Latest Odisha News

BREAKING NEWS

ପାଗଳ କରୁଛି ସ୍ମାର୍ଟଫୋନ୍ ! ୪୨ % ୟୁଜର୍ସ ମାସକୁ ଖର୍ଚ୍ଚ କରୁଛନ୍ତି ଏତେ ଟଙ୍କା

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ଆଜିକାଲି ଆମ ଜୀବନର ଏକ ଅତ୍ୟାବଶ୍ୟକୀୟ ଅଂଶ ହୋଇଗଲାଣି। କିନ୍ତୁ ଏହାର ମୂଲ୍ୟ ଓ ମରାମତି ଖର୍ଚ୍ଚ ଯୋଗୁ ଏହାକୁ ସମ୍ଭାଳି ରଖିବା ଏକ ବଡ଼ ଦାୟିତ୍ୱ ହୋଇପଡ଼ୁଛି। Counterpoint Research ଓ OPPO India ଦ୍ୱାରା ଜୁଲାଇ-ଅଗଷ୍ଟ ୨୦୨୫ରେ କରାଯାଇଥିବା ଏକ ଅଧ୍ୟୟନ…

EPFO କଲା ବଡ଼ ଘୋଷଣା, ଟଙ୍କା ଉଠାଇବା ହୋଇଗଲା ଏତେ ସହଜ

ନୂଆଦିଲ୍ଲୀ: ଭାରତର କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (EPFO) ଖୁବ୍‌ଶୀଘ୍ର ଏହାର ନୂଆ ଡିଜିଟାଲ ସେବା EPFO 3.0 ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଏହି ନୂଆ ପଦକ୍ଷେପ ଦେଶର ୮ କୋଟିରୁ ଅଧିକ କର୍ମଚାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ, ଯାହା ସେମାନଙ୍କୁ ସାମାଜିକ…

ଯଦି ଏକ ହଜାର ଟଙ୍କାର ଜୋତା କିଣୁଛନ୍ତି ତେବେ କେତେ ପ୍ରତିଶତ ଲାଗିବ GST? ସରକାର କହିଲେ …

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି କାଉନସିଲ୍'ର ବୈଠକରେ ଟ୍ୟାକ୍ସ୍ ସ୍ଲାବରେ ବହୁତ ବଡ଼ ପରିବର୍ତ୍ତନ ଘଟିଛି। ଏବେ ଜିଏସଟିରେ କେବଳ ଦୁଇଟି ସ୍ଲାବ୍ ରହିଛି, ଯେଉଁଠାରେ ୧୨ ପ୍ରତିଶତ ଏବଂ ୨୮ ପ୍ରତିଶତ ସ୍ଲାବ୍କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ…

ଶସ୍ତା ହେଲା GST, ବଢ଼ିଗଲା ଏହି ସବୁ ଜିନିଷର ଦାମ

ନୂଆଦିଲ୍ଲୀ : ୫୬ତମ GST ପରିଷଦ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନର ୪ ସ୍ତରୀୟ GST ସ୍ଲାବ୍‌ (୫%, ୧୨%, ୧୮%, ୨୮%)କୁ ସରଳୀକରଣ କରି ଦୁଇ ସ୍ତରୀୟ ସ୍ଲାବ୍‌ (୫% ଓ ୧୮%) କରାଯାଇଛି। ଏହା ସହିତ ବିଳାସମୟ…

Reels ପାଇଁ ଇନଷ୍ଟାଗ୍ରାମରେ ଆସୁଛି TikTok ଭଳି ଫିଚର, ଅପେକ୍ଷା କରିଛନ୍ତି ୟିଜର୍ସ

ନୂଆଦିଲ୍ଲୀ: ମେଟାର ଇନଷ୍ଟାଗ୍ରାମ ନିରନ୍ତର ତା’ର ୟୁଜର୍ସଙ୍କ ପାଇଁ ନୂଆ ଫିଚର ଆଣିବା ଉପରେ କାମ କରୁଛି। ବର୍ତ୍ତମାନ କମ୍ପାନୀ ରିଲ୍ସରେ ପିକ୍ଚର-ଇନ-ପିକ୍ଚର (PiP) ଫିଚରର ପରୀକ୍ଷଣ କରୁଛି। ଏହି ଫିଚର ଉପଭୋକ୍ତାଙ୍କୁ ମଲ୍ଟିଟାସ୍କିଂର ଏକ ନୂଆ ଅନୁଭୂତି ପ୍ରଦାନ କରିବ। ଏହାର ଅର୍ଥ ସ୍ପଷ୍ଟ…

