Latest Odisha News

BREAKING NEWS

ଇସ୍ରାଏଲ ସହ ଯୁଦ୍ଧ ଭିତରେ ବଡ଼ ଖବର, ଆଗକକୁ ପରମାଣୁ ଯୁଦ୍ଧ ?

ନୂଆଦିଲ୍ଲୀ: ଇରାନ୍‌-ଇସ୍ରାଏଲ ଯୁଦ୍ଧ ଭିତରେ ସାମ୍ନାକୁ ଆସିଲା ବଡ଼ ଖବର । ଗୁରବାର ଇରାନ୍‌ର ରାଜଧାନୀ ତେହେରାନ ପାଖରେ ଏକ ବଡ଼ ଧରଣର ଭୂମିକମ୍ପ ହୋଇଛି ଅନୁଭୂତ । ଏବେ ଏହାକୁ ନେଇ ବଢୁଛି ସନ୍ଦେହ । ସତରେ ଏହା ଭୂକମ୍ପ ଥିଲା ନା ଆଉ କଣ ? ଏହି ଭୂକମ୍ପରେ ସେମନାନ ନାମକ ସହର ଓ ଏହାର ଆଖପାଖ…

ଅଟୋରେ ୧୭ ଲକ୍ଷ ଟଙ୍କା ରଖିଦେଇ ପଳାଇଲେ ଜଣେ ବ୍ୟକ୍ତି, ପୁଣି ଡ୍ରାଇଭର ଏହାକୁ….

ନୂଆଦିଲ୍ଲୀ: ଆଜିର ସମୟରେ ଯେତେବେଳେ ଲୋକେ ଅନ୍ୟର ଏକ ଟଙ୍କା ହଡ଼ପ କରିବାକୁ ବି ସୁଯୋଗ ଛାଡ଼ନ୍ତି ନାହିଁ, ସେହି ସମୟରେ ମିଜୋରାମର ଜଣେ ସାଧାରଣ ଅଟୋ ଡ୍ରାଇଭର ଲକ୍ଷ ଲକ୍ଷ ଟଙ୍କା ପାଇବା ପରେ ମଧ୍ୟ ଟିକିଏ ବି ଦ୍ୱନ୍ଦ୍ୱରେ ପଡ଼ିଲେ ନାହିଁ। ସେ କୌଣସି ଲୋଭ ନକରି ସେହି ସମସ୍ତ ଟଙ୍କା ତାଙ୍କ…

ବର୍ଷା ପାଣି ସୌଭାଗ୍ୟର ସଙ୍କେତ ! ଏଥିରେ ଦୂର ହୋଇଥାଏ ଅନେକ ଅସୁବିଧା

ନୂଆଦିଲ୍ଲୀ: ବର୍ଷା ଋତୁ କେବଳ ଶୀତଳତା ଓ ସତେଜତା ଆଣି ନଥାଏ, ବରଂ ଏହା ବିଭିନ୍ନ ସମସ୍ୟାରୁ ମୁକ୍ତି ଦେବାରେ ମଧ୍ୟ ସହାୟକ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଗ୍ରହମାନଙ୍କର ଖରାପ ପ୍ରଭାବ ହେଉ କି ଆର୍ଥିକ ଅସୁବିଧା, ଜ୍ୟୋତିଷ ଶାସ୍ତ୍ରରେ ବର୍ଷା ଜଳ ସହ ଜଡ଼ିତ କିଛି ସରଳ ଉପାୟ ବିଷୟରେ…

