Latest Odisha News

BREAKING NEWS

ଗୋଟିଏ ସ୍କାନରେ ହାତକୁ ଆସିଯିବ କ୍ୟାସ୍ ! ଆଉ ଯିବାକୁ ପଡ଼ିବନି ATM

ଭୁବନେଶ୍ୱର: ସ୍ମାର୍ଟଫୋନରୁ ନଗଦ ଉଠାଣକୁ ଆହୁରି ସହଜ କରିବା ପାଇଁ ଭାରତୀୟ ନ୍ୟାସନାଲ ପେମେଣ୍ଟ କର୍ପୋରେସନ (NPCI) ବଡ଼ ପ୍ରସ୍ତୁତି କରିବାକୁ ଯାଉଛି। ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଖୁବ୍ ଶୀଘ୍ର ଭାରତରେ ଲୋକମାନେ ୨୦ ଲକ୍ଷରୁ ଅଧିକ ବ୍ୟବସାୟ ପ୍ରତିନିଧି (BC) ଆଉଟଲେଟରେ…

୩୦୦ ବର୍ଷ ପୂର୍ବରୁ କିପରି ହେଉଥିଲା ପ୍ରେଗ୍ନେଂସି ଟେଷ୍ଚିଂ, କେଚିନ୍‌ରେ ବ୍ୟବହାର ହେଉଥିଲା ଏହି ଜିନିଷ

ନୂଆଦିଲ୍ଲୀ: ଆଜିକାଲି ମହିଳାଙ୍କ ଗର୍ଭବତୀ ହେବାର ଟେଷ୍ଟିଂ ବହୁତ ଦ୍ରୁତ ଏବଂ ସହଜ ହୋଇଛି, ଔଷଧ ଦୋକାନରେ ସହଜରେ ଘରୋଇ ଗର୍ଭାବସ୍ଥା କିଟ୍ ମିଳୁଛି, ଏହି କିଟ୍ କେବଳ କିଛି ମିନିଟ୍‌ରେ ସବୁ ଜଣାପଡ଼ିଥାଏ । କିନ୍ତୁ ଆଜି ଆମେ ପ୍ରାଚୀନ ଯୁଗ ବିଷୟରେ କଥା କହିବାକୁ ଯାଉଛୁ ଯେତେବେଳେ ଏହି…

୩ଟି ଫିଲ୍ମ ଦେଖାଇ କେତେ ଟଙ୍କା ଆୟ କରିଥାଏ ଗୋଟିଏ ଟିଭି ଚ୍ୟାନେଲ?

ନୂଆଦିଲ୍ଲୀ: ପୂରା ପରିବାର ସହ ଟିଭିରେ ଫିଲ୍ମ୍ ଦେଖିବା ଅନେକଙ୍କ ପସନ୍ଦ ହୋଇଥାଏ । କିନ୍ତୁ କ’ଣ ଆପଣ କେବେ ଭାବିଛନ୍ତି ତି ଏହି ଫିଲ୍ମ୍‌ଗୁଡ଼ିକୁ ଦେଖାଇ ଟିଭି ଚ୍ୟାନେଲ୍ କେତେ ଟଙ୍କା ଆୟ କରୁଛି? ଭାରତରେ ଟିଭି ଇଣ୍ଡଷ୍ଟ୍ରି ଗୋଟିଏ ବିଶାଳ ବଜାର, ଫିଲ୍ମ୍ ଦେଖାଇ କୋଟିକୋଟି ଟଙ୍କା ଆୟ…

WhatsAppରୁ ଡାଉନଲୋଡ୍ କରିପାରିବେ ଆପଣଙ୍କ ଆଧାର କାର୍ଡ, ଜାଣନ୍ତିୁ ସ୍ଟେପ-ବାଇ-ସ୍ଟେପ୍

ଭୁବନେଶ୍ୱର : ଆଧାର କାର୍ଡ ଆଜି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପରିଚୟର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ହୋଇଛି। ବ୍ୟାଙ୍କରୁ ଆରମ୍ଭ କରି ମୋବାଇଲ ସିମ୍ ପର୍ଯ୍ୟନ୍ତ, ସବୁଠି ଏହାର ଆବଶ୍ୟକତା ରହେ। କିନ୍ତୁ ବାରମ୍ବାର ଏହାର କୋପି ଶେୟାର କରିବା ଦ୍ୱାରା ଠକାମୀର ଆଶଙ୍କା ରହୁଛି । ଏହି…

SBI କ୍ଲର୍କ ପାଇଁ ବାହାରିଲା ଅନେକ ପଦବୀ, ଆବେଦନର ଶେଷ ତାରିଖ ….

