୧୦ ମିନିଟରେ ପହଞ୍ଚିବ iPhone, ଜାଣନ୍ତୁ କେମିତି….
ନୂଆଦିଲ୍ଲୀ: ଆପଣ କଣ ୧୦ ମିନିଟ୍ରେ ନିଜର iPhone 17 ପାଇବାକୁ ଚାହୁଁଛନ୍ତି? ତେବେ ଏହା ପାଇଁ ଆପଣ Blinkitକୁ ଧନ୍ୟବାଦ ଦେଇପାରନ୍ତି। ଏହି ଇନଷ୍ଟାଣ୍ଟ ଇ-କମର୍ସ ପ୍ଲାଟଫର୍ମ ଘୋଷଣା କରିଛି ଯେ ଏହା ଦେଶର କିଛି ନିର୍ଦ୍ଦିଷ୍ଟ ସହରରେ ଗ୍ରାହକମାନଙ୍କ ପାଇଁ iPhone 17 ସିରିଜ୍ର ବିକ୍ରୟ…