ଇରାନରେ ଭାରତର କେତେ ପ୍ରୋଜେକ୍ଟ ଚାଲିଛି ? ଜାଣନ୍ତୁ ଯୁଦ୍ଧ ଭିତରେ କେତେ ହେଉଛି କ୍ଷତି

ନୂଆଦିଲ୍ଲୀ: ଭାରତ ଓ ଇରାନ ମଧ୍ୟରେ ଐତିହାସିକ, ସାଂସ୍କୃତିକ ଏବଂ କୂଟନୈତିକ ସମ୍ପର୍କ ରହିଛି। ଭାରତ ପାଇଁ ଇରାନ ଏକ ମୁଖ୍ୟ ଦେଶ। ଇରାନରେ ଭାରତର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ଚାଲୁଛି। କିନ୍ତୁ, ଇସ୍ରାଏଲ-ଇରାନ ସଂଘର୍ଷ ଯୋଗୁଁ ଏହି ପ୍ରୋଜେକ୍ଟଗୁଡ଼ିକରେ ବିଳମ୍ବ, ବାଣିଜ୍ୟରେ ବାଧା,…

Smartphoneରେ ଆପଣ ଅଶ୍ଳୀଳ ଭିଡିଓ ଦେଖୁଛନ୍ତି କି ? ସାବଧାନ !

ନୂଆଦିଲ୍ଲୀ: ଡିଜିଟାଲ ଯୁଗରେ ସାଇବର ଠକେଇ ଏକ ନୂଆ ରୂପ ନେଉଛି। ଯେଉଁମାନେ ଅଶ୍ଳୀଳ ଭିଡିଓ, ବିଶେଷ କରି ଶିଶୁମାନଙ୍କ ସମ୍ପର୍କିତ କଣ୍ଟେଣ୍ଟ ଦେଖିବାକୁ ଆଗ୍ରହୀ, ସେମାନେ ବର୍ତ୍ତମାନ ସାଇବର ଗ୍ୟାଙ୍ଗର ଟାର୍ଗେଟ ହେଉଛନ୍ତି। ଏହି ଗ୍ୟାଙ୍ଗମାନେ ଅତି ଚତୁରତାର ସହ ଏବଂ ଏପରି ଭାବେ ଶିକାରର ଶୋଷଣ…

ଆମେରିକାରେ ଦୁଇଟି ସମୋସାକୁ କେତେ ଟଙ୍କାରେ ମିଳିଥାଏ ? ଦାମ ଶୁଣିଲେ ଚମକି ପଡ଼ିବେ

ନୂଆଦିଲ୍ଲୀ: ଆମେରିକା - ଏହି ନାମ ଶୁଣିଲେ ଆମ ମନରେ ବଡ଼ ବଡ଼ ଅଟ୍ଟାଳିକା, ଝଲସୁଥିବା ରାସ୍ତା ଓ ଆଡ଼ମ୍ବରପୂର୍ଣ୍ଣ ଜୀବନଶୈଳୀର ଚିତ୍ର ଉଭା ହୁଏ। କିନ୍ତୁ ସବୁକିଛି ଏପରି ନୁହେଁ। ଆମେରିକା ବିଶ୍ୱର ସବୁଠାରୁ ବିକଶିତ ଦେଶ ହେଲେ ମଧ୍ୟ ଏହା ବିଶ୍ୱର ସବୁଠାରୁ ମହଙ୍ଗା ଦେଶମାନଙ୍କ ମଧ୍ୟରେ ଗୋଟିଏ।…

ଏକାଠି ହୋଇଯିବେ ସବୁ ମୁସଲିମ ଦେଶ ! ଚିନ୍ତାରେ ଟ୍ରମ୍ପ

ନୂଆଦିଲ୍ଲୀ:ବିଶ୍ୱରେ ଆମେରିକାକୁ ସବୁଠାରୁ ଶକ୍ତିଶାଳୀ ଦେଶ ବୋଲି ଗଣାଯାଏ। ତେବେ ଚୀନ୍‌ ମଧ୍ୟ କିଛି କମ୍‌ ନୁହେ। ଏହା ମାନାଯାଏ ଯେ ଏହି ଦୁଇ ଦେଶ ସହ ଯୁଦ୍ଧ ବେଶ୍‌ କଷ୍ଟକର ହୋଇପାରେ। କିନ୍ତୁ ବିଶ୍ୱରେ ଅନେକ ଶକ୍ତିଶାଳୀ ମୁସଲିମ ଦେଶ ମଧ୍ୟ ଅଛନ୍ତି, ସେମାନେ ଯଦି ଏକଜୁଟ ହୁଅନ୍ତି, ତେବେ…

