Latest Odisha News

BREAKING NEWS

ମାର୍କେଟକୁ ଆସିଲା ଏସି ହେଲିମେଟ, ଦାମ ମାତ୍ର ଏତିକି…

ଭୁବନେଶ୍ୱର: ଦେଶର ଅନେକ ଅଞ୍ଚଳରେ ଏବେ ଗରମର ପ୍ରକପ ଜାରି ରହିଛି, ଏପରି ସ୍ଥିତିରେ ଟ୍ରାଫିକ୍ ପୋଲିସମାନେ ଖରାରେ ଠିଆ ହୋଇ କାମ କରୁଛନ୍ତି। ସାରା ଦିନ ଖରାରେ କାମ କରିବା ଯୋଗୁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ଖରା ସମସ୍ୟାର ସମାଧାନ ପାଇଁ ନୋଏଡାରେ ଟ୍ରାଫିକ୍…

ଆମେରିକାରେ ପାକ୍‌ ସେନା ମୁଖ୍ୟଙ୍କୁ ତୀବ୍ର ବିରୋଧ, ଅସୀମ ମୁନିରଙ୍କ ବିରୋଧରେ ସ୍ଲୋଗାନ

ନୂଆଦିଲ୍ଲୀ:ଆମେରିକାରେ ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିରଙ୍କୁ ପ୍ରବଳ ବିରୋଧ । ୱାସିଂଟନ ଡିସିରେ ପିଟିଆଇ ସମର୍ଥକଙ୍କ ବିକ୍ଷୋଭ । ମୁନିରଙ୍କୁ ଗଣହତ୍ୟାକାରୀ, ପାକିସ୍ତାନୀଙ୍କ ହତ୍ୟାକାରୀ କହିଲେ ବିକ୍ଷୋଭକାରୀ। କେବଳ ଏତିକି ନୁହେଁ ‘ଅସୀମ ମୁନିର ତୁମେ ଏକଛତ୍ରବାଦୀ, ଭୀରୁ’ ସ୍ଲୋଗାନ…

ଭୂକମ୍ପ ପୂର୍ବରୁ ସୂଚନା ଦେବ ଗୁଗୁଲର ଏହି ଘଣ୍ଟା, ଜାଣନ୍ତୁ ଭାରତରେ କେବେ ହେବ ଲଞ୍ଚ

ନୂଆଦିଲ୍ଲୀ: ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ ଆଧୁନିକ ଟେକନୋଲୋଜି ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେଉଛି। ଏହି ଦିଗରେ Google ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। କମ୍ପାନୀ ଏବେ Wear OS ଆଧାରିତ ସ୍ମାର୍ଟୱାଚ ମାଧ୍ୟମରେ ଭୂକମ୍ପ ଚେତାବନୀ ପ୍ରଦାନ କରିବାର ଯୋଜନା କରୁଛି।…

ଏହି ୪ ରାଶିର ଲୋକଙ୍କ ପାଇଁ ବିବାହ ବିଚ୍ଛେଦ ହେବାର ସମ୍ଭାବନା ଅଧିକ ଥାଏ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ, ରାଶି ମାଧ୍ୟମରେ ଏକ ବ୍ୟକ୍ତିର ସ୍ୱଭାବ, ବ୍ୟକ୍ତିତ୍ୱ ଓ ଅଭ୍ୟାସ ସମ୍ପର୍କରେ ବିସ୍ତୃତ ଭାବେ ଜାଣିହେବ। ରାଶି ମାଧ୍ୟମରେ ବ୍ୟକ୍ତିର ଅତୀତ, ଭବିଷ୍ୟତ ଓ ବର୍ତ୍ତମାନ ସମ୍ପର୍କିତ ସମ୍ପୂର୍ଣ୍ଣ ସୂଚନା ମିଳିପାରେ। ଏହା ସହିତ, ରାଶି ଆଧାରରେ ଆପଣ ଅନ୍ୟ…

WhatsAppରେ ବଡ଼ ପରିବର୍ତ୍ତନ ! ଏବେ ଷ୍ଟାଟସରେ ଆସିବ ବିଜ୍ଞାପନ, ଦେବାକୁ ପଡ଼ିବ ଟଙ୍କା

ନୂଆଦିଲ୍ଲୀ: ଯଦି ଆପଣ WhatsAppକୁ କେବଳ ଚାଟିଂ ପାଇଁ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ କିଛିଟା ଆଶ୍ୱସ୍ତିକର ହୋଇପାରେ। କିନ୍ତୁ ଯେଉଁମାନେ ଚ୍ୟାନେଲ ଓ ଷ୍ଟାଟସରେ ଅଧିକ ସକ୍ରିୟ ରହୁଛନ୍ତି, ସେମାନଙ୍କ ପାଇଁ WhatsAppର ମଜା କିଛିଟା କମିପାରେ। WhatsApp ନିଜ…

