ମାତ୍ର ୩୯୯ ଟଙ୍କାରେ ମିଳିଯିବ ChatGPT Go ସବସ୍କ୍ରିପସନ, ସବୁଠୁ ଶସ୍ତା AI ପ୍ଲାନ
ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଉପରେ କାମ କରୁଥିବା କମ୍ପାନୀ OpenAI ଭାରତରେ ନିଜର ନୂଆ ସବସ୍କ୍ରିପସନ ପ୍ଲାନ୍ ChatGPT Go ଲଞ୍ଚ କରିଛି। ଏହା ଏଯାଏ କମ୍ପାନୀର ସବୁଠାରୁ ଶସ୍ତା ପ୍ଲାନ ହୋଇଥିବା ବେଳେ ଏହାର ମୂଲ୍ୟ ମାସିକ ମାତ୍ର ୩୯୯ ଟଙ୍କା ରହିଛି। କମ୍ପାନୀ କହିଛି ଯେ…