ଭାରତରେ କେମିତି ଦେଖାଯିବ Blood Moon ? ଏହି ଜହ୍ନର ରଙ୍ଗ କେମିତି ହୋଇଯିବ, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ସେପ୍ଟେମ୍ବର 2୦୨୫ରେ ଆକାଶରେ ଆହୁରି ବିରଳ ଘଟଣା ଦେଖିବାକୁ ମିଳିବ। ୭ ଓ ୮ ସେପ୍ଟେମ୍ବର ରାତିରେ ଭାରତ ସହ ଦୁନିଆର ଅନେକ ଅଞ୍ଚଳରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ (Full Lunar Eclipse) ଘଟିବ। ଏହି ସମୟରେ ଚନ୍ଦ୍ରମା ଲାଲ ରଙ୍ଗରେ ଝଟ୍‌କିବ, ଯାହାକୁ ବ୍ଲଡ୍ ମୁନ୍ (Blood Moon)…

କାର ଚଲାଉଥିବା ସମୟରେ ଶୋଇଯାଇଥିଲେ, iPhoneର ଏହି ଫିଚର୍‌ ବଞ୍ଚାଇଦେଲା ଜୀବନ

ନୂଆଦିଲ୍ଲୀ: ଆଇଫୋନ ଲଗାତାର ତା' ଆପୁଲ୍ ୱାଚ୍'ରେ ଏପରି ସୁରକ୍ଷା ଫିଚର ଯୋଡୁଛି ଯାହା କେବଳ ଟେକ୍ନୋଲୋଜିରେ ଆଗୁଆ ରହୁଛି ତାହା ନୁହେଁ ମାନବ ଜୀବନକୁ ମଧ୍ୟ ବଞ୍ଚାଇପାରୁଛି। ସମ୍ପ୍ରତି ଆମେରିକାର ୧୬ ବର୍ଷୀୟ ଲିଣ୍ଡସେ ଲେସ୍କୋଭେଙ୍କ ଦୁର୍ଘଟଣା ଏହାର ଏକ ବଡ଼ ଉଦାହରଣ । ଆଇଫୋନ୍'ର କ୍ରାଶ…

ବିଶ୍ୱର କେଉଁ ଦେଶରେ ହୋଇନଥାଏ ନିର୍ବାଚନ? ଭୋଟ କ’ଣ ଜାଣିନଥାନ୍ତି ଲୋକ

ନୂଆଦିଲ୍ଲୀ:  ଆଜି ଆମେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ (One Nation, One Election) ଭଳି ବିଚାରଗୁଡ଼ିକ ଉପରେ ଆଲୋଚନା କରୁଛୁ, ଯାହାକି ସମଗ୍ର ଦେଶରେ ଗୋଟିଏ ଥରରେ ନିର୍ବାଚନ କରାଯାଇପାରେ। ଭାରତ ଭଳି ଏକ ଗଣତନ୍ତ୍ର ଦେଶରେ ଭୋଟ୍ ଦେବା ଏକ ସାଧାରଣ ବିଷୟ, ଏବଂ ପ୍ରତ୍ୟେକ ନାଗରିକଙ୍କର…

୧୫ ସେପ୍ଟେମ୍ବରରୁ ଏହି ୩ ରାଶିର ବଦଳିଯିବ ଭାଗ୍ୟ, ଶୁକ୍ର କରିବେ ସିଂହରେ ପ୍ରବେଶ

ନୂଆଦିଲ୍ଲୀ : ବୈଦିକ ଜ୍ୟୋତିଷ ଅନୁସାରେ, ଶୁକ୍ର ଗ୍ରହକୁ ପ୍ରେମ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ, ଧନ ଓ ଭୌତିକ ସୁଖର କାରକ ମାନାଯାଏ। ଶୁକ୍ର ହେଉଛି ବୃଷ ଓ ତୁଳା ରାଶିର ସ୍ୱାମୀ, ଏବଂ ଏହାର ରାଶି ପରିବର୍ତ୍ତନ ସମସ୍ତ ରାଶି ଉପରେ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇଥାଏ। ଆସନ୍ତା ୧୫…

ସାମ୍ବାଦିକତାରେ AIର ଯୁଗ ଆରମ୍ଭ, ଜାଣନ୍ତୁ କେମିତି ହେଉଛି ବ୍ୟବହାର

ନୂଆଦିଲ୍ଲୀ:  ଆଜିକାଲି ଡିଜିଟାଲ ଯୁଗରେ ଲୋକମାନେ ସମସ୍ତ କାମ ସ୍ମାର୍ଟଫୋନ୍‌ ଓ ଇଣ୍ଟରନେଟ୍‌ ମାଧ୍ୟମରେ କରୁଛନ୍ତି। ଡିଜିଟାଲାଇଜେସନ୍‌ ଏବେ ସବୁଆଡ଼େ ବ୍ୟାପିଛି। ବ୍ୟାଙ୍କିଂ, ଅନଲାଇନ୍‌ ଖାଦ୍ୟ ଅର୍ଡର, ଶପିଂ କିମ୍ବା ପାଠପଢ଼ା ହେଉଛି, ସବୁକିଛି ଡିଜିଟାଲ ମାଧ୍ୟମରେ ସମ୍ଭବ ହେଉଛି। ଏହି…