ଶସ୍ତା ହେଲା GST, ବଢ଼ିଗଲା ଏହି ସବୁ ଜିନିଷର ଦାମ
ନୂଆଦିଲ୍ଲୀ : ୫୬ତମ GST ପରିଷଦ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନର ୪ ସ୍ତରୀୟ GST ସ୍ଲାବ୍ (୫%, ୧୨%, ୧୮%, ୨୮%)କୁ ସରଳୀକରଣ କରି ଦୁଇ ସ୍ତରୀୟ ସ୍ଲାବ୍ (୫% ଓ ୧୮%) କରାଯାଇଛି। ଏହା ସହିତ ବିଳାସମୟ…