Latest Odisha News

BREAKING NEWS

ଘରେ ଦେଖାଯାଉଥିଲେ ହୋଇଯାନ୍ତୁ ସାବଧାନ, ନହେଲେ ହୋଇଯିବ ସର୍ବନାସ

ଘରେ ଝିଟିପିଟି ଦେଖାଯିବା ଏକ ସାଧାରଣ ଘଟଣା, କିନ୍ତୁ ଯେତେବେଳେ ଏହାର ସଂଖ୍ୟା ଗୋଟିଏ-ଦୁଇଟିରୁ ଅଧିକ ହୋଇଯାଏ, ତେବେ ଏହା ଚିନ୍ତାର କାରଣ ହୋଇପାରେ। ସାଧାରଣତଃ ଝିଟିପିଟି ଧଳା କିମ୍ବା ଫିକା କଳା ରଙ୍ଗର ହୋଇଥାଏ ଏବଂ ଏହା ଘରେ ଦେଖାଗଲେ ଶୁଭ ବା ଅଶୁଭ ସଙ୍କେତ ଦେଇଥାଏ। କିନ୍ତୁ ଯଦି ଘରେ କଳା…

ଯଦି ପୃଥିବୀରେ ଏମିତି ହୋଇଯାଏ…. ବଣମଣିଷଠୁ ବଡ଼ ହୋଇଯିବ ମଣିଷ, ପିମ୍ପୁଡ଼ି ହୋଇଯିବ ୫୦ କେଜି ଓଜନ !

ନୂଆଦିଲ୍ଲୀ: ମଣିଷ ସମେତ ପୃଥିବୀରେ ଥିବା ଅନ୍ୟ ଜୀବଜନ୍ତୁଙ୍କ ପାଇଁ ଅମ୍ଳଜାନ ଅତ୍ୟନ୍ତ ଜରୁରୀ। ଏହି ଅମ୍ଳଜାନ ହିଁ ପୃଥିବୀରେ ମଣିଷ ଓ ଜୀବଜନ୍ତୁଙ୍କ ଅସ୍ତିତ୍ୱର ମୂଳ କାରଣ। ଅନ୍ୟ ଗ୍ରହମାନଙ୍କରେ ଅମ୍ଳଜାନର ଅଭାବ ହେତୁ ସେଠାରେ ଜୀବନର ସମ୍ଭାବନା ନାହିଁ। କେବେ ଭାବିଛନ୍ତି କି, ଅମ୍ଳଜାନର…

ଫ୍ରିରେ ମିଳୁଥିବା ଏହି ପତ୍ର ବଢ଼ାଇ ଦେବ ରକ୍ତ, ଗୋଟିଏ ସପ୍ତାହରେ ରେଜଲ୍ଟ

ଭୁବନେଶ୍ୱର: ପ୍ରତିବର୍ଷ ୧ ରୁ ୭ ସେପ୍ଟେମ୍ବର ଯାଏ ରାଷ୍ଟ୍ରୀୟ ପୋଷଣ ସପ୍ତାହ ମନାଯାଏ। ଏହି ସପ୍ତାହକୁ ମନାଇବାର ଉଦ୍ଦେଶ୍ୟ ଲୋକମାନଙ୍କୁ ପୋଷକ ତତ୍ତ୍ୱଗୁଡ଼ିକୁ ଖାଦ୍ୟର ଅଂଶ ଭାବେ ସାମିଲ କରିବାକୁ ପ୍ରୋତ୍ସାହିତ କରିବା ଏବଂ ଖାଦ୍ୟରେ ପୋଷଣ କିପରି ବଢ଼ାଯାଇପାରେ ତାହା ବିଷୟରେ ଜଣାଇବା।…

ଉପ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବଡ଼ ହଲଚଲ, ଦିଲ୍ଲୀରେ ଚାଲିଛି କସରତ

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଉପ ରାଷ୍ଟ୍ରପତି ନିର୍ବାଚନ। ସେଥିପାଇଁ ଜୋର୍‌ଦାର ଲାଗି ପଡ଼ିଛନ୍ତି ଶାସକ ଓ ବିରୋଧୀ । ସିପି ରାଧାକ୍ରିଷ୍ଣନ୍‌ଙ୍କୁ ଜିତାଇବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛି ଏନ୍‌ଡିଏ । ସେପଟେ କ୍ରସ୍‌ ଭୋଟିଂ ଉପରେ ନିର୍ଭର କରୁଛି ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ବି.…

୫୦୦ରୁ ଅଧିକ ଥର ହୋଇଥିଲେ ରିଜେକ୍ଟ, ଏବେ ଘରେ ବସି ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ୨୩ ବର୍ଷୀୟ ଯୁବକ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତର ଏକ ଛୋଟ ସହରରୁ ଆସିଥିବା ୨୩ ବର୍ଷୀୟ ଯୁବକ ନିଜର ଅକ୍ଲାନ୍ତ ପରିଶ୍ରମ ଓ ଉତ୍ସାହ ବଳରେ କ୍ୟାରିଅରରେ ଏକ ଅସାଧାରଣ ମାଇଲଷ୍ଟୋନ୍ ହାସଲ କରିଛନ୍ତି। କମ୍ପ୍ୟୁଟର ସାଇନ୍ସରେ ବିଟେକ୍ ସାରିବା ପରେ ତାଙ୍କୁ ମାତ୍ର ୩.୬ ଲକ୍ଷ ଟଙ୍କା ବାର୍ଷିକ ପ୍ୟାକେଜରେ ଏକ…

Amazon Great India: ଘୋଷଣା ହେଲା ତାରିଖ, ଫ୍ଲିପକାର୍ଟରେ ବମ୍ପର ଅଫର

ନୂଆଦିଲ୍ଲୀ: ବର୍ଷର ସବୁଠାରୁ ବଡ଼ ବିକ୍ରୟ ଶୀଘ୍ର ଆମାଜନ୍ ଓ ଫ୍ଲିପକାର୍ଟରେ ଆରମ୍ଭ ହେବାକୁ ଯାଉଛି। ଏହି ଇ-କମର୍ସ ଦିଗ୍ଗଜମାନେ ସେମାନଙ୍କର ଦୀର୍ଘ ପ୍ରତୀକ୍ଷିତ ଉତ୍ସବ ଋତୁ ବିକ୍ରୟର ତାରିଖ ଘୋଷଣା କରିଛନ୍ତି ଏବଂ କିଛି ଆଗାମୀ ଅଫର୍‌ର ମଧ୍ୟ ଖୁଲାସା କରିଛନ୍ତି। ଏହି ବର୍ଷ, କ୍ରେତାମାନେ…

ସ୍ବପ୍ନର ଘର ତିଆରି କରିବା ଏବେ ହେବ ସହଜ, ଏତେ କ୍ଷତି ସହିବେ ସରକାର !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଜିଏସ୍‌ଟି ସଂସ୍କାର ରିଅଲ୍ ଇଷ୍ଟେଟ୍ କ୍ଷେତ୍ରକୁ ନିଶ୍ଚିତ ଭାବେ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି, କିନ୍ତୁ ଏହାର ଅର୍ଥନୈତିକ ପ୍ରଭାବ କେବଳ ଘର କ୍ରେତା ଏବଂ ବିଲ୍ଡରଙ୍କ ଉପରେ ସୀମିତ ନୁହେଁ। ବରଂ ଏହି ପରିବର୍ତ୍ତନ ସରକାରୀ ରାଜସ୍ୱ…

ନେପାଳ ସରକାରଙ୍କ ବଡ଼ ଆକ୍ସନ, ଦେଶରେ ବନ୍ଦ ହେଲା ଫେସବୁକ-ଏକ୍ସ

ନୂଆଦିଲ୍ଲୀ: ନେପାଳରେ ଗୁରୁବାର (୪ ସେପ୍ଟେମ୍ବର, ୨୦୨୫) ଠାରୁ ଫେସବୁକ, ଇନଷ୍ଟାଗ୍ରାମ, ଇଉଟ୍ୟୁବ ଏବଂ ଅନ୍ୟାନ୍ୟ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇଛି। ନେପାଳର ସଞ୍ଚାର ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ଏହା ସୂଚନା…

YouTube ଭିଡିଓରେ ୧ ମିଲିୟନ୍ ଭ୍ୟୁରେ କେତେ ହୋଇଥାଏ ରୋଜଗାର? ଜାଣନ୍ତୁ…

ନୂଆଦିଲ୍ଲୀ: ଆଜିକାଲି YouTube କେବଳ ମନୋରଞ୍ଜନର ପ୍ଲାଟଫର୍ମ ନୁହେଁ, ବରଂ ଏକ ଲାଭଜନକ ଆୟର ଉତ୍ସ ମଧ୍ୟ ହୋଇଛି। ଡାକ୍ତର, କୋଚ୍ କିମ୍ବା ଅନ୍ୟ କୌଣସି କ୍ଷେତ୍ରର ବ୍ୟକ୍ତି ହୁଅନ୍ତୁ, ସମସ୍ତେ YouTube ଚ୍ୟାନେଲ୍ ଖୋଲି କଣ୍ଟେଣ୍ଟ ଅପଲୋଡ୍ କରୁଛନ୍ତି। ଏହା ପଛରେ ଏକ ବଡ଼ କାରଣ ହେଉଛି YouTube…

ପାଗଳ କରୁଛି ସ୍ମାର୍ଟଫୋନ୍ ! ୪୨ % ୟୁଜର୍ସ ମାସକୁ ଖର୍ଚ୍ଚ କରୁଛନ୍ତି ଏତେ ଟଙ୍କା

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ଆଜିକାଲି ଆମ ଜୀବନର ଏକ ଅତ୍ୟାବଶ୍ୟକୀୟ ଅଂଶ ହୋଇଗଲାଣି। କିନ୍ତୁ ଏହାର ମୂଲ୍ୟ ଓ ମରାମତି ଖର୍ଚ୍ଚ ଯୋଗୁ ଏହାକୁ ସମ୍ଭାଳି ରଖିବା ଏକ ବଡ଼ ଦାୟିତ୍ୱ ହୋଇପଡ଼ୁଛି। Counterpoint Research ଓ OPPO India ଦ୍ୱାରା ଜୁଲାଇ-ଅଗଷ୍ଟ ୨୦୨୫ରେ କରାଯାଇଥିବା ଏକ ଅଧ୍ୟୟନ…