YouTubeରେ ଭାଇରାଲ କରିବାକୁ ଚାହୁଁଛନ୍ତି ଭିଡିଓ, ଜାଣନ୍ତୁ ପୋଷ୍ଚ କରିବା ସଠିକ୍ ସମୟ

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଦୁନିଆରେ ୟୁଟ୍ୟୁବ କେବଳ ଏକ ଭିଡିଓ ପ୍ଲାଟଫର୍ମ ନୁହେଁ, ବରଂ କ୍ୟାରିୟର ଗଢ଼ିବା ଓ ବ୍ରାଣ୍ଡ ତିଆରି କରିବାର ଏକ ଶକ୍ତିଶାଳୀ ମାଧ୍ୟମ ହୋଇଛି। ପ୍ରତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ ହେଉଛି, କିନ୍ତୁ ସେଥିରୁ କେବଳ କିଛି ଭିଡିଓ ହିଁ ଭାଇରାଲ ହେଉଛି। କେବେ ଭାବିଛନ୍ତି…

UPSC ବାହାର କଲା ୪୦୦ରୁ ଅଧିକ ପଦ, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲୋକସେବା ଆୟୋଗ (UPSC) ବିଭିନ୍ନ ବିଭାଗରେ ୪୬୨ରୁ ଅଧିକ ପଦ ପାଇଁ ଭର୍ତ୍ତି ବିଜ୍ଞପ୍ତି ଜାରି କରିଛି। ଏହି ପଦଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ…

ପରମାଣୁ ବୋମା ସଂଖ୍ୟା ବଢ଼ାଇଲା ଭାରତ: ପଛରେ ପଡ଼ିଲା ପାକିସ୍ତା, ଡରିଗଲା ଚୀନ !

ନୂଆଦିଲ୍ଲୀ: ଷ୍ଟକହୋମ ଇଣ୍ଟରନାସନାଲ ପିସ୍‌ ରିସର୍ଚ ଇନଷ୍ଟିଚ୍ୟୁଟ (SIPRI) ସୋମବାର ପରମାଣୁ ଅସ୍ତ୍ର ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛି। SIPRI ରିପୋର୍ଟ ଅନୁସାରେ, ଭାରତ ନିଜର ପରମାଣୁ ବୋମା ଭଣ୍ଡାରରେ ନାଟକୀୟ ବୃଦ୍ଧି କରିଛି ଏବଂ ଏବେ ପାକିସ୍ତାନଠାରୁ ଅଧିକ ପରମାଣୁ…

ସାବଧାନ ! ଏହି ସବୁ ଲୋନ୍ ଆପ୍ ଡିଲିଟ କରିବାକୁ କହିଲେ ସରକାର

ନୂଆଦିଲ୍ଲୀ: ଭାରତ ସରକାର ଦେଶର ସମସ୍ତ ଆଣ୍ଡ୍ରଏଡ ଉପଭୋକ୍ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଜାରି କରିଛନ୍ତି। ଏହି ଚେତାବନୀ ଗୁଗଲ ପ୍ଲେ ଷ୍ଟୋରରେ ବଢୁଥିବା ଆର୍ଥିକ ଠକାମି ଆପ୍‌ଗୁଡ଼ିକ ସମ୍ପର୍କିତ। ଏହି ଆପ୍‌ଗୁଡ଼ିକ ଦେଖାଯିବାରେ ଅସଲି ଲାଗୁଥିଲେ ମଧ୍ୟ, ଏଗୁଡ଼ିକ ଉପଭୋକ୍ତାଙ୍କର…

ବିରାଟ କୋହଲିଙ୍କ ରହସ୍ୟମୟ ଚକୋଲେଟ: ମ୍ୟାଚ ମଝିରେ ଶକ୍ତିର ରାଜ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜର ଫିଟନେସ ଓ ଖେଳ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ତାଙ୍କୁ ନେଇ ଆଉ ଏକ ରୋଚକ ଖବର ସାମନାକୁ ଆସିଛି, ବିରାଟ ମ୍ୟାଚ ମଝିରେ ସେ ଖାଉଥିବା ଏକ ଖାସ ଚକୋଲେଟ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚାର…