ଦିଲ୍ଲୀରେ ନକଲି ବର୍ଷା ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ? ଜାଣିଲେ ତାଜୁବ ହୋଇଯିବେ
ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାରର ପରିବେଶ ବିଭାଗ ଆଗାମୀ ମନ୍ତ୍ରୀମଣ୍ଡଳ ବୈଠକରେ କୃତ୍ରିମ ବର୍ଷା (Cloud Seeding) ପରୀକ୍ଷଣ ପାଇଁ ଏକ ପ୍ରସ୍ତାବ ଉପସ୍ଥାପନ କରିବାକୁ ଯାଉଛି। ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଯଦି ଏହି…