାଏ ଯୋଗ୍ୟତା ? ଜାଣନ୍ତୁ ଗୋଟିଏ ଦିନରେ ଦରମା କେତେ

ନୂଆଦିଲ୍ଲୀ: ଭାରତରେ କ୍ରିକେଟ୍ କେବଳ ଏକ ଖେଳ ନୁହେଁ, ବରଂ ଏହା ଏକ ଅଦ୍ଭୂତ ଉତ୍ସାହ। ଗଳିକନ୍ଦିରେ ପିଲାମାନେ ବ୍ୟାଟ୍ ଓ ବଲ୍ ଧରି ଖେଳିବାକୁ ଓହ୍ଲାଇ ଆସନ୍ତି ଏବଂ ପ୍ରତ୍ୟେକ ଖେଳାଳି ବିରାଟ କୋହଲି କିମ୍ବା ଶଚୀନ ତେନ୍ଦୁଲକର ହେବାର ସ୍ୱପ୍ନ ଦେଖେ। କିନ୍ତୁ ସତ୍ୟ ହେଉଛି, କ୍ରିକେଟରେ…

ଏହି ଦେଶର ଲୋକ ଅଧିକ ବ୍ୟବହାର କରନ୍ତି ସୋସିଆଲ ମିଡିଆ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି

ନୂଆଦିଲ୍ଲୀ: ଆଜିର ଯୁଗରେ ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଗଲାଣି। ଲୋକମାନେ ଦିନର ଅଧିକାଂଶ ସମୟ ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ, ଟିକଟକ ଓ ଅନ୍ୟାନ୍ୟ ପ୍ଲାଟଫର୍ମରେ ସ୍କ୍ରୋଲିଂ, ଚାଟିଂ କିମ୍ବା ଭିଡିଓ ଦେଖିବାରେ ବିତାଉଛନ୍ତି। କିନ୍ତୁ ଆପଣ ଜାଣନ୍ତି କି, କେଉଁ…

ଫ୍ଲିପକାର୍ଟ ବିଗ୍ ବିଲିୟନ ଡେ ସବୁଠାରୁୁ ବଡ଼ ଡିଲ୍, ଏତେ ଶସ୍ତା ହୋଇଗଲା ଆଇଫୋନ

ନୂଆଦିଲ୍ଲୀ: ନୂଆ ଆଇଫୋନ୍ ୧୭ ଲଞ୍ଚ ହେବା ପରେ ସମସ୍ତେ ପୁରୁଣା ଫୋନ୍‌ଗୁଡ଼ିକୁ କେତେ ଶସ୍ତାରେ କିଣି ହେବ ? ଯଦି ଆପଣ ଜଣେ ଆଇଫୋନ୍ ଫ୍ୟାନ୍, ତେବେ ଏହି ଉତ୍ସବ ଋତୁରେ ପୁରୁଣା ଆଇଫୋନ୍ ମଡେଲ୍‌ଗୁଡ଼ିକ ଉପରେ ବଡ଼ ରିହାତି ଦେଖିବାକୁ ମିଳୁଛି। ଆଇଫୋନ୍ ୧୭ ଏବଂ ଆଇଫୋନ୍ ଏୟାର୍ ଲଞ୍ଚ ହେବା ପରେ…

ଆଉ ୨ ଦିନ ପରେ ପୂରା ହ୍ରାସ ପାଇଯିବ ଏସବୁ ସାମଗ୍ରୀର ଦାମ ! ଜାଣିରଖନ୍ତୁ….

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସେପ୍ଟେମ୍ବର ୨୨, ୨୦୨୫ରୁ ଏକ ନୂଆ ଜିଏସଟି (ଗୁଡ଼ସ୍ ଆଣ୍ଡ ସର୍ଭିସ ଟ୍ୟାକ୍ସ) ସଂସ୍କାର କାର୍ଯ୍ୟକାରୀ କରୁଛନ୍ତି, ଯାହା ସାଧାରଣ ଲୋକଙ୍କ ପାଇଁ ବଡ଼ ଆଶ୍ୱସ୍ଥି ଆଣିବ। ଏହି ସଂସ୍କାର ଅନୁଯାୟୀ, ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ପାଇବ ଏବଂ…

ଭାରତରେ ପ୍ରତି ୩୦ ମିନିଟରେ ଗୋଟିଏ ପରିବାର ହେଉଛନ୍ତି କୋଟିପତି, ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ: ଭାରତର ଦ୍ରୁତ ଗତିରେ ଅଗ୍ରସର ହେଉଥିବା ଅର୍ଥନୀତି ଏବେ ଧନୀମାନଙ୍କର ନୂଆ ରେକର୍ଡ ସୃଷ୍ଟି କରୁଛି। ମର୍ସିଡିଜ୍‌ ବେଞ୍ଜ ହୁରୁନ୍‌ ଇଣ୍ଡିଆ ଓ୍ଵେଲଥ୍‌ ରିପୋର୍ଟ ୨୦୨୫ ଅନୁସାରେ, ଦେଶରେ କୋଟିପତି ପରିବାରଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। ରିପୋର୍ଟରେ ଦାବି କରାଯାଇଛି ଯେ…

