ଜୀବନ ବଞ୍ଚାଇବ ଆଣ୍ଡ୍ରୋଏଡ୍, ସ୍ମାର୍ଟଫୋନରେ ଆସିଲା Emergency Live Video
ନୂଆଦିଲ୍ଲୀ : ଗୁଗୁଲ୍ ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଫିଚର ‘ଇମରଜେନ୍ସି ଲାଇଭ୍ ଭିଡିଓ’ ଲଞ୍ଚ କରିଦେଇଛି। ଆଇଫୋନ୍ରେ ଏହି ଫିଚର ପୂର୍ବରୁ ଉପଲବ୍ଧ ଥିବା ବେଳେ ଏବେ ଆଣ୍ଡ୍ରୋଏଡ୍ ବ୍ୟବହାରକାରୀ ମଧ୍ୟ ବିପଦ ସମୟରେ ଲାଇଭ୍ ଭିଡିଓ ଷ୍ଟ୍ରିମିଂ…