ଭାରତରେ UPSC, ପାକିସ୍ତାନରେ ବଡ଼ ଅଫିସର ହେବାକୁ ହେଲେ କେଉଁ ପରୀକ୍ଷା ଦେବାକୁ ପଡ଼ିଥାଏ? ଜାଣିଲେ ତାଜୁବ ହୋଇଯିବେ
ଭୁବନେଶ୍ୱର: ଭାରତରେ ଯେତେବେଳେ ଟପ୍ ଲେଭେଲ୍ ସରକାରୀ ଅଧିକାରୀଙ୍କ ବିଷୟରେ କୁହାଯାଏ, ତେବେ IAS ଏବଂ IPS ପ୍ରଥମେ ଆସିଥାଏ। ଏହି ଅଧିକାରୀମାନେ ଦେଶର ନୀତିଗୁଡ଼ିକୁ ଲାଗୁ କରିବା, ପ୍ରଶାସନକୁ ଚଳାଇବା ଏବଂ ଆଇନ ବ୍ୟବସ୍ଥା ରକ୍ଷା କରିବା ପରି କାର୍ଯ୍ୟଗୁଡ଼ିକରେ ମହତ୍ୱପୂର୍ଣ୍ଣ ଭୂମିକା…