ଭାରତର ୧୦ ହଜାର ଟଙ୍କା ସିଙ୍ଗାପୁରରେ କେତେ ହୋଇଯାଏ ? ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ : ଯଦି ଆପଣ ସିଙ୍ଗାପୁର ଭ୍ରମଣର ଯୋଜନା କରୁଛନ୍ତି, ତେବେ ଆପଣ ନିଶ୍ଚିତ ଭାବେ ହୋଟେଲ ଓ ଦର୍ଶନୀୟ ସ୍ଥାନ ବିଷୟରେ ଖୋଜୁଥିବେ। କିନ୍ତୁ ଏହା ସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସିଙ୍ଗାପୁରର ମୁଦ୍ରା ବିଷୟରେ ଜାଣିବା। ସିଙ୍ଗାପୁରର ଅଧିକାରିକ ମୁଦ୍ରା ହେଉଛି ସିଙ୍ଗାପୁର ଡଲାର…

YouTube କେବେ କହିନାହିଁ ତାର ଏହି ସିକ୍ରେଟ ! ଜାଣିଦେଲେ ପ୍ରତି ମାସରେ ହେବ ଲକ୍ଷ ଲକ୍ଷ ଟଙ୍କା ରୋଜଗାର

ନୂଆଦିଲ୍ଲୀ: ଆଜିକାଲି YouTube କେବଳ ଏକ ଭିଡିଓ ପ୍ଲାଟଫର୍ମ ନୁହେଁ, ଏହା ଏକ ସମ୍ପୂର୍ଣ୍ଣ କ୍ୟାରିଅରରେ ପରିଣତ ହୋଇଛି। ହଜାର ହଜାର କଣ୍ଟେଣ୍ଟ କ୍ରିଏଟର୍ ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କିନ୍ତୁ ଆପଣ ଜାଣନ୍ତି କି, YouTubeର ଏକ ଏଭଳି ରାଜ ଅଛି ଯାହାକୁ ଏହା କେବେ…

ରାତିରେ ଶୋଇବା ପୂର୍ବରୁ ଖାଉଛନ୍ତି ଏହି ସବୁ ଖାଦ୍ୟ, ନେଇଯିବ ଜୀବନ !

ନୂଆଦିଲ୍ଲୀ: ଆଜିକାଲି ନିଦ୍ରାହୀନତା ଏକ ସାଧାରଣ ସମସ୍ୟା ହେବାକୁ ଲାଗିଛି। ଅନେକ ଲୋକ ରାତିରେ ଭଲ ନିଦ ନପାଇ ଅନୁଭବ କରୁଛନ୍ତି ଅସୁସ୍ଥତା, ମାନସିକ ଅବସାଦ ଏବଂ ଦୁର୍ବଳତା। ଏହାର ମୁଖ୍ୟ କାରଣ ମଧ୍ୟରୁ ଗୋଟିଏ ହେଉଛି ରାତିରେ ଶୋଇବା ପୂର୍ବରୁ ଖାଦ୍ୟରେ ଅନିୟମିତତା। ଆସନ୍ତୁ ଜାଣିବା କେଉଁ…

ପୁୁଣି ଡର ବଢ଼ାଇଲା ଆଉ ଏକ ନୂଆ ଭାଇରସ, ମୁଣ୍ଡ ନେଉଛି ମସ୍ତିଷ୍କଖିଆ ରୋଗ

ନୂଆଦିଲ୍ଲୀ: କେରଳରେ ମୁଣ୍ଡ ନେଉଛି ମସ୍ତିଷ୍କଖିଆ ଆମିବା। ରାଜ୍ୟରେ ଏବେ ପ୍ରାଇମେରୀ ଆମିବିକ୍‌ ମେନିଙ୍ଗୋଏନ୍‌ସେଫାଲାଇଟିସ୍‌ (ପିଏଏମ୍‌) ସଂକ୍ରମଣ ମାମଲା ଲଗାତାର ବୃଦ୍ଧି ପାଉଛି। ଫଳରେ ସ୍ବାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛି। ସରକାରୀ ସୂଚନା ଅନୁସାରେ, ରାଜ୍ୟରେ ମୋଟ୍‌ ୬୧ ଜଣ ପିଏଏମ୍‌…

୨୦ ହଜାର ଟଙ୍କାରୁ କମରେ Primebook 2 Pro ଓ Max ଲାପଟପ୍‌ ହେଲା ଲଞ୍ଚ, ମିିଳିବ Android 15 OS, AI ଫିଚର୍ସ

ଭୁବନେଶ୍ୱର: ଭାରତୀୟ କନଜ୍ୟୁମର ଟେକ୍‌ ବ୍ରାଣ୍ଡ ପ୍ରାଇମ୍‌ବୁକ୍‌ ତା’ର ନୂତନ ଲାପଟପ୍‌ ସିରିଜ୍‌—ପ୍ରାଇମ୍‌ବୁକ୍‌ ୨ ପ୍ରୋ ଏବଂ ପ୍ରାଇମ୍‌ବୁକ୍‌ ୨ ମ୍ୟାକ୍ସ—ଭାରତୀୟ ବଜାରରେ ଲଞ୍ଚ କରିଛି। ଏହି ଲାପଟପ୍‌ଗୁଡ଼ିକ ମିଡିଆଟେକ୍‌ ହେଲିଓ ଜି୯୯ ପ୍ରୋସେସର ଦ୍ୱାରା ଚାଲିତ ଏବଂ ଆଣ୍ଡ୍ରଏଡ୍‌ ୧୫…