ସରକାରଙ୍କ ଚେତାବନୀ ! eSIM ଫ୍ରଡ୍ରେ ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ
ନୂଆଦିଲ୍ଲୀ: ଭାରତ ସରକାର ମୋବାଇଲ ଉପଭୋକ୍ତାଙ୍କୁ eSIM ସମ୍ବନ୍ଧୀୟ ଏକ ନୂଆ ଠକେଇ ପଦ୍ଧତି ବିଷୟରେ ସତର୍କ କରିଛନ୍ତି। ଏହି ସାଇବର ଠକେଇ ଏତେ ବିପଜ୍ଜନକ ଯେ, ଠକମାନେ OTP କିମ୍ବା ATM ତଥ୍ୟ ନ ଦେଇ ମଧ୍ୟ ଶିକାରର ବ୍ୟାଙ୍କ ଖାତାରୁ ଟଙ୍କା ଚୋରି କରିପାରନ୍ତି। ନିକଟରେ ଏହି କୌଶଳ ବ୍ୟବହାର…