Google ଲଞ୍ଚ କଲା AI ମୋଡ଼ରେ ସର୍ଚ୍ଚ ଲାଇଭ ଫିଚର୍, ଜାଣନ୍ତୁ କେମିତି କାମକରିବ

ନୂଆଦିଲ୍ଲୀ:ଗୁଗୁଲ ନିକଟରେ ନିଜର ସର୍ଚ୍ଚ ଇଞ୍ଜିନ୍‌ରେ ଏକ ନୂତନ ଫିଚର ‘ସର୍ଚ୍ଚ ଲାଇଭ୍‌’ ଲଞ୍ଚ କରିଛି, ଯାହା କୃତ୍ରିମ ବୁଦ୍ଧିମତା (AI) ମୋଡ୍‌ରେ କାମ କରୁଛି। ଏହି ଫିଚର ବ୍ୟବହାରକାରୀଙ୍କୁ ରିଅଲ-ଟାଇମରେ ସର୍ଚ୍ଚ ଫଳାଫଳ ଦେଖାଇବା ସହ ସେମାନଙ୍କ ପ୍ରଶ୍ନର ତୁରନ୍ତ ଉତ୍ତର ପ୍ରଦାନ କରୁଛି।…

ଆଧାରକୁ ନେଇ ଆସିଲା ବଡ଼ ଖବର, ଏହି ତାରିଖ ଯାଏଁ ମାଗଣା ଅପଡେଟ

ଭୁବନେଶ୍ୱର: ଭାରତୀୟ ନାଗରିକଙ୍କ ପାଇଁ ଆଧାର କାର୍ଡ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରିଚୟ ଦଲିଲ। ଏହା କେବଳ ଏକ କାଗଜପତ୍ର ନୁହେଁ, ବରଂ ସରକାରୀ ଯୋଜନା, ବ୍ୟାଙ୍କ ସେବା, ଓ ଅନ୍ୟାନ୍ୟ କାର୍ଯ୍ୟରେ ଏହା ଏକ ମୁଖ୍ୟ ସାଧନ। ତେଣୁ, ଆଧାରରେ ଥିବା ସୂଚନା ଯେପରି ନାମ, ଠିକଣା, ଜନ୍ମ ତାରିଖ ଆଦି…

ଆହୁରି ଭୟଙ୍କର ହେବ ଇରାନ-ଇସ୍ରାଏଲ ଯୁଦ୍ଧ, ଇରାନ ସମର୍ଥନରେ ବାହାରିଲେ ଚୀନ ଓ ରୁଷିଆ

ଆହୁରି ଭୟଙ୍କର ହେବ ଇରାନ-ଇସ୍ରାଏଲ ଯୁଦ୍ଧ । ତୃତୀୟ ବିଶ୍ବଯୁଦ୍ଧ ରୂପ ନେବ କି ଯୁଦ୍ଧ ? ଏମିତି ଆଶଙ୍କା ଦେଖାଦେଲାଣି.. ଇସ୍ରାଏଲ ସପକ୍ଷରେ ଆମେରିକା ବାହାରିଥିବା ବେଳେ, ଏବେ ଇରାନ ସପକ୍ଷରେ ବାହାରିଛନ୍ତି ଦୁଇ ଶକ୍ତି ରାଷ୍ଟ୍ର ଚୀନ ଓ ରୁଷିଆ । ଇରାନ-ଇସ୍ରାଏଲ ଯୁଦ୍ଧ ସ୍ଥିତିକୁ ନେଇ ଚୀନ…