ନୂଆଦିଲ୍ଲୀ; ସରକାରୀ ଚାକିରି ସ୍ୱପ୍ନ ଦେଖୁଥିବା ଯୁବକ-ଯୁବତୀଙ୍କ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ଏକ ବଡ଼ ସୁଯୋଗ ଆଣିଛି। SBI ଜୁନିୟର ଆସୋସିଏଟ୍ (କ୍ଲର୍କ) ପଦବୀ ପାଇଁ ୬,୫୮୯ଟି ପଦବୀ ପୂରଣ କରିବାକୁ ଯାଉଛି, ଯାହା ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କରେ କାର୍ଯ୍ୟ କରିବାର ଏକ…

ଆପଣଙ୍କର ହଠାତ୍ ମୁଣ୍ଡ ବୁଲାଉଛି କି ? ଆଶ୍ଚର୍ଯ୍ୟ କଲା ଡାକ୍ତରଙ୍କ କଥା

ନୂଆଦିଲ୍ଲୀ: ଆଧୁନିକ ଜୀବନଶୈଳୀରେ ଅନେକ ଲୋକ ହଠାତ୍ ମୁଣ୍ଡ ବୁଲାଇବା କିମ୍ବା ଭାରସାମ୍ୟ ହରାଇବା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା କେବଳ ବୟସ୍କମାନଙ୍କୁ ନୁହେଁ, ବରଂ ଯୁବକ-ଯୁବତୀମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି। ଡାକ୍ତରମାନେ କହୁଛନ୍ତି ଯେ ଏହି ଲକ୍ଷଣ ସାଧାରଣତଃ ଥକ୍କାପଣ, ପାଣିର…

ସବୁ ରାଜ୍ୟକୁ ଆଲର୍ଟ କଲେ ସରକାର, ଆସୁଛି ଆଉ ଏକ ମହାମାରୀ !

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ କେବଳ ଘରବାଡ଼ି ଏବଂ ଫସଲର କ୍ଷତି କରିନାହିଁ, ବରଂ ଏହା ଏକ ନୂଆ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରୁଛି – ଯାହା ହେଉଛି ମଶାଜନିତ ରୋଗଗୁଡ଼ିକର ବ୍ୟାପକ…

ରାହୁୁଲଙ୍କ ସୁରକ୍ଷାରେ ରହିଥାନ୍ତି କେତେ କମାଣ୍ଡୋ? ଜାଣନ୍ତୁ କାହିଁକି CRPF ଖଡ଼ଗେଙ୍କୁ ଲେଖିଲା ଚିଠି

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ସୁରକ୍ଷା ନିୟମ ଭଙ୍ଗ କରିବାର ଆସିଛି ଅଭିଯୋଗ । ସିଆରପିଏଫ୍ କଂଗ୍ରେସ୍ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଚିଠି ଲେଖି ଏନେଇ ସୂଚନା ଦେଇଛି। ଚିଠିରେ କୁହାଯାଇଛି ଯେ ମାଲେସିଆ ଟ୍ରିପ୍'ରେ ରାହୁଲ ଗାନ୍ଧୀ ନିୟମ…

ନେପାଳ ସରକାରଙ୍କୁ ହଟାଇଲା ରାହୁଲଙ୍କ ନାରା ! ‘ଭୋଟ ଚୋର, ଗଦ୍ଦୀ ଛଡ୍‌’ର ହେଲା ନକଲ

ନୂଆଦିଲ୍ଲୀ: ନେପାଳ ସରକାରଙ୍କୁ ହଟାଇଲା ରାହୁଲଙ୍କ ନାରା ! "ଭୋଟ ଚୋର, ଗଦ୍ଦୀ ଛଡ୍‌’ ନାରାର ନକଲ ହେଲା, "କେପି ଚୋର, ଗଦ୍ଦୀ ଛଡ୍‌!" । ଦେଶରେ ପୂରା ସରକାର ଭାଙ୍ଗି ପଡ଼ିଥିବା ବେଳେ ଏବେ ସେଠାରେ କିଛିଟା ,ସ୍ୱାଭାବିକ ସ୍ଥିତି ଦେଖା ଦେଇଛି । ବର୍ତ୍ତମାନ ନେପାଳୁ ସମ୍ଭାଳୁଛି ସେନା । ହେଲେ…

IOCL ପାଇଁ ବାହାରିଲା ଅନେକ ପଦବୀ, ମାସକୁ ଏତେ ଟଙ୍କା ଦରମା

ନୂଆଦିଲ୍ଲୀ: ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍ (IOCL)ରେ କ୍ୟାରିଅର ଗଢ଼ିବାର ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। IOCL ଉତ୍ତର କ୍ଷେତ୍ରରେ ୫୨୩ ଆପ୍ରେଣ୍ଟିସ୍ ପଦ ପାଇଁ ଭର୍ତ୍ତି ନୋଟିଫିକେସନ ଜାରି କରିଛି। ଯଦି ଆପଣ ଚାକିରି ଖୋଜୁଛନ୍ତି ଏବଂ ଇଣ୍ଡିଆନ ଅଏଲ ପରି